ଯୁବ ବିଜେଡି: କିଏ କେଉଁ ଜିଲ୍ଲାର ସଭାପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଯୁବ ବିଜେଡିର ପୁନର୍ଗଠନ ହୋଇଛି। ଦଳ କାହାରିକୁ ଯୁବ ବିଜେଡି ସଭାପତି ଭାବେ ଅବସ୍ଥାପିତ କରିନଥିବାବେଳେ ୧୦୯ଜଣିଆ ରାଜ୍ୟ କମିଟି ଓ ୩୪ଜଣିଆ ଜିଲ୍ଲା ସଭାପତି ଟିମ୍ ଘୋଷଣା କରିଛି। ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ, ବାଲେଶ୍ୱର ଓ ଜଗତସିଂହପୁରକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାରେ ଯୁବ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଯାଜପୁର-ପ୍ରତାପ ମହାନ୍ତି, ସୋନପୁର-ଅଶୋକ ନନ୍ଦ,କଳାହାଣ୍ଡି-ଆଦିତ୍ୟ ନନ୍ଦ, କୋରାପୁଟ-ଅମିତ ଅଗ୍ରୱାଲ,ସୁନ୍ଦରଗଡ଼-ଦେବେନ୍ଦ୍ର ପ୍ରସାଦ ମଶଝୀ, ରାଉରକେଲା-ସୁମନ ବାଗେ, ଝାରସୁଗୁଡ଼ା-ପ୍ରଶାନ୍ତ କୁମାର ଜେନା, […]

A-JITTERY-BJD-OFFERS-PARTY-POSTS-TO-PEOPLE-WHO-WERE-DENIED-TICKETS

Tapas Behera
  • Published: Wednesday, 23 September 2020
  • Updated: 23 September 2020, 09:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଯୁବ ବିଜେଡିର ପୁନର୍ଗଠନ ହୋଇଛି। ଦଳ କାହାରିକୁ ଯୁବ ବିଜେଡି ସଭାପତି ଭାବେ ଅବସ୍ଥାପିତ କରିନଥିବାବେଳେ ୧୦୯ଜଣିଆ ରାଜ୍ୟ କମିଟି ଓ ୩୪ଜଣିଆ ଜିଲ୍ଲା ସଭାପତି ଟିମ୍ ଘୋଷଣା କରିଛି।

ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ, ବାଲେଶ୍ୱର ଓ ଜଗତସିଂହପୁରକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାରେ ଯୁବ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଯାଜପୁର-ପ୍ରତାପ ମହାନ୍ତି, ସୋନପୁର-ଅଶୋକ ନନ୍ଦ,କଳାହାଣ୍ଡି-ଆଦିତ୍ୟ ନନ୍ଦ, କୋରାପୁଟ-ଅମିତ ଅଗ୍ରୱାଲ,ସୁନ୍ଦରଗଡ଼-ଦେବେନ୍ଦ୍ର ପ୍ରସାଦ ମଶଝୀ, ରାଉରକେଲା-ସୁମନ ବାଗେ, ଝାରସୁଗୁଡ଼ା-ପ୍ରଶାନ୍ତ କୁମାର ଜେନା, ଗଜପତି- ଏସ.ଲିଙ୍ଗାରାଜୁ, ମୟୂରଭଞ୍ଜ(୧)- ଅରୁଣ ବରାଡ଼, ମୟୂରଭଞ୍ଜ(୨)- ଅଭିଷେକ ପଟ୍ଟନାୟକ, ଭଦ୍ରକ-ମୁକୁନ୍ଦ ଦେବ ସାମଲ, ମାଲକାନଗିରି-ଅଦମା ରବା, ବ୍ରହ୍ମପୁର-ଅଜିତ୍ କୁମାର ପଣ୍ଡା, ଦେବଗଡ଼-ପ୍ରତାପ କୁମାର ଦେବ,ଢେଙ୍କାନାଳ-ଧର୍ମାନନ୍ଦ ପରିଡ଼ା, ଅନୁଗୁଳ-ଦୀନେଶ ପ୍ରଧାନ, ଖୋର୍ଦ୍ଧା-ରାଜେଶ କୁମାର ପରିଡ଼ା, ବୌଦ୍ଧ-ମୃତ୍ୟୁଞ୍ଜୟ ମିଶ୍ର, ବଲାଙ୍ଗିର-ରାଜେନ୍ଦ୍ର ପ୍ରସାଦ ହୋତା, ନୂଆପଡ଼ା-ହରିଶ ଚନ୍ଦ୍ର ପଣ୍ଡା, କେନ୍ଦୁଝର-ରାକେଶ ରାମ, ପୁରୀ-ନାରାୟଣ ସ୍ୱାଇଁ, ନୟାଗଡ଼-ରମେଶ ଚନ୍ଦ୍ର ସାହୁ, ବରଗଡ଼-ପ୍ରଦ୍ୟୁମ୍ନ ତ୍ରିପାଠୀ, ସମ୍ବଲପୁର-ଲକ୍ଷ୍ମୀପ୍ରସାଦ ମହାପାତ୍ର,କନ୍ଧମାଳ-ବିଷ୍ଣୁଚରଣ ମଲ୍ଲିକ,ରାୟଗଡ଼ା-ଦେବାଶୀଷ ଖାଡ଼େଙ୍ଗା, ନବରଙ୍ଗପୁର-ଶିବାନନ୍ଦ ବିଶୋୟୀ,ଭୁବନେଶ୍ୱର- ସମରେଶ ବେଉରା, ଗଞ୍ଜାମ-ଲକ୍ଷ୍ମଣ ଚୌଧୁରୀ, କେନ୍ଦ୍ରାପଡ଼ା-ରାଜେଶ ଦାସ,କଟକ ସହର-ମଞ୍ଜିତ ଦାସ, କଟକ-ସ୍ମୃତିରଞ୍ଜନ ନାୟକ ଓ କଟକର କାର୍ଯ୍ୟକାରୀ ସଭାପତି ଭାବେ ସିଦ୍ଧାର୍ଥ ରାୟଙ୍କୁ ନିଯୁକ୍ତି ମିଳିଛି।

ସେହିପରି ଯୁବ ବିଜେଡି ଉପସଭାପତି ଭାବେ ଛବି ମହାଳି, ସୋଫିଆ ଆଲମ, ମାନଭଞ୍ଜନ ବେହେରା, ସୁନୀଲ କୁମାର ମହାନ୍ତି, ସୌମ୍ୟଶଙ୍କର ଚକ୍ର, ମଣ୍ଟୁ ନାୟକ, ସୁଜିତ୍ ପ୍ରସାଦ ଦ୍ୱିବେଦୀ, ଶୁଭାଶୀଷ ଖୁଣ୍ଟିଆ, ସୁନୀଲ ପଣ୍ଡା ଓ ଭବାନୀ ଶଙ୍କର ଦାସଙ୍କୁ ଥଇଥାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story