ଭାଟିକାନ ସିଟିରେ ମୁଖ୍ୟମନ୍ତ୍ରୀଙ୍କ ସହ ମହିଳା ଜଣକ କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଗସ୍ତର ତୃତୀୟ ଦିନରେ ଭାଟିକାନସିଟିର ‘ଜେନେରାଲ ଅଡିଏନ୍ସ’ କାର୍ଯ୍ୟକ୍ରମରେ ସାମିଲ ହୋଇ କ୍ୟାଥେଲିକ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କୁ ସାକ୍ଷାତ କରିବା ପଛରେ କ’ଣ ରହସ୍ୟ ରହିଛି ତାକୁ ନେଇ ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଛି । ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେଂଟ୍ ପିଟର୍ସ ସ୍କୋୟାରରେ ଟାଣଖରାରେ ୪୦ମିନିଟ୍ ଧରି ଅପେକ୍ଷା କରିବା ପରେ ସାଧାରଣ ଜନତାଙ୍କ ଭଳି ଧାଡ଼ିରେ ଛିଡ଼ା ହୋଇ ନିଜ ବ୍ୟକ୍ତିଗତ ସଚିବ ଭିକେ […]

Naveen

Naveen

Ordigital Desk
  • Published: Thursday, 23 June 2022
  • Updated: 23 June 2022, 09:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଗସ୍ତର ତୃତୀୟ ଦିନରେ ଭାଟିକାନସିଟିର ‘ଜେନେରାଲ ଅଡିଏନ୍ସ’ କାର୍ଯ୍ୟକ୍ରମରେ ସାମିଲ ହୋଇ କ୍ୟାଥେଲିକ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କୁ ସାକ୍ଷାତ କରିବା ପଛରେ କ’ଣ ରହସ୍ୟ ରହିଛି ତାକୁ ନେଇ ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଛି । ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେଂଟ୍ ପିଟର୍ସ ସ୍କୋୟାରରେ ଟାଣଖରାରେ ୪୦ମିନିଟ୍ ଧରି ଅପେକ୍ଷା କରିବା ପରେ ସାଧାରଣ ଜନତାଙ୍କ ଭଳି ଧାଡ଼ିରେ ଛିଡ଼ା ହୋଇ ନିଜ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ ଅନ୍ୟଜଣେ ମହିଳାଙ୍କ ସହ ମିଶି ମାତ୍ର ୫୬ ସେକେଣ୍ଡ ପାଇଁ ପୋପ୍ ଫ୍ରାନ୍ସିସଙ୍କୁ ଭେଟିଥିଲେ । ତେବେ ଏହି ମହିଳାଜଣକ କିଏ ଓ ମୁଖ୍ୟମନ୍ତ୍ରୀଙ୍କ ସହ କ’ଣ ତାଙ୍କର ସମ୍ପର୍କ ଏବଂ ପୋପଙ୍କୁ ଭେଟିବାବେଳେ ସେ କାହିଁକି ଛାଇ ଭଳି ରହିଥିଲେ ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି ।

[caption id="attachment_744130" align="aligncenter" width="650"]Naveen ପୋପଙ୍କୁ ସାକ୍ଷାତ କରିବାକୁ ଖରାରେ ୪୦ ମିନିଟ୍ ବସିଲେ ମୁଖ୍ୟମନ୍ତ୍ରୀ[/caption]

ମିଳିଥିବା ସୂଚନା ଅନୁସାରେ, ପୋପ୍ ଫ୍ରାନ୍ସିସଙ୍କୁ ଭେଟିବାକୁ ବୁଧବାର ସେଂଟ ପିଟର୍ସ ସ୍କୋୟାରରେ ପ୍ରାୟ ୯ଟା ୧୫ମିନିଟରୁ ୧୦ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟାଣ ଖରାରେ ସ୍ୱତନ୍ତ୍ର ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ ଚେୟାର(ମାଗଣା କିନ୍ତୁ ଟିକେଟ୍ ବୁକିଂ କରିବାକୁ ପଡ଼େ)ରେ ଅପେକ୍ଷା କରି ରହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଝିରେ ବସିଥିବାବେଳେ ତାଙ୍କ ଡାହାଣ ପାଶ୍ୱର୍ରେ ଶ୍ରୀ ପାଣ୍ଡିଆନ ଓ ବାମପାଶ୍ୱର୍ରେ ସମ୍ପୃକ୍ତ ମହିଳାଜଣକ ବସିଥିଲେ । ଖୋଲା ଆକାଶତଳେ ଟାଣଖରାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ପ୍ରଥମଥର ପାଇଁ ଏତେ ସମୟ ବସି ରହିଥିବା ଦେଖିବାକୁ ମିଳିଥିଲା । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟାଣ ଖରାରୁ ଆଶ୍ୱସ୍ତି ଦେବା ପାଇଁ ତାଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ହାତରେ ପେପର ହଲାଇ ପବନ କରାଉଥିଲେ। ମାତ୍ର ଟାଣ ଖରାରେ ତାହା ବିଶେଷ ଫଳପ୍ରଦ ନହେବାରୁ ଏକ ଟୋପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପିନ୍ଧିବାକୁ ଦିଆଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସମୟରେ ନଜର ଆସିଥିବା ସମ୍ପୃକ୍ତ ମହିଳାଜଣକ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ଝିଅ ଗାୟତ୍ରୀ ବୋଲି ଚର୍ଚ୍ଚା ହେଉଛି । ମାତ୍ର ସମ୍ପୃକ୍ତ ମହିଳାଜଣକ ଗାୟତ୍ରୀ ନୁହଁନ୍ତି ଅନ୍ୟ କେହି ବୋଲି ତାଙ୍କୁ ଜାଣିଥିବା ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି । ଅନ୍ୟ ଏକ ସୂତ୍ର ଅନୁସାରେ ସମ୍ପୃକ୍ତ ମହିଳା ଜଣେ ଭାରତୀୟ । ରୋମରେ ସେ ଏକ ପ୍ରତିଷ୍ଠିତ ସଂସ୍ଥାରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ମାଧ୍ୟମରେ ପୋପଙ୍କ ସହ ସାକ୍ଷାତର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ବୋଲି ଶୁଣିବାକୁ ମିଳୁଛି ।

ମାତ୍ର ଏବେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସରକାରୀ ଗସ୍ତରେ ରୋମକୁ ଯାଇଥିବାବେଳେ ପୋପ୍ ଫ୍ରାନ୍ସିସଙ୍କ ସହ ତାଙ୍କର ସାକ୍ଷାତକୁ କାହିଁକି ସରକାରୀ ଭାବେ ସ୍ଥିରୀକୃତ କରାଗଲାନି? ପ୍ରାୟ ଦେଢ଼ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ରୋମ ଗସ୍ତକୁ ସରକାରୀ ଭାବେ ଚୂଡ଼ାନ୍ତ କରାଯାଇଥିବା ସତ୍ତ୍ୱେ ୭୬ବର୍ଷ ବୟସ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କାହିଁକି ଦୀର୍ଘ ୪୦ମିନିଟରୁ ଅଧିକ ସମୟ ଟାଣଖରାରେ ବସିବାକୁ ଦିଆଗଲା? ପୋପ୍ ଫ୍ରାନ୍ସିସ ଓ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପାଇଁ ‘ଜେନେରାଲ ଅଡିଏନ୍ସ’ କାର୍ଯ୍ୟକ୍ରମକୁ କାହିଁକି ଓ କିଏ ଚୟନ କରିଥିଲେ? ପୋପଙ୍କ ସହ ଗୋଟିଏ ମିନିଟରୁ କମ୍ ସମୟର ସାକ୍ଷାତରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ଓଡ଼ିଶାବାସୀଙ୍କୁ କ’ଣ ଫାଇଦା ମିଳିିଲା, ତାକୁ ନେଇ ଏବେ ନାନାଦି ଚର୍ଚ୍ଚା ଲାଗି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story