ନୀଳଚକ୍ରରେ ଉଡ଼ିଲା ଧଳାନେତ, ରହିଛି ଏମିତି ବିଶ୍ୱାସ

ପୁରୀ:(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ିଲା ଧଳା ଧ୍ୱଜା। ଏହି ଧଳା ରଙ୍ଗର ନେତ ବାତ୍ୟା ଓ ବର୍ଷାର ସୂଚକ ହୋଇଥାଏ ବୋଲି କହିଛନ୍ତି ଚୂନରା ସେବକ ଶରତ ମହାନ୍ତି। ଭକ୍ତମାନେ ନାଲି, ହଳଦିଆ ଓ ଧଳା ରଙ୍ଗର ବାନା ମାନସିକ କରି ପ୍ରଦାନ କରିଥାନ୍ତି। ଲଟେରୀ ମାଧ୍ୟରେ ବାନା ଚୟନ କରାଯାଉଥିବା ବେଳେ ଯେଉଁ ଦିନ ଯାହାର ଲଟେରୀ ଉଠେ, ସେହି ହିସାବରେ ବାନା ବନ୍ଧାଯାଏ। ତେବେ ବିଧିର ବଡ ବିଚିତ୍ର ବିଧାନ। ଯେଉଁଦିନ ପାଣିପାଗରେ ବର୍ଷାର […]

nbm

nbm

Tapas Behera
  • Published: Sunday, 07 June 2020
  • Updated: 07 June 2020, 05:06 PM IST

Sports

Latest News

ପୁରୀ:(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ିଲା ଧଳା ଧ୍ୱଜା। ଏହି ଧଳା ରଙ୍ଗର ନେତ ବାତ୍ୟା ଓ ବର୍ଷାର ସୂଚକ ହୋଇଥାଏ ବୋଲି କହିଛନ୍ତି ଚୂନରା ସେବକ ଶରତ ମହାନ୍ତି। ଭକ୍ତମାନେ ନାଲି, ହଳଦିଆ ଓ ଧଳା ରଙ୍ଗର ବାନା ମାନସିକ କରି ପ୍ରଦାନ କରିଥାନ୍ତି।

ଲଟେରୀ ମାଧ୍ୟରେ ବାନା ଚୟନ କରାଯାଉଥିବା ବେଳେ ଯେଉଁ ଦିନ ଯାହାର ଲଟେରୀ ଉଠେ, ସେହି ହିସାବରେ ବାନା ବନ୍ଧାଯାଏ। ତେବେ ବିଧିର ବଡ ବିଚିତ୍ର ବିଧାନ। ଯେଉଁଦିନ ପାଣିପାଗରେ ବର୍ଷାର ସୂଚନା ଥାଏ, ସେଦିନ ସ୍ୱତଃପ୍ରବୃତ୍ତ ଭାବେ ଧଳା ବାନା ଉଡେ ବୋଲି ବିଶ୍ୱାସ ଥିବା କହିଛନ୍ତି ଚୂନରା ସେବକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos