ଷ୍ଟୋରେଜ ନିୟମରେ ସଂଶୋଧନ, ହୋଲ୍‌ସେଲର୍ ରଖି ପାରିବେନି ଅଧିକ ଆଳୁ, ପିଆଜ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପିଆଜ, ଆଳୁର ଅହେତୁକ ମୂଲ୍ୟବୃଦ୍ଧି ରୋକିବାକୁ ପଦକ୍ଷେପ ନେଇଛି ଯୋଗାଣ ବିଭାଗ । ଏଥିନିମନ୍ତେ ଷ୍ଟୋରେଜ ନିୟମରେ ସଂଶୋଧନ କରାଯାଇଛି। ନିୟମଠୁ ଅଧିକ ଆଳୁ, ପିଆଜ ମହଜୁଦ ରଖିଲେ ଚଢଉ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ନିୟମ ମୁତାବକ, ଭୁବନେଶ୍ୱରରେ ଜଣେ ହୋଲ୍‌ସେଲର୍ ୧ ହଜାର କୁଇଣ୍ଟାଲ ଆଳୁ ଓ ୨୫୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ । ସେହିପରି କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ୫ ଶହ କୁଇଣ୍ଟାଲ […]

onion-3

onion-3

Niharika Rout
  • Published: Friday, 27 December 2019
  • Updated: 27 December 2019, 08:45 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପିଆଜ, ଆଳୁର ଅହେତୁକ ମୂଲ୍ୟବୃଦ୍ଧି ରୋକିବାକୁ ପଦକ୍ଷେପ ନେଇଛି ଯୋଗାଣ ବିଭାଗ । ଏଥିନିମନ୍ତେ ଷ୍ଟୋରେଜ ନିୟମରେ ସଂଶୋଧନ କରାଯାଇଛି। ନିୟମଠୁ ଅଧିକ ଆଳୁ, ପିଆଜ ମହଜୁଦ ରଖିଲେ ଚଢଉ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।

ନିୟମ ମୁତାବକ, ଭୁବନେଶ୍ୱରରେ ଜଣେ ହୋଲ୍‌ସେଲର୍ ୧ ହଜାର କୁଇଣ୍ଟାଲ ଆଳୁ ଓ ୨୫୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ । ସେହିପରି କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ୫ ଶହ କୁଇଣ୍ଟାଲ ଆଳୁ ରଖିହେବ । ଅନ୍ୟ ସ୍ଥାନରେ ୩ଶହ କୁଇଣ୍ଟାଲ ଆଳୁ, ୧୫୦ କୁଇଣ୍ଟାଲ ପିଆଜ ରଖିପାରିବେ ହୋଲ୍‌ସେଲର୍ । ତେବେ ଏହି ୪ ସହରରେ ଖୁଚୁରା ବେପାରୀ ୪୦ କୁଇଣ୍ଟାଲ ଆଳୁ, ୨୦ କୁଇଣ୍ଟାଲ ପିଆଜ ରଖିପାରିବେ । ଅନ୍ୟ ସ୍ଥାନରେ ଖୁଚୁରା ବେପାରୀ ୧୫ କୁଇଣ୍ଟାଲ ଆଳୁ, ୮ କୁଇଣ୍ଟାଲ ପିଆଜ ରଖିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story