ପୌର ନିର୍ବାଚନ: ସରକାରଙ୍କ ତଣ୍ଟିରେ କଣ୍ଟା, ଗିଳି ପାରୁନାହାନ୍ତି କି କାଢ଼ି ପାରୁନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ବି ପୌରନିର୍ବାଚନ ପାଇଁ ମନ ବଳାଉନାହାନ୍ତି ସରକାର। ଏପରିକି ସୁପ୍ରିମକୋର୍ଟରୁ ଝଟ୍‌କା ଖାଇବା ପରେ ମଧ୍ୟ ସଂରକ୍ଷଣ ଓ ଓ୍ୱାର୍ଡ ପୁନର୍ଗଠନ କାମ ସାରିପାରୁନାହାନ୍ତି। ୫ ବର୍ଷର କାର୍ଯ୍ୟକାଳ ସରିବା ପରେ ସାନି ନିର୍ବାଚନ କରିବାର ନିୟମ ଥିଲେ ମଧ୍ୟ ସରକାରଙ୍କ ଅସହଯୋଗ ଯୋଗୁ ଏକ ପ୍ରକାର ହାତ ଟେକି ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର। ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ବିଧାନସଭାରେ ସଂଶୋଧନ ପ୍ରସ୍ତାବ ଆଣିବା […]

tip

tip

Tapas Behera
  • Published: Thursday, 08 August 2019
  • Updated: 08 August 2019, 07:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ବି ପୌରନିର୍ବାଚନ ପାଇଁ ମନ ବଳାଉନାହାନ୍ତି ସରକାର। ଏପରିକି ସୁପ୍ରିମକୋର୍ଟରୁ ଝଟ୍‌କା ଖାଇବା ପରେ ମଧ୍ୟ ସଂରକ୍ଷଣ ଓ ଓ୍ୱାର୍ଡ ପୁନର୍ଗଠନ କାମ ସାରିପାରୁନାହାନ୍ତି। ୫ ବର୍ଷର କାର୍ଯ୍ୟକାଳ ସରିବା ପରେ ସାନି ନିର୍ବାଚନ କରିବାର ନିୟମ ଥିଲେ ମଧ୍ୟ ସରକାରଙ୍କ ଅସହଯୋଗ ଯୋଗୁ ଏକ ପ୍ରକାର ହାତ ଟେକି ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର। ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ବିଧାନସଭାରେ ସଂଶୋଧନ ପ୍ରସ୍ତାବ ଆଣିବା ପରେ ସରକାର ନିର୍ବାଚନ କରାଇବେ।

ଗତ ସେପ୍ଟେମ୍ବରରେ ସରିଥିଲା ୬୬ ଟି ପୌରସଂସ୍ଥାର କାର୍ଯ୍ୟକାଳ। ନଭେମ୍ବରରେ ଆଉ ୨୦ଟିର ସରିଲା। ଏବେ ସୁଦ୍ଧା ୧୧୪ ପୌରସଂସ୍ଥାରୁ ୧୦୧ଟିରେ ନିର୍ବାଚିତ ପ୍ରତିନିଧି ନାହାନ୍ତି। ସବୁ ଦାୟିତ୍ୱ ନ୍ୟସ୍ତ ହୋଇଛି ପ୍ରଶାସନିକ ଅଧିକାରୀଙ୍କ ଉପରେ। ସଂରକ୍ଷଣକୁ ନେଇ ସରକାରଙ୍କ ତଣ୍ଟିରେ ଲାଗିଥିବା କଣ୍ଟାକୁ ଗିଳିପାରୁନାହାନ୍ତି କି କାଢ଼ି ପାରୁନାହାନ୍ତି। ଯେଉଁଥିପାଇଁ ସୁପ୍ରିମକୋର୍ଟରୁ ଝଟକା ଖାଇବା ପରେ ବି ଅଡୁଆର ସମାଧାନ ହୋଇପାରୁନି। ରାଜ୍ୟ ନିର୍ବାଚନ କମିଶନର ବାରମ୍ବାର ଚିଠି ଲେଖିଲେ ବି ସଂରକ୍ଷଣ ଓ ଓ୍ୱାର୍ଡ ପୁନର୍ଗଠନ କାମ ଚାଲିଛି ବୋଲି ଉତ୍ତର ଦେଉଛି ନଗର ଉନ୍ନୟନ ବିଭାଗ। କାର୍ଯ୍ୟକାଳ ସରିଥିବା ୧୦୧ଟି ପୌରସଂସ୍ଥାରେ ନିର୍ବାଚନ କରାଇବା ଦାୟିତ୍ୱ ରାଜ୍ୟ ନିର୍ବାଚନ କମିଶନରଙ୍କ ହୋଇଥିବା ବେଳେ ଏ ନେଇ କିନ୍ତୁ ମୁହଁ ଖୋଲୁନାହାଁନ୍ତି କମିଶନର।

କାର୍ଯ୍ୟକାଳ ସରିଥିବା ପୌରସଂସ୍ଥା ଭିତରେ ଅଛି ୫ଟି ଯାକ ମହାନଗର ନିଗମ। ଏଠାରେ ମେୟର ପଦ ପାଇଁ ଏଥର ସିଧାସଳଖ ନିର୍ବାଚନ ହେବ। ଏ ନେଇ ଗତବର୍ଷ ସେପ୍ଟେମ୍ବରରେ
ସଂଶୋଧନ ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି। ତେବେ ସବୁ ପୌର ସଂସ୍ଥାର ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ରଖିବାକୁ ହେଲେ ଆଉ କିଛି ସଂଶୋଧନ ପ୍ରସ୍ତାବ ପାରିତ କରିବାକୁ ପଡ଼ିବ। ଏଥର ବଜେଟ ଅଧିବେଶନରେ ଏହା ଆସିନଥିବାରୁ ଶୀତକାଳୀନ ଅଧିବେଶନକୁ ଅପେକ୍ଷା। ତେବେ ପ୍ରଶ୍ନ ଉଠୁଛି, ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ବି କାର୍ଯ୍ୟକାଳ ସରିଥିବା ପୌରସଂସ୍ଥାରେ କାହିଁକି ନିର୍ବାଚନ କରିବାକୁ ପଛଘୁଞ୍ଚା ଦେଉଛନ୍ତି ସରକାର? ସଂରକ୍ଷଣ ଗଣିତ ସରକାରଙ୍କ ପାଇଁ ଗୋଳମାଳିଆ ଧରିଛି କି ? ଏପଟେ ପୌର ନିର୍ବାଚନ ଟାଳିବାକୁ ସରକାରଙ୍କ ପ୍ରୟାସକୁ ସମାଲୋଚନା କରିଛନ୍ତି ବିରୋଧୀ। ତେବେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ବିଧାନସଭାରେ ସଂଶୋଧନ ପ୍ରସ୍ତାବ ଆଣିବା ପରେ ନିର୍ବାଚନ କରିବେ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story