ଏ କି ଧରଣର କ୍ୟାବିନେଟ ବୈଠକ: ମନ୍ତ୍ରୀ ଜାଣିପାରୁନାହାନ୍ତି ଏଜେଣ୍ଡା, ୩୨ ମିନିଟରେ ୩୨ ପ୍ରସ୍ତାବ ପାରିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ୟାବିନେଟ ମାତ୍ର ୩୨ ମିନିଟରେ ମୋଟ ୩୨ ଏଜେଣ୍ଡାକୁ ଅନୁମୋଦନ କରିଛନ୍ତି । ମାତ୍ର ଏତେ କମ୍ ସମୟ ମଧ୍ୟରେ ଏତେସଂଖ୍ୟକ ଏଜେଣ୍ଡାକୁ ରାଜ୍ୟ କ୍ୟାବିନେଟ କିଭଳି ମଞ୍ଜୁରୀ ଦେଲେ ଓ ମନ୍ତ୍ରୀମାନଙ୍କ ଭୂମିକା ସେହି ବୈଠକରେ କ’ଣ ଥିଲା ତାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା । […]

secretariat

secretariat

Ordigital Desk
  • Published: Wednesday, 18 May 2022
  • Updated: 18 May 2022, 07:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ୟାବିନେଟ ମାତ୍ର ୩୨ ମିନିଟରେ ମୋଟ ୩୨ ଏଜେଣ୍ଡାକୁ ଅନୁମୋଦନ କରିଛନ୍ତି । ମାତ୍ର ଏତେ କମ୍ ସମୟ ମଧ୍ୟରେ ଏତେସଂଖ୍ୟକ ଏଜେଣ୍ଡାକୁ ରାଜ୍ୟ କ୍ୟାବିନେଟ କିଭଳି ମଞ୍ଜୁରୀ ଦେଲେ ଓ ମନ୍ତ୍ରୀମାନଙ୍କ ଭୂମିକା ସେହି ବୈଠକରେ କ’ଣ ଥିଲା ତାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ବୁଧବାର ସନ୍ଧ୍ୟା ୫ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟ ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା । ମନ୍ତ୍ରୀମାନଙ୍କୁ ବୈଠକର ସମୟ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଥିଲେ ମଧ୍ୟ କ୍ୟାବିନେଟ ଏଜେଣ୍ଡାର ବିସ୍ତୃତ ତଥ୍ୟ କ’ଣ ରହିବ ତାହା ସେମାନଙ୍କୁ ଅବଗତ କରାଯାଇନଥିଲା ବୋଲି ଜଣାପଡ଼ିଛି । କେବଳ କ୍ୟାବିନେଟ ବୈଠକରେ ୨୯ଟି ଏଜେଣ୍ଡା ଆସିବ ବୋଲି ଆଜି ମଧ୍ୟାହ୍ନରେ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟକୁ ଲିଖିତ ଭାବେ ସୂଚିତ କରାଯାଇଥିଲା । କିନ୍ତୁ ବୈଠକରେ ଏହି ଏଜେଣ୍ଡା ସଂଖ୍ୟା ବଢ଼ି ୩୨ ହୋଇଥିବା ସୂଚନା ମିଳିଛି ।

ସଂସଦୀୟ ବ୍ୟାପାର ବିଭାଗର ସୂତ୍ର ଅନୁସାରେ, ଆଜି ଭର୍ଚୁଆଲ ମୋଡରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ୫ଟା ୩୩ ମିନିଟରୁ ୬ଟା ୦୫ ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୋଟ ୩୩ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ତେବେ ମାତ୍ର ୩୨ ମିନିଟରେ କିଭଳି ୩୨ଟି ଏଜେଣ୍ଡାକୁ କ୍ୟାବିନେଟ ମଞ୍ଜୁରୀ ଦେଲେ ଓ ଗୋଟିଏ ଲେଖାଏ ଏଜେଣ୍ଡା ଉପରେ କେତେ ସମୟ ଆଲୋଚନା ହେଲା ତାହା ଏବେ ଚର୍ଚ୍ଚାର ବିଷୟ ।

କ୍ୟାବିନେଟ୍ ବୈଠକରେ ଆସୁଥିବା ପ୍ରସ୍ତାବ ଗୁଡ଼ିକ ରାଜ୍ୟର ଭାଗ୍ୟ ଓ ଭବିଷ୍ୟତ ନିର୍ଦ୍ଧାରଣ କରୁଥିବା ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସେଗୁଡ଼ିକ ଉପରେ ମନ୍ତ୍ରୀମାନଙ୍କୁ ଆଲୋଚନା ପାଇଁ ସୁଯୋଗ ନମିଳିବା ଅନ୍ତତଃ ପରିତାପର ବିଷୟ ବୋଲି ଜଣାପଡ଼ିଛି । କ୍ୟାବିନେଟରେ ଆସୁଥିବା ପ୍ରସ୍ତାବ ସମ୍ପର୍କରେ ଆଗୁଆ ଜାଣିବାର ସୁଯୋଗ ମନ୍ତ୍ରୀମାନଙ୍କ ପାଖରେ ନଥିବାରୁ ଅନ୍ ଦି ସ୍ପଷ୍ଟ (ଟେବୁଲ ଉପରେ) ଦିଆଯାଉଥିବା ପ୍ରସ୍ତାବଗୁଡ଼ିକୁ ପଢ଼ି ବୁଝିବା ଓ ସେ ସମ୍ପର୍କରେ ବୈଠକରେ ମତ ରଖିବା ମଧ୍ୟ ସମ୍ଭବପର ନୁହେଁ । ଆଉ ସେହି ସୁଯୋଗରେ ବିଭାଗୀୟ ସଚିବମାନେ (ଆଇଏଏସ୍ ଅଫିସର) ଚାହୁଁଥିବା କାର୍ଯ୍ୟ ଓ ନିଷ୍ପତ୍ତିକୁ କ୍ୟାବିନେଟ୍ ମାଧ୍ୟମରେ କରାଇ ନେବାରେ ସକ୍ଷମ ହେଉଛନ୍ତି । ଯାହାର ଦୂରଗାମୀ ପ୍ରତିକୂଳ ପ୍ରଭାବ ମଧ୍ୟ ବିଭିନ୍ନ ସମୟରେ ରାଜ୍ୟ ପ୍ରଶାସନରେ ଅନୁଭୂତ ହେଉଥିବା ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story