କିଏ ସେହି ନୟାଗଡ଼ ନେତା? ଯାହାଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲା ଅର୍ଚ୍ଚନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଏ ସେ ନୟାଗଡ଼ର ନେତା ଓ ବ୍ୟବସାୟୀ? ଯାହାଙ୍କୁ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ ବ୍ଲାକ୍‌ମେଲ୍‌ କରୁଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜସିଟ୍‌ରୁ ଏପରି ତଥ୍ୟ ମିଳିଥିବା କଳ୍ପନା ଜଳ୍ପନା ହେଉଛି। ହନିଟ୍ରାପ୍‌ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭୁବନେଶ୍ୱରର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଦାଖଲ କରିଥିଲା। ଯେଉଁଥିରେ ରହିଛି ସାଂଘାତିକ ତଥ୍ୟ। ଚାର୍ଜସିଟରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାକୁ ବ୍ୟବହାର କରି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍‌ କରୁଥିଲା […]

Archana

Archana

Manoranjan Sial
  • Published: Thursday, 12 January 2023
  • Updated: 12 January 2023, 06:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଏ ସେ ନୟାଗଡ଼ର ନେତା ଓ ବ୍ୟବସାୟୀ? ଯାହାଙ୍କୁ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ ବ୍ଲାକ୍‌ମେଲ୍‌ କରୁଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜସିଟ୍‌ରୁ ଏପରି ତଥ୍ୟ ମିଳିଥିବା କଳ୍ପନା ଜଳ୍ପନା ହେଉଛି।

ହନିଟ୍ରାପ୍‌ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭୁବନେଶ୍ୱରର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଦାଖଲ କରିଥିଲା। ଯେଉଁଥିରେ ରହିଛି ସାଂଘାତିକ ତଥ୍ୟ। ଚାର୍ଜସିଟରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାକୁ ବ୍ୟବହାର କରି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍‌ କରୁଥିଲା ଅର୍ଚ୍ଚନା! ଅକ୍ଷୟ ପରିଜାଙ୍କ ସହିତ ଆଉ ଜଣକୁ ମଧ୍ୟ ଅର୍ଚ୍ଚନା ବ୍ଲାକମେଲ୍‌ କରୁଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ସେହି ବ୍ୟକ୍ତି ଜଣକ ନୟାଗଡ଼ର ଜଣେ ନେତା ଓ ବ୍ୟବସାୟୀ ବୋଲି ଚାର୍ଜସିଟରେ ଲେଖା ହୋଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି, କିଏ ସେହି ନୟାଗଡ଼ର ନେତା? ଯାହାଙ୍କୁ ବ୍ଲାକମେଲ୍‌ କରୁଥିଲା ଅର୍ଚ୍ଚନା ନାଗ। ସେହି ନେତା ଜଣକ କିଏ? ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ମିଳିମିଶି ବଡ଼ବଡ଼ଇାଙ୍କୁ ବ୍ଲାକମେଲ୍ କରୁଥିଲେ ବୋଲି ଉଲ୍ଲେଖ ଚାର୍ଜସିଟ୍‌ରେ କରିଛି ଇଡି। ଆଶଙ୍କା କରୁଛି, ଅର୍ଚ୍ଚନାର ଟଙ୍କା କାରବାର ଚେର ବିଦେଶକୁ ମଧ୍ୟ ଲମ୍ବି ଥାଇପାରେ। ତେଣୁ ଅଧିକ ତଦନ୍ତ ପାଇଁ କୋର୍ଟଙ୍କ ଅନୁମତି ମାଗିଛି। ଜବତ ହୋଇଥିବା ଅଭିଯୁକ୍ତଙ୍କ ସଂପତ୍ତିକୁ ବ୍ୟାଜ୍ୟାପ୍ତି କରିବାକୁ ମଧ୍ୟ ଇଡି କୋର୍ଟଙ୍କ ଅନୁମତି ମାଗିଛି।

ଅନ୍ୟପକ୍ଷରେ ଶ୍ରଦ୍ଧାଞ୍ଜଳିଙ୍କୁ ହୋଇଛି ସମନ। ଆସନ୍ତା ୨୪ ତାରିଖରେ ବ୍ୟକ୍ତିଗତ ହାଜର ହେବା ପାଇଁ ଇଡି ସମନ୍‌ କରିଛି। ସେହି ଦିନ ସମସ୍ତ ଅଭିଯୁକ୍ତଙ୍କ ହାଜିରା ତାରିଖ ଥିବାରୁ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଜର ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story