ବିଜେଡିର ଏବେ କଣ ହେଲା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ କୃଷି ବିଲକୁ ବିଜେଡିର ବିରୋଧ ପରେ ଦଳର କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ନେଇ ଜୋରଦାର୍ ଚର୍ଚ୍ଚା। ବଡ଼ ପ୍ରଶ୍ନ ହେଉଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିଠାରୁ ବିଜେଡି-ବିଜେପି ମଧ୍ୟରେ ମଧୁର ସଂପର୍କ ରହିଆସିଥିବାବେଳେ ହଠାତ୍ କାହିଁକି ଏ ତିକ୍ତତା ? ଏହା କେବଳ କୃଷି ବିଲ୍ ପର୍ଯ୍ୟନ୍ତ ସୀମିତ ନା ଷ୍ଟ୍ରାଟେଜିରେ କିଛି ପରିବର୍ତ୍ତନ କରିଛି ବିଜେଡି ? ପୁରା ପ୍ରସଙ୍ଗରେ କଂଗ୍ରେସ୍ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଥିବା ବେଳେ […]

bjp-1

bjp-1

Tapas Behera
  • Published: Monday, 21 September 2020
  • Updated: 21 September 2020, 07:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ କୃଷି ବିଲକୁ ବିଜେଡିର ବିରୋଧ ପରେ ଦଳର କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ନେଇ ଜୋରଦାର୍ ଚର୍ଚ୍ଚା। ବଡ଼ ପ୍ରଶ୍ନ ହେଉଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିଠାରୁ ବିଜେଡି-ବିଜେପି ମଧ୍ୟରେ ମଧୁର ସଂପର୍କ ରହିଆସିଥିବାବେଳେ ହଠାତ୍ କାହିଁକି ଏ ତିକ୍ତତା ? ଏହା କେବଳ କୃଷି ବିଲ୍ ପର୍ଯ୍ୟନ୍ତ ସୀମିତ ନା ଷ୍ଟ୍ରାଟେଜିରେ କିଛି ପରିବର୍ତ୍ତନ କରିଛି ବିଜେଡି ? ପୁରା ପ୍ରସଙ୍ଗରେ କଂଗ୍ରେସ୍ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଥିବା ବେଳେ ବିଜେପି କହିଛି ଭୋଟ୍ ପାଇଁ ବିଲକୁ  ବିରୋଧ କରିଛି ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାଠୁ ଆରମ୍ଭ କରି ସିଟିଜେନ୍ ଆମେଣ୍ଡମେଣ୍ଟ ବିଲ୍ ହେଉ କି ଧାରା-୩୭୦ ଉଛେଦ, ସବୁଥିରେ ବିଜେପିକୁ ସମର୍ଥନ ଦେଇଆସିଥିଲା ବିଜେଡି। ଏପରିକି ମୋଦି ସରକାର ବିରୋଧରେ ଦଳ ଖୋଲାଖୋଲି ମନ୍ତବ୍ୟ ବି ଦେଉ ନଥିଲା। ତେବେ ଏବେ କଣ ଦଳ, ତାର ଆଭିମୁଖ୍ୟ ବଦଳାଇଛି? ଯଦି ହଁ, କାହିଁକି? କୁହାଯାଉଛି ସିବିଆଇ ହଠାତ୍ ସକ୍ରିୟ ହୋଇ ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ରେଡ୍ କରିବା, ବିଜେଡି-ବିଜେପି ଏକ୍ ଭଳି ରହିବା ପରେ ବିଜେଡିରେ ସୃଷ୍ଟ ଅସନ୍ତୋଷକୁ ପ୍ରଶମିତ କରିବା, ଉପନିର୍ବାଚନ ପୂର୍ବରୁ ପରସ୍ପର ବିରୋଧୀ ବୋଲି ବାର୍ତ୍ତା ଦେବା ଖାଲି ସେତିକି ନୁହେଁ, କୃଷି ବିଲ୍କୁ ନେଇ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ମଧ୍ୟରେ ବିରୋଧାଭାଷ ଥିବାରୁ ଦଳ ବିଲକୁ  ବିରୋଧ କରିଥିବା ଚର୍ଚ୍ଚା ହେଉଛି ।

ଏପଟେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ୍-ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି। ରାଜ୍ୟସଭାରେ କୃଷି ବିଲ୍କୁ ବିରୋଧ ପରେ ଗତକାଲି ବିଜେପି-ବିଜେଡି ମୁହାଁମୁହିଁ ହୋଇଥିଲେ । ବିଜେପି ସାଂସଦ ସୁରେଶ ପୂଜାରୀ ଅଭିଯୋଗ କରିଥିଲେ ସିବିଆଇ ରେଡ୍ ହେବାରୁ ବିଜେଡି ବିଲ୍କୁ ବିରୋଧ କଲା। ବିଜେଡି ମାପିଚୁପି ଏହାର ଜବାବ ରଖିଥିଲା ତେବେ ଆଗକୁ ଏସବୁ ଘଟଣା କେଉଁ ମୋଡ଼ ନେଉଛି ତା ଉପରେ ସମସ୍ତଙ୍କର ରହିଛି ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story