କରୋନା ଭ୍ୟାକସିନ୍‌ ଆସିଲେ କେଉଁମାନେ ପ୍ରଥମେ ନେବେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବେ ଆସିବ କରୋନା ଟିକା? କରୋନା ଯୋଦ୍ଧା ଓ ସାଧାରଣ ଜନତାଙ୍କୁ କେବେ ମିଳିବ ଭ୍ୟାକ୍‌ସିନ? ସେପଟେ ଭ୍ୟାକସିନ ଆସିଲେ ଏହାର କିଭଳି ସୁବଣ୍ଟନ ହେବ, ସେନେଇ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ଚାଲିଛି ପ୍ରସ୍ତୁତି। ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନଓ୍ୱାଡି କର୍ମୀଙ୍କ ଭଳି ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ ପ୍ରସ୍ତୁତ ପାଇଁ କେନ୍ଦ୍ର କହିବା ପରେ ରାଜ୍ୟ ସରକାର ସେହି କାମରେ ଲାଗିଛନ୍ତି। ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଭ୍ୟାକସିନ ପରିଚାଳନା ଓ ସମନ୍ୱୟ ଲାଗି […]

covid

covid

Manoranjan Sial
  • Published: Sunday, 01 November 2020
  • Updated: 01 November 2020, 07:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବେ ଆସିବ କରୋନା ଟିକା? କରୋନା ଯୋଦ୍ଧା ଓ ସାଧାରଣ ଜନତାଙ୍କୁ କେବେ ମିଳିବ ଭ୍ୟାକ୍‌ସିନ? ସେପଟେ ଭ୍ୟାକସିନ ଆସିଲେ ଏହାର କିଭଳି ସୁବଣ୍ଟନ ହେବ, ସେନେଇ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ଚାଲିଛି ପ୍ରସ୍ତୁତି। ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନଓ୍ୱାଡି କର୍ମୀଙ୍କ ଭଳି ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ ପ୍ରସ୍ତୁତ ପାଇଁ କେନ୍ଦ୍ର କହିବା ପରେ ରାଜ୍ୟ ସରକାର ସେହି କାମରେ ଲାଗିଛନ୍ତି। ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଭ୍ୟାକସିନ ପରିଚାଳନା ଓ ସମନ୍ୱୟ ଲାଗି ରାଜ୍ୟକୁ ଚିଠି ଲେଖିଛନ୍ତି।

ଏଥିରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଷ୍ଟେଟ ଷ୍ଟିୟରିଂ କମିଟି, ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟିୟରିଂ କମିଟି ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରିବା ସହ ଭିତ୍ତିଭୂମିର ତଦାରଖ କରିବ।

ସେହିପରି ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଭ୍ୟାକସିନ ବଣ୍ଟନର ମନିଟରିଂ କରିବ। ଆଉ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଜିଲ୍ଲାସ୍ତରରେ ଭ୍ୟାକସିନ ପ୍ରଦାନ ପରିଚାଳନା ନେଇ କାମ କରିବ। ଟର୍ମସ ଅଫ୍‌ ରେଫେରାନ୍ସରେ କେଉଁ କମିଟିର କାମ କଣ ରହିବ ତା’ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ଭ୍ୟାକସିନ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ, ପରେ ବିଭିନ୍ନ ବୟସ ବର୍ଗକୁ ପ୍ରଦାନ କରାଯିବ। ଏହି ପ୍ରକ୍ରିୟା ୧ ବର୍ଷ ଧରି ଚାଲିବ ବୋଲି କୁହାଯାଇଛି।

ସେପଟେ ରାଜ୍ୟରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। କିନ୍ତୁ ମୃତ୍ୟୁରେ ଲାଗୁନି ବ୍ରେକ। ଆଜି ରାଜ୍ୟରେ ୧୭୦୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁଣି ୧୧ ଜଣଙ୍କ ଜୀବନ ନେଇଛି କରୋନା। ସେପଟେ କରୋନା ସଂକ୍ରମଣ ଲାଗି ଶୀତ ଋତୁ ଅନୁକୂଳ ପରିବେଶ ସୃଷ୍ଟି କରୁଥିବାରୁ ଡିସେମ୍ବର-ଜାନୁଆରୀରେ ସେକଣ୍ଡ ୱେଭ ଆସିବାର ସମ୍ଭାବନା ରହିଛି। ତେଣେ ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ଡେଭଲପ୍‌ ହୋଇଥିବା ଜଣାପଡ଼ିବା ପରେ କଟକର ସ୍ଥିତି ଜାଣିବା ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସେରୋ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ୨୫ଟି ଓ୍ୱାର୍ଡରେ ଓ ପ୍ରତି ଓ୍ୱାର୍ଡରୁ ୭୦ ଜଣଙ୍କ ସାମ୍ପଲ ନେଇ ସର୍ଭେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story