‘ମହାବୀର’ ସହିତ ‘ସୁନ୍ଦରୀ’ର ଝଗଡ଼ା ହୋଇଛି କି?

ଅନୁଗୋଳ (ବିରଜା ଦାସ): ସାତକୋଶିଆରେ ଅଭୟାରଣ୍ୟରେ କାହିଁକି ବାଘୁଣୀ ‘ସୁନ୍ଦରୀ’ ହେଉଛି ହିଂସ୍ର? ମଣିଷ ମାରିଲା କାହିଁକି? ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଆସିଥିବା ମହାବଳ ‘ମହାବୀର’ର ‘ସୁନ୍ଦରୀ’ ସହିତ ଝଗଡ଼ା ହୋଇଛି କି? କାରଣ ପୂର୍ବରୁ ମହାବୀର ଓ ସାତକୋଶିଆ ଅନ୍ୟ ବାଘୁଣୀଙ୍କ ସହିତ ମିଳାମିଶା କରୁଥିବା ଦେଖିବାକୁ ମିଳିଥିଲା। ତେଣୁ ସେମାନେ ‘ସୁନ୍ଦରୀ’କୁ ତଡ଼ିଦେବା ପାଇଁ ଉଦ୍ୟମ କରିଥାଇପାରନ୍ତି। ଫଳରେ ସେ ହିଂସ୍ର ହୋଇ ଗ୍ରାମାଞ୍ଚଳରେ ପ୍ରବେଶ କରି ମଣିଷଙ୍କୁ ଟାଣି ନେଉଥିବା ଅଭିଯୋଗ ହେଉଛି।   ବାନ୍ଧବଗଡ଼ […]

Man-eater-Tigress-Sundari-to-be-shifted-back-to-Bandhabgarh

Manoranjan Sial
  • Published: Friday, 14 September 2018
  • Updated: 14 September 2018, 05:05 PM IST

Sports

Latest News

ଅନୁଗୋଳ (ବିରଜା ଦାସ): ସାତକୋଶିଆରେ ଅଭୟାରଣ୍ୟରେ କାହିଁକି ବାଘୁଣୀ ‘ସୁନ୍ଦରୀ’ ହେଉଛି ହିଂସ୍ର? ମଣିଷ ମାରିଲା କାହିଁକି? ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଆସିଥିବା ମହାବଳ ‘ମହାବୀର’ର ‘ସୁନ୍ଦରୀ’ ସହିତ ଝଗଡ଼ା ହୋଇଛି କି? କାରଣ ପୂର୍ବରୁ ମହାବୀର ଓ ସାତକୋଶିଆ ଅନ୍ୟ ବାଘୁଣୀଙ୍କ ସହିତ ମିଳାମିଶା କରୁଥିବା ଦେଖିବାକୁ ମିଳିଥିଲା। ତେଣୁ ସେମାନେ ‘ସୁନ୍ଦରୀ’କୁ ତଡ଼ିଦେବା ପାଇଁ ଉଦ୍ୟମ କରିଥାଇପାରନ୍ତି। ଫଳରେ ସେ ହିଂସ୍ର ହୋଇ ଗ୍ରାମାଞ୍ଚଳରେ ପ୍ରବେଶ କରି ମଣିଷଙ୍କୁ ଟାଣି ନେଉଥିବା ଅଭିଯୋଗ ହେଉଛି।
 
ବାନ୍ଧବଗଡ଼ ଅଭୟାରଣ୍ୟରେ ମାଆ ସହ ବିଚରଣ କରୁଥିଲା ‘ସୁନ୍ଦରୀ’। ଜଙ୍ଗଲ ଭିତରେ କେବେ ଏକାକୀ ଶିକାର କରିନଥିଲା। ତେବେ ସାତକୋଶିଆକୁ ଆସିବା ପରେ ‘ସୁନ୍ଦରୀ’ ନିଜେ ଶିକାର କରିବାରେ ବିଫଳ ହେଉଛି କି? ଏପରି ଅନେକ ପ୍ରଶ୍ନ ଏବେ ପରିବେଶବିତଙ୍କୁ ଚିନ୍ତାରେ ପକାଇ ଦେଇଛି।
 
ଦୁଇ ଦିନ ତଳେ ଜଣେ ମହିଳାଙ୍କୁ ମୃତ୍ୟୁ ହୋଇଥିଲା। ‘ସୁନ୍ଦରୀ’ ସମ୍ପୃକ୍ତ ମହିଳାଙ୍କୁ ଟାଣିନେଇ ମାରିଦେଇଥିବା ଅଭିଯୋଗ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଏପରିକି ବନ ବିଭାଗର ବିଟ ହାଉସ ପୋଡ଼ାଜଳା ମଧ୍ୟ କରିଥିଲେ। ଶେଷରେ ପ୍ରଶାସନଠାରୁ ସୁନ୍ଦରୀର ସ୍ଥାନାନ୍ତରଣର ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

https://www.youtube.com/watch?v=KZI5pEvjQXs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story