ତାଲିବାନୀ ଷ୍ଟାଇଲ୍‌ରେ ଅପରାଧ ଭିଆଉଥିବା ‘ମାନବବାଦ’ର ମୁଖିଆ କିଏ ? ସାମ୍ନାକୁ ଆସିଲେ ଗୁରୁଜୀ

ଖୋର୍ଦ୍ଧା(ବଳରାମ ଲେଙ୍କା): ଭୁବନେଶ୍ୱରଠାରୁ ଅଳ୍ପ ଦୂରରେ ତାଲିବାନୀ ଷ୍ଟାଇଲ୍‌ରେ ଅପରାଧ ଭିଆଉଥିବା ମାନବବାଦ ସଂଗଠନର ମୁଖିଆ କିଏ ? କୁହାଯାଉଛି ମାନସ ଦାସ ହେଉଛନ୍ତି ମାନବବାଦ ସଙ୍ଗଠନର ମୁଖ୍ୟ। ଯାହାଙ୍କୁ ଗୁରୁଜୀ ବୋଲି ସମ୍ବୋଧନ କରିଥାନ୍ତି ସଙ୍ଗଠନ ସଦସ୍ୟ। କୁହାଯାଉଛି, ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ଗାଁକୁ ଗାଁ ବୁଲି ନିଜର ଉପସ୍ଥିତି ଜାହିର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରୁଛନ୍ତି। ଟାର୍ଗେଟରେ ରହୁଛନ୍ତି ଆଦିବାସୀ। ତା’ହେଲେ କଣ କୌଣସି ରାଜନୈତିକ ଛତ୍ରଛାୟାରେ ଚାଲିଛି […]

Manas-Das

Manas-Das

Manoranjan Sial
  • Published: Saturday, 28 August 2021
  • Updated: 28 August 2021, 05:31 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଭୁବନେଶ୍ୱରଠାରୁ ଅଳ୍ପ ଦୂରରେ ତାଲିବାନୀ ଷ୍ଟାଇଲ୍‌ରେ ଅପରାଧ ଭିଆଉଥିବା ମାନବବାଦ ସଂଗଠନର ମୁଖିଆ କିଏ ? କୁହାଯାଉଛି ମାନସ ଦାସ ହେଉଛନ୍ତି ମାନବବାଦ ସଙ୍ଗଠନର ମୁଖ୍ୟ। ଯାହାଙ୍କୁ ଗୁରୁଜୀ ବୋଲି ସମ୍ବୋଧନ କରିଥାନ୍ତି ସଙ୍ଗଠନ ସଦସ୍ୟ। କୁହାଯାଉଛି, ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ଗାଁକୁ ଗାଁ ବୁଲି ନିଜର ଉପସ୍ଥିତି ଜାହିର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରୁଛନ୍ତି। ଟାର୍ଗେଟରେ ରହୁଛନ୍ତି ଆଦିବାସୀ। ତା’ହେଲେ କଣ କୌଣସି ରାଜନୈତିକ ଛତ୍ରଛାୟାରେ ଚାଲିଛି କି ଏହି ସଂଗଠନ?

ଏସବୁ ଭିତରେ ସାମ୍ନାକୁ ଆସିଛି ମାନସ ଦାସଙ୍କ ଏକ ଭିଡ଼ିଓ। ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖାଯାଉଛି ମାନସ ଦାସଙ୍କ ସପକ୍ଷରେ ତାଙ୍କ ଅନୁଗାମୀମାନେ ବିଶାଳ ରାଲି କରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ସଙ୍ଗଠନର ସଦସ୍ୟମାନେ ଭିଡ ଜମାଇଛନ୍ତି। ଏପରିକି ସେ ଗାଡିରୁ ଓହ୍ଲାଇବା ରାସ୍ତାରେ ଚାଲି ଚାଲି ଯାଇଥିବା ବେଳେ ଅନୁଗାମୀମାନେ ଫୁଲ ବିଛାଇ ତାଙ୍କୁ ସ୍ୱାଗତ କରୁଛନ୍ତି। ତେବେ ଏହି ଭିଡିଓ କେଉଁ ସମୟର ତାହା ସ୍ପଷ୍ଟ ହୋଇପାରିନାହିଁ।

ସେପଟେ ଏହି ମାନବବାଦ ସଙ୍ଗଠନର ଫିଟୁଛି ଗୁମର। ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସଙ୍କ ବିରୋଧରେ ରହିଛି ଅଭିଯୋଗର ଲମ୍ବା ତାଲିକା। ଗତକାଲିର ଏହି ଘଟଣା ପରେ ମାନବବାଦ ସଙ୍ଗଠନ ଦ୍ୱାରା ଅତ୍ୟାଚାରର ଶିକାର ହୋଇଥିବା ଅନ୍ୟ କିଛି ଲୋକେ ମଧ୍ୟ ସାମ୍ନାକୁ ଆସିଛନ୍ତି। ସେମାନଙ୍କୁ ମଧ୍ୟ ବିଭିନ୍ନ ସମୟରେ କିଛି ଲୋକେ ଅତ୍ୟାଚାର ଓ ନିର୍ଯାତନା ଦେବା କଥା ଅଭିଯୋଗ କରିଛନ୍ତି। ଗୁରୁଜୀଙ୍କ ଇଙ୍ଗିତରେ ସେମାନେ ହମଲା କରୁଥିବା କହିଛନ୍ତି। ସଙ୍ଗଠନ ମୁଖ୍ୟ ମାନସ ଦାସ ହିଁ ଗୁରୁଜୀ ବୋଲି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି କହିଛନ୍ତି।

ସେହିପରି କଡ଼ବ ଗାଁରେ ବାପ-ପୁଅଙ୍କୁ ଆକ୍ରମଣ ଘଟଣାରେ ପୁଲିସ ତନାଘନା ଆରମ୍ଭ କରିଛି। ଖୋର୍ଦ୍ଧା ପୁଲିସ ଉଭୟ ବାପ-ପୁଅଙ୍କୁ ପଚରାଉଚରା କରିଛନ୍ତି। ଗତକାଲି ଉଭୟ ବାପପୁଅଙ୍କୁ ମାଡ଼ ମାରାଯାଇଥିବା ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ଆଜି ବେଗୁନିଆ ଥାନାରେ ଏତଲା ଦେଇଥିଲେ ଆକ୍ରମଣର ଶିକାର ବ୍ୟକ୍ତି। ଥାନାରେ ୭ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ ଆକ୍ରମଣର ଶିକାର ମାଗୁଣି ନାୟକ।

ସୂଚନାରୁ ପ୍ରକାଶ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍‌ କଡବ ଗାଁର ମାଗୁଣୀ ନାୟକ ଓ ତାଙ୍କ ପୁଅଙ୍କୁ କୋଠ ଘର ଭିତରେ ପୂରାଇ ଆଣ୍ଠୁମାଡ଼ି ବସାଇ ଦିଆଯାଇଥିଲା। ପରେ ସେମାନଙ୍କ ଦେହରୁ ସମସ୍ତ ଲୁଗା ଖୋଲିଦେଲେ। ତା’ପରେ ନିର୍ଘାତିଆ ଯେମିତି ପାରିଲେ, ସେମିତି ପିଟି ଚାଲିଲେ। ଚେତା ହରାଇ ତଳେ ପଡ଼ି ଯିବା ପରେ ପାଣି ଛାଡ଼ି ପୁଣି ପିଟୁଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଯାହା ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଏହି ଭିଡିଓ ଭାଇରାଲ୍‌ ହେବା ପରେ ସାମ୍ନାକୁ ଆସିଥିଲା ମାନବାଦ ସଙ୍ଗଠନର ନାଁ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ସଙ୍ଗଠନ ନିଜର ଅସ୍ତିତ୍ୱ ବିସ୍ତାର କରିବା ପାଇଁ ଏପରି କାଣ୍ଡ ଭିଆଉଥିବା ଅଭିଯୋଗ ହୋଇଥିଲା।

ସେପଟେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାନସ ଦାସ। ସେ କହିଛନ୍ତି, ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି। ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ମାନସ ଦାସ କହିଛନ୍ତି, ଜାଣିଶୁଣି ତାଙ୍କ ନାଁରେ ମିଥ୍ୟା ଅଭିଯୋଗ କରାଯାଉଛି। ଏପରିକି ତାଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ଭରିରହିଥିବା କହିଛନ୍ତି ମାନସ ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story