କାହିଁକି କୋଟିଆ ଉପରେ ନଜର ପକାଇଛି ଆନ୍ଧ୍ର ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀ ଆନ୍ଧ୍ରର କୂଟନୀତି କବ୍‌ଜାରେ କୋଟିଆ। ଆନ୍ଧ୍ର-ଓଡ଼ିଶା ସୀମା ଟଣାଭିଡ଼ା ଭିତରେ କୋଟିଆ ଏବେ ପାଲଟିଛି ରାଜନୈତିକ ପଶାପାଲିର ଗୋଟିା ହେଲେ କାହିଁକି କୋଟିଆକୁ ନେଇ ଏତେ ହଟଚମଟ? କେବେ ଲୋକଙ୍କୁ ନେତା ବନାଇବାର ମୋହ ଦେଇ ତ ଆଉ କେବେ ସରକାରୀ ସୁବିଧା ଯୋଗାଇ କୋଟିଆକୁ ହାତେଇବାକୁ ଷଡ଼ଯନ୍ତ୍ର କରୁଛି ଆନ୍ଧ୍ର । ହେଲେ କାହିଁକି? ଏମିତି ଅନେକ ପ୍ରଶ୍ନ ଆଉ ଆଶଙ୍କା ଭିତରେ ସାମ୍ନାକୁ ଆସିଛି କିଛି ସମ୍ଭାବ୍ୟ କାରଣା ମୂଳ […]

tgb

tgb

Tapas Behera
  • Published: Sunday, 07 February 2021
  • Updated: 07 February 2021, 08:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀ ଆନ୍ଧ୍ରର କୂଟନୀତି କବ୍‌ଜାରେ କୋଟିଆ। ଆନ୍ଧ୍ର-ଓଡ଼ିଶା ସୀମା ଟଣାଭିଡ଼ା ଭିତରେ କୋଟିଆ ଏବେ ପାଲଟିଛି ରାଜନୈତିକ ପଶାପାଲିର ଗୋଟିା ହେଲେ କାହିଁକି କୋଟିଆକୁ ନେଇ ଏତେ ହଟଚମଟ? କେବେ ଲୋକଙ୍କୁ ନେତା ବନାଇବାର ମୋହ ଦେଇ ତ ଆଉ କେବେ ସରକାରୀ ସୁବିଧା ଯୋଗାଇ କୋଟିଆକୁ ହାତେଇବାକୁ ଷଡ଼ଯନ୍ତ୍ର କରୁଛି ଆନ୍ଧ୍ର । ହେଲେ କାହିଁକି? ଏମିତି ଅନେକ ପ୍ରଶ୍ନ ଆଉ ଆଶଙ୍କା ଭିତରେ ସାମ୍ନାକୁ ଆସିଛି କିଛି ସମ୍ଭାବ୍ୟ କାରଣା ମୂଳ କାରଣ ହେଉଛି ସୌନ୍ଦର୍ଯ୍ୟଭରା କୋଟିଆ ଗ୍ରାମପୁଞ୍ଜର ଖଣିଜ ସମ୍ପଦା ସେଠାରେ ଯେଉଁ ପାହାଡ଼ ଅଛି ସ୍ଥାନୀୟ ଲୋକେ ତାକୁ ସୁନାର ପାହାଡ଼ ବୋଲି କହନ୍ତି ।

ଅର୍ଥାତ ଏଠି ରହିଛି ବହୁମୂଲ୍ୟ ପଥରା ଏପରିକି ସୁନା, ରୁପା ଭଳି ମୂଲ୍ୟବାନ ଧାତୁ ଥିବା ବି ବିଶ୍ୱାସ କରନ୍ତି ସ୍ଥାନୀୟ ଲୋକୋ । କୋଟିଆ ସମେତ ରାଲେଗାଡ଼ା, ନୂଆଗାଁ ଆଦି ଅଞ୍ଚଳରେ ୮ରୁ ୧୦ ପ୍ରକାରର ମୂଲ୍ୟବାନ ଖଣିଜ ସମ୍ପଦ ଥିବା ଲୋକେ କହିଛନ୍ତି । ସେସବୁକୁ ଲୁଟିବା ପାଇଁ ଆନ୍ଧ୍ର ଏଭଳି ମସୁଧା ଚଳାଇଥିବା ଅଭିଯୋଗ ହେଉଛି।

କୋଟିଆବାସୀ ଆନ୍ଧ୍ର ଆଡ଼କୁ ଢଳିବାର ଅନ୍ୟତମ କାରଣ ହେଉଛି ଏଠାକାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ରାଜନୈତିକ ଇଛାଶକ୍ତିର ଅଭାବ । ପ୍ରାଚୁର୍ଯ୍ୟଭରା କୋଟିଆ ଗ୍ରାମପୁଞ୍ଜର ଖଣିଜ ସମ୍ପଦକୁ ଓଡ଼ିଶା ସରକାର ନା ବିନିଯୋଗ କରୁଛନ୍ତି ନା ସାମାଜିକ ବିକାଶ କ୍ଷେତ୍ରରେ ଉଦ୍ୟମ କରୁଛନ୍ତି । କେବଳ ନିର୍ବାଚନ ଆସିଲେ ମନେପଡେ ଏହି ବଣପାହାଡ଼ ଘେରା ମଣିଷଙ୍କ କଥା। ଖାଲି ଯେ କୋଟିଆ ତାନୁହେଁ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖଣିଜ ସମ୍ପଦ ଭରପୂର ଥିଲେ ବି ସଠିକ୍ ବିନିଯୋଗ କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ ବିଜେପି । ସେପଟେ ଖଣି ଉପନିର୍ଦ୍ଦେଶକ କହିଛନ୍ତି, ସେଭଳି କିଛି ଖଣିଜ ସମ୍ପଦ ଯଦି ଥାଏ, ତେବେ ଅନୁଧ୍ୟାନ କରି ପଦପେକ୍ଷ ନିଆଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story