ଉପନିର୍ବାଚନରେ କିଏ କରିବ ବାଜିମାତ, ଆସନ୍ତାକାଲି ଗଣତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୨ତାରିଖରେ ଅନୁଷ୍ଠିତ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟଗଣତି ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାଲେଶ୍ୱର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓ ତିର୍ତ୍ତୋଲ ପାଇଁ ଏସଭିଏମ୍ କଲେଜ ପରିସରରେ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ। ଇଭିଏମ୍ ଓ ଭିଭିପ୍ୟାଟ୍ ଗଣତି ପାଇଁ ୭ଟି ଲେଖାଏଁ ଟେବୁଲ ଓ ପୋଷ୍ଟାଲ ବାଲାଟ୍ ଗଣତି ପାଇଁ ଗୋଟିଏ ଟେବୁଲ ପ୍ରସ୍ତୁତ ରଖାଯାଇଛି ବୋଲି ରାଜ୍ୟ […]

election

election

Manoranjan Sial
  • Published: Monday, 09 November 2020
  • Updated: 09 November 2020, 08:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୨ତାରିଖରେ ଅନୁଷ୍ଠିତ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟଗଣତି ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାଲେଶ୍ୱର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓ ତିର୍ତ୍ତୋଲ ପାଇଁ ଏସଭିଏମ୍ କଲେଜ ପରିସରରେ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ। ଇଭିଏମ୍ ଓ ଭିଭିପ୍ୟାଟ୍ ଗଣତି ପାଇଁ ୭ଟି ଲେଖାଏଁ ଟେବୁଲ ଓ ପୋଷ୍ଟାଲ ବାଲାଟ୍ ଗଣତି ପାଇଁ ଗୋଟିଏ ଟେବୁଲ ପ୍ରସ୍ତୁତ ରଖାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ୩ଜଣ ଅତିରିକ୍ତ ସହକାରୀ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ଜଣ ଅତିରିକ୍ତ ସହକାରୀ ରିଟର୍ଣ୍ଣିଂ ଅଫିସରଙ୍କୁ ଭୋଟଗଣତି କାର୍ଯ୍ୟ ନିମନ୍ତେ ନିଯୁକ୍ତି କରାଯାଇଛି। ସର୍ବପ୍ରଥମେ ପୋଷ୍ଟାଲ ବାଲାଟ୍ ଭୋଟ ଗଣତି ହେବ ଓ ଏହାର ଅଧଘଣ୍ଟା ପରେ ଇଭିଏମ୍ ଭୋଟ ଗଣତି କରାଯିବ। ପ୍ରତି ଭୋଟଗଣତି ଟେବୁଲରେ ୩ଜଣ ଯଥା-ଜଣେ କାଉଟିଂ ଆସିଷ୍ଟାଣ୍ଟ, ଜଣେ କାଉଣ୍ଟିଂ ସୁପରଭାଇଜର ଓ ଜଣେ ମାଇକ୍ରୋଅବଜରଭର ରହିବେ। ଉଭୟ ନିର୍ବାଚନମଣ୍ଡଳୀରେ ମୋଟ ୧୧୦ଜଣ କାଉଣ୍ଟିଂ କର୍ମଚାରୀ ଓ ୫୭ଜଣ ମାଇକ୍ରୋ ଅବଜରଭର ଭୋଟଗଣତି କାର୍ଯ୍ୟରେ ନିୟୋଜିତ ହେବେ।

ତିର୍ତ୍ତୋଲରେ ୩୭୩ଟି ବୁଥ ଓ ବାଲେଶ୍ୱରରେ ୩୪୬ଟି ବୁଥରେ ମତଦାନ ହୋଇଥିବାବେଳେ କୋଭିଡ୍ କଟକଣା ଓ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଏଥର କାଉଣ୍ଟିଂ ଏଜେଣ୍ଟମାନଙ୍କ ପାଇଁ ପ୍ରତି ରାଉଣ୍ଡର ଫଳାଫଳ ଜାଣିବା ନିମନ୍ତେ ପ୍ରତି ଭୋଟ ଗଣତି ଟେବୁଲ ନିକଟରେ ଏକ ବଡ଼ ସ୍କ୍ରିନ୍ ବ୍ୟବସ୍ଥା କରାଯାଇଛି। କୋଭିଡ୍ ଗାଇଡଲାଇନ୍ ପାଳନ କରି ଭୋଟଗଣତି କାର୍ଯ୍ୟ କରାଯିବ।
ଭୋଟଗଣତି ଶେଷରେ ଯେକୌଣସି ୫ଟି ବୁଥର ଭିଭିପ୍ୟାଟ୍ ଥିବା ପେପର ସ୍ଲିପଗୁଡ଼ିକରେ ଗଣତି କରାଯିବ ବୋଲି ସିଇଓ ଶ୍ରୀ ଲୋହାନୀ କହିଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ୱର ଆସନରେ ୬ଜଣ ପ୍ରାର୍ଥୀ ଓ ତିର୍ତ୍ତୋଲରେ ୯ଜଣ ପ୍ରାର୍ଥୀ ଥିବାବେଳେ ଉଭୟ ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଜଣାପଡ଼ିଛି। ବାଲେଶ୍ୱରରେ ୭୦.୬୯%  ଓ ତିର୍ତ୍ତୋଲରେ ୬୯.୬୬ ମତଦାନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story