ଅନ୍ଧ ବିଶ୍ୱାସ: ୨୦ ପିଲାଙ୍କୁ ଦିଆଗଲା ଚେଙ୍କ

ନବରଙ୍ଗପୁର (ସନ୍ତୋଷ କୁମାର ପଲେଇ): ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ। ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରି ଛୋଟ ଛୋଟ ପିଲାଙ୍କୁ ଦେଉଛନ୍ତି ଚେଙ୍କ। ରୋଗ ଭଲ ହୋଇଯିବ ଭାବି ପିଲାଙ୍କ ଶରୀରକୁ ଯନ୍ତ୍ରଣା ଦେଇ ଚେଙ୍କ ଦେଉଛନ୍ତି। ଏହାକୁ ଏକ ପରମ୍ପରା ଭାବେ ଗ୍ରହଣ କରାଯାଇଛି। କେଉଁକାଳରୁ ପିଢି ପରେ ପିଢ଼ି ଛୋଟ ପିଲାଙ୍କୁ ଚେଙ୍କ ଦିଆଯାଉଥିବା ନେଇ ଚର୍ଚ୍ଚା ହେଉଛି। ଆଜି ହେଉଛି ଚିତାଲାଗି ଅମାବାସ୍ୟା। ଆଜିର ଦିନରେ ଚେଙ୍କ ଦେଲେ ଛୋଟ ପିଲାର ସ୍ୱାସ୍ଥ୍ୟ ଭଲ […]

chanka in nabarangapur

chanka in nabarangapur

Ordigital Desk
  • Published: Saturday, 11 August 2018
  • Updated: 11 August 2018, 08:05 PM IST

Sports

Latest News

ନବରଙ୍ଗପୁର (ସନ୍ତୋଷ କୁମାର ପଲେଇ): ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ। ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରି ଛୋଟ ଛୋଟ ପିଲାଙ୍କୁ ଦେଉଛନ୍ତି ଚେଙ୍କ। ରୋଗ ଭଲ ହୋଇଯିବ ଭାବି ପିଲାଙ୍କ ଶରୀରକୁ ଯନ୍ତ୍ରଣା ଦେଇ ଚେଙ୍କ ଦେଉଛନ୍ତି। ଏହାକୁ ଏକ ପରମ୍ପରା ଭାବେ ଗ୍ରହଣ କରାଯାଇଛି। କେଉଁକାଳରୁ ପିଢି ପରେ ପିଢ଼ି ଛୋଟ ପିଲାଙ୍କୁ ଚେଙ୍କ ଦିଆଯାଉଥିବା ନେଇ ଚର୍ଚ୍ଚା ହେଉଛି।

ଆଜି ହେଉଛି ଚିତାଲାଗି ଅମାବାସ୍ୟା। ଆଜିର ଦିନରେ ଚେଙ୍କ ଦେଲେ ଛୋଟ ପିଲାର ସ୍ୱାସ୍ଥ୍ୟ ଭଲ ରହିବ ବୋଲି ଏ ଅଂଚଳରେ ଅନ୍ଧବିଶ୍ଵାସ ରହିଆସିଛି।

ସେଥିପାଇଁ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ କଡ଼ରା ସାହିରେ ଘରେ ଘରେ ପିଲାଙ୍କୁ ଚେଙ୍କ ଦିଆଯାଇଛି। ପରିବାର ଲୋକେ ନିଜ ପିଲାଙ୍କୁ ଚେଙ୍କ ଦେଇଛନ୍ତି।

କାଠି (ଖଡିକା)କୁ ଗରମ କରି ପିଲାଙ୍କ ଦେହରେ ଚେଙ୍କ ଦିଆଯାଇଛି। ମୋଟ୍‌ ୨୦ ଜଣ ପିଲାଙ୍କୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଶିଶୁ କଲ୍ୟାଣ ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚି ତନାଘନା ଆରମ୍ଭ କରିଛି।

ଅଙ୍ଗନବାଡ଼ି କର୍ମୀ ଚନ୍ଦ୍ରମା ମହାରଣା କହିଛନ୍ତି-“ଚେଙ୍କ ନଦେବା ପାଇଁ ବାରମ୍ୱାର ସଚେତନତା କରାଯାଉଛି। ଏହା ସତ୍ତ୍ୱେ ଆଜି ପିଲାମାନଙ୍କୁ ଚେଙ୍କ ଦେଇଛନ୍ତି। ପରିବାର ଲୋକ ନିଜ ପିଲାଙ୍କୁ ଚେଙ୍କ ଦେଇଛନ୍ତି।”

ଆଦିବାସୀ ପରମ୍ପରା ମତେ ଚିତାଲାଗି ଅମାବାସ୍ୟାରେ ଚେଙ୍କ ଦେଇଥିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story