ଆସନ୍ତାକାଲି ଏହିସବୁ ଲୋକସଭା ଓ ବିଧାନସଭା ଆସନରେ ହେବ ଭୋଟ୍‌, ଚିହ୍ନନ୍ତୁ ପ୍ରମୁଖ ତିନି ଦଳର ପ୍ରାର୍ଥୀଙ୍କୁ

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ମୁଖ୍ୟତଃ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସିକା ଲୋକସଭା ଆସନ ତଥା ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଜଣ ସାଂସଦ ପ୍ରାର୍ଥୀ ଏବଂ ୨୪୪ ଜଣ ବିଧାୟକ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିବେ। ମୋଟ୍ ୭୬ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର ଆସନ୍ତାକାଲି ଭୋଟ୍ ଦେବେ। […]

bnm

Tapas Behera
  • Published: Wednesday, 17 April 2019
  • , Updated: 18 April 2019, 07:13 AM IST

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ମୁଖ୍ୟତଃ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସିକା ଲୋକସଭା ଆସନ ତଥା ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଜଣ ସାଂସଦ ପ୍ରାର୍ଥୀ ଏବଂ ୨୪୪ ଜଣ ବିଧାୟକ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିବେ। ମୋଟ୍ ୭୬ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର ଆସନ୍ତାକାଲି ଭୋଟ୍ ଦେବେ। ତେବେ କେଉଁ ଆସନରୁ କେଉଁ ପ୍ରମୁଖ ପ୍ରାର୍ଥୀମାନେ ମଇଦାନରେ ଲଢ଼େଇ କରୁଛନ୍ତି ତାହା ନିମ୍ନରେ ଉଲ୍ଲେଖ କରାଗଲା।

Related story