ଶର୍ମିଷ୍ଠାଙ୍କୁ ସାହା ନବୀନ, ଅମୀୟଙ୍କ ଆଶ୍ୱାସନା ପକେଟ ଭୋଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନ ଅର୍ଥାତ୍‌ ୨୯ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ବାଲେଶ୍ୱର,ମୟୂରଭଞ୍ଜ,ଯାଜପୁର,ଜଗତସିଂହପୁର ଓ ଭଦ୍ରକ ଲୋକସଭା ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ରହିଛି ଯାଜପୁର ପରି ଏକ ସମ୍ୱେଦନଶୀଳ ଲୋକସଭା ନିର୍ବାଚନ ମଣ୍ଡଳୀ। ବଡ଼ଚଣା,ଧର୍ମଶାଳା,ବରି,ଯାଜପୁର,ବିଞ୍ଝାରପୁର,କୋରେଇ ଓ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଯାଜପୁର ଲୋକସଭା ଆସନ ଗଠିତ । ଯଦି ଆମେ ଏହାର […]

jajpur

jajpur

Niharika Rout
  • Published: Saturday, 27 April 2019
  • Updated: 27 April 2019, 04:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନ ଅର୍ଥାତ୍‌ ୨୯ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ବାଲେଶ୍ୱର,ମୟୂରଭଞ୍ଜ,ଯାଜପୁର,ଜଗତସିଂହପୁର ଓ ଭଦ୍ରକ ଲୋକସଭା ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନରେ ମତଦାନ ହେବାକୁ ଯାଉଛି।

ଏହି ପର୍ଯ୍ୟାୟରେ ରହିଛି ଯାଜପୁର ପରି ଏକ ସମ୍ୱେଦନଶୀଳ ଲୋକସଭା ନିର୍ବାଚନ ମଣ୍ଡଳୀ। ବଡ଼ଚଣା,ଧର୍ମଶାଳା,ବରି,ଯାଜପୁର,ବିଞ୍ଝାରପୁର,କୋରେଇ ଓ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଯାଜପୁର ଲୋକସଭା ଆସନ ଗଠିତ । ଯଦି ଆମେ ଏହାର ରାଜନୈତିକ ଇତିହାସକୁ ଦେଖିବା, ତେବେ ଏଠିକା ଭୋଟର କଂଗ୍ରେସକୁ ୫ ଥର ଓ ଅଣକଂଗ୍ରେସକୁ ୧୧ ଥର ଶାସନ କ୍ଷମତା ଦେଇଛନ୍ତି। ଏଥର ଏହି ଆସନରୁ ବିଜେଡି ପ୍ରାର୍ଥୀ କରିଛି ଶର୍ମିଷ୍ଠା ସେଠୀଙ୍କୁ, ବିଜେପି ଅମୀୟକାନ୍ତ ମଲ୍ଲିକଙ୍କୁ ଏବଂ କଂଗ୍ରେସ ପ୍ରାର୍ଥୀ କରିଛି ମାନସ ଜେନାଙ୍କୁ।

ଏହି ନିର୍ବାଚନରେ ଯାଜପୁର ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ଉପକୂଳ ଓଡ଼ିଶାରେ ବିଜେଡିର ଗଡ଼ ଭାବେ ପରିଚିତ ଯାଜପୁର। ଯାଜପୁର ଲୋକସଭା ଆସନଟି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ । ପୂର୍ବରୁ ଏହି ଆସନରୁ ବିଜେଡି ରୀତା ତରାଇଙ୍କୁ ପ୍ରାର୍ଥୀ କରିଥିଲା। ପ୍ରାୟ ୩ ଲକ୍ଷ ଅଧିକ ଭୋଟରେ ସେ ଏହି ଆସନରୁ ଜିତିଥିଲେ। ହେଲେ ଦଳ ଏଥର ତାଙ୍କୁ ଟିକଟ ନ ଦେଇ ନୂଆ ମୁହଁ ଶର୍ମିଷ୍ଠାଙ୍କୁ ସାମ୍ନାକୁ ଆଣିଛି।

ରାଜ୍ୟ ଅର୍ଥ ବିଭାଗର ଉପ-ସଚିବ ଭାବେ କାର୍ଯ୍ୟ କରୁଥିଲେ ଶର୍ମିଷ୍ଠା। ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଦକ୍ଷତା ଓ ପରାକାଷ୍ଠା ସମସ୍ତେ ଜାଣନ୍ତି। ସେଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି। ଟିକଟ ପାଇବା ପରେ ଶର୍ମିଷ୍ଠା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ସାମିଲ ହୋଇଛନ୍ତି।

ସେହିପରି ବିଜେପି ଅମୀୟକାନ୍ତ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଅମୀୟ ରାଜନୀତିରେ ଜଣେ ପୁରୁଣା ଚେହେରା। ସେ ଲଗାତାର ତୃତୀୟ ଥର ପାଇଁ ସାଂସଦ ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ଦୁଃଖର କଥା ଏଯାବତ୍‌ ବିଜୟର ସ୍ୱାଦ ଚାଖି ପାରି ନାହାନ୍ତି। କଂଗ୍ରେସରେ ଥିବା ଅମୀୟ ୨୦୧୪ ନିର୍ବାଚନରେ ପଦ୍ମରେ ମିଶିଛନ୍ତି। ପଞ୍ଚାୟତ ନିର୍ବାଚନ ପରଠାରୁ ଯାଜପୁରରେ ବିଜେପିର ପ୍ରଭାବ ବଢିବାରେ ଲାଗିଛି। ତେଣୁ ଏପରି ପ୍ରଭାବ ରହିଲେ ବିଜେଡି ଦୁର୍ଗରେ ଶାସନ କରିବା ପାଇଁ ବିଜେପିକୁ ସହଜ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।

ସେହିପରି କଂଗ୍ରେସ ଏଠାରେ ସାଂସଦ ପ୍ରାର୍ଥୀ ଭାବରେ ମାନସ ଜେନାଙ୍କ ନାମକୁ ଘୋଷଣା କରିଛି। ୨୦୧୪ ନିର୍ବାଚନରେ ବିଜେଡି-କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ଏବଂ କଂଗ୍ରେସ ୨ୟ ସ୍ଥାନରେ ଥିଲା। ୧୯୮୪ ପରେ ୧୯୯୮ ମସିହା ନିର୍ବାଚନରେ ମଧ୍ୟ କଂଗ୍ରେସ ଏହି ଆସନରୁ ଜିତିଥିଲା। କିନ୍ତୁ ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ଦେଖିଲେ କଂଗ୍ରେସ ଏଠାରେ ବର୍ତ୍ତମାନ ସଂଘର୍ଷ କରୁଛି। ଏହି ଦୃଷ୍ଟିରୁ ମାନସ ଜେନାଙ୍କୁ ଏଠାରେ କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିପାରେ।

କହିବାକୁ ଗଲେ ଯାଜପୁର ଲୋକସଭା ପାଇଁ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ବିଜେଡିକୁ ନବୀନ ଭରସା ହୋଇଥିବାବେଳେ ମୋଦି ଲହର ବିଜେପି ପ୍ରାର୍ଥୀ ଅମୀୟଙ୍କୁ ସାହା ହୋଇଛି। ତାଛଡା ଅମୀୟଙ୍କର ଏଠାରେ ବ୍ୟକ୍ତିଗତ ଭୋଟ ବ୍ୟାଙ୍କ ରହିଥିବାରୁ ଏହା ଆଗାମୀ ଦିନରେ ବିଜେପିକୁ ବଳଶାଳୀ କରିବ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story