କେମିତି ଇଣ୍ଟନସିପ୍‌ କରିବେ ୟୁକ୍ରେନ୍‌ରେ ମେଡିକାଲ୍‌ ପାସ୍‌ଆଉଟ ଛାତ୍ରଛାତ୍ରୀ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଚାଲିଛି ଘମାଘୋଟ୍‌ ଲଢେଇ। ଯୁଦ୍ଧ କେବେ ସରିବ, ତାହା କେହି ଜାରିନାହାନ୍ତି। ଏପରିସ୍ଥିତି ୟୁକ୍ରେନ୍‌ରେ ଅଧାରୁ ମେଡିକାଲ୍‌ ପାଠ ପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ? ଏହାକୁ ନେଇ ଅଭିଭାବମାନେ ଚିନ୍ତାରେ ଥିବା ବେଳେ ୟୁକ୍ରେନ୍‌ରେ ଅବସ୍ଥାପିତ ଭାରତୀୟ ଦୂତାବାସ କ୍ଲିୟରାନ୍ସ ଦେଉନଥିବାରୁ ଓଡ଼ିଶାର ୨୦ରୁ ଅଧିକ ମେଡିକାଲ୍‌ ପାସ୍‌ ଆଉଟ୍‌ ଛାତ୍ରଛାତ୍ରୀଙ୍କୁ ଇଣ୍ଟନସିପ୍‌ରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶାର ୨୦ରୁ ଅଧିକ ୟୁକ୍ରେନ୍‌ ପାସ୍‌ ଆଉଟ୍‌ ଡାକ୍ତରୀ […]

Ukraine Rerurn Medical Student

Ukraine Rerurn Medical Student

Manoranjan Sial
  • Published: Monday, 07 March 2022
  • Updated: 07 March 2022, 09:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଚାଲିଛି ଘମାଘୋଟ୍‌ ଲଢେଇ। ଯୁଦ୍ଧ କେବେ ସରିବ, ତାହା କେହି ଜାରିନାହାନ୍ତି। ଏପରିସ୍ଥିତି ୟୁକ୍ରେନ୍‌ରେ ଅଧାରୁ ମେଡିକାଲ୍‌ ପାଠ ପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ? ଏହାକୁ ନେଇ ଅଭିଭାବମାନେ ଚିନ୍ତାରେ ଥିବା ବେଳେ ୟୁକ୍ରେନ୍‌ରେ ଅବସ୍ଥାପିତ ଭାରତୀୟ ଦୂତାବାସ କ୍ଲିୟରାନ୍ସ ଦେଉନଥିବାରୁ ଓଡ଼ିଶାର ୨୦ରୁ ଅଧିକ ମେଡିକାଲ୍‌ ପାସ୍‌ ଆଉଟ୍‌ ଛାତ୍ରଛାତ୍ରୀଙ୍କୁ ଇଣ୍ଟନସିପ୍‌ରୁ ବଞ୍ଚିତ ହେଉଛନ୍ତି।

ଓଡ଼ିଶାର ୨୦ରୁ ଅଧିକ ୟୁକ୍ରେନ୍‌ ପାସ୍‌ ଆଉଟ୍‌ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ୍‌ ସ୍ଥିତ ଭାରତୀୟ ଦୂତାବାସରୁ କ୍ଲିୟରାନ୍ସ ଦେଉନାହିଁ। ଯେଉଁଥିପାଇଁ ସେମାନେ ଇଣ୍ଟନସିପ୍‌ କରିପାରୁନାହାନ୍ତି। ତେଣୁ ସେମାନେ ରାଜଧାନୀ ଭୁବନେଶ୍ୱରରେ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଘୂରି ବୁଲୁଛନ୍ତି। ଆଜି ଛାତ୍ରଛାତ୍ରୀଙ୍କୁ ଓଡ଼ିଶା କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରେଜିଷ୍ଟ୍ରେସନ୍‌ କାର୍ଯ୍ୟାଳୟରୁ ନିରାଶ ହୋଇ ଫେରିଛନ୍ତି।

ଛାତ୍ରଛାତ୍ରୀଙ୍କ କହିବା କଥା, ୟୁକ୍ରେନ୍‌ରୁ ଡାକ୍ତରୀ ପାସ୍‌ କରିବା ପରେ ସେମାନେ ଦେଶରେ ପିଜି ଓ ହାଉସ୍‌ମ୍ୟାନସିପ୍‌ ଲାଗି ଆବଶ୍ୟକ ପରୀକ୍ଷା ଦେଇଥିଲେ। ଏପରିକି ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। ସେପଟେ ଯୁଦ୍ଧ ସ୍ଥିତି ଲାଗି ରହିଥିବାରୁ ଏଭଳି ଛାତ୍ରଛାତ୍ରୀଙ୍କୁ ଇଣ୍ଟନସିପ୍‌ ପାଇଁ ସୁଯୋଗ ଦେବାକୁ ନ୍ୟାସନାଲ୍‌ ମେଡିକାଲ୍‌ କମିଶନ(NMC) ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ରାଜ୍ୟରେ ଥିବା ମେଡିକାଲ କଲେଜ ଗୁଡ଼ିକରେ ଇଣ୍ଟନସିପ୍‌ କରିବା ପାଇଁ ସୁଯୋଗ ମିଳୁନି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। କାରଣ ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସେମାନଙ୍କୁ ଦୂତାବାସରୁ ମିଳିପାରୁନି ୟୁକ୍ରେନ୍‌ ପାଠପଢ଼ାର ଭେରିଫିକେସନ୍‌ ପ୍ରମାଣପତ୍ର। ଏମିତି ହେଲେ ସେମାନଙ୍କ କ୍ୟାରିୟର ପ୍ରଭାବିତ ହେବ ବୋଲି ଆଶଙ୍କା କରିଛନ୍ତି ଛାତ୍ରଛାତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story