ମହାପ୍ରଭୁଙ୍କ ସୁନାବେଶ ବିଳମ୍ବ ପ୍ରସଙ୍ଗକୁ ନେଇ ପୁଣି ବୈଠକ

ପୁରୀ(ଓଡ଼ିଶା ରିପୋର୍ଟର) ପୌଷପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ବିଳମ୍ବ ପ୍ରସଙ୍ଗକୁ ନେଇ ଆଜି ପୁଣି ବସିଥିଲା ସମୀକ୍ଷା ବୈଠକ।   ଦ୍ୱିତୀୟ ସମୀକ୍ଷା ବୈଠକରେ ଉପସ୍ଥିତ ରହି ପାଳିଆ ମେକାପ ସେବାୟତ କହିଥିଲେ ଯେ, ରତ୍ନ ବେଦୀ ନିକଟରେ ୩ ଜଣଙ୍କ ବଦଳରେ ୧୦ ଜଣ ସେବାୟତଙ୍କ ଉପସ୍ଥିତି ଯୋଗୁ ନୀତିରେ ବିଳମ୍ବ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ମେକାପ ନିଯୋଗ ସହ ଅନ୍ୟ ସେବାୟତ ସାମିଲ ହୋଇଥିଲେ । ଗତ ୨୮ ତାରିଖ ଦିନ […]

jagannath-temple

jagannath-temple

Tapas Behera
  • Published: Sunday, 31 January 2021
  • Updated: 31 January 2021, 04:15 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର) ପୌଷପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ବିଳମ୍ବ ପ୍ରସଙ୍ଗକୁ ନେଇ ଆଜି ପୁଣି ବସିଥିଲା ସମୀକ୍ଷା ବୈଠକ।   ଦ୍ୱିତୀୟ ସମୀକ୍ଷା ବୈଠକରେ ଉପସ୍ଥିତ ରହି ପାଳିଆ ମେକାପ ସେବାୟତ କହିଥିଲେ ଯେ, ରତ୍ନ ବେଦୀ ନିକଟରେ ୩ ଜଣଙ୍କ ବଦଳରେ ୧୦ ଜଣ ସେବାୟତଙ୍କ ଉପସ୍ଥିତି ଯୋଗୁ ନୀତିରେ ବିଳମ୍ବ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ମେକାପ ନିଯୋଗ ସହ ଅନ୍ୟ ସେବାୟତ ସାମିଲ ହୋଇଥିଲେ ।

ଗତ ୨୮ ତାରିଖ ଦିନ ମହାପ୍ରଭୁଙ୍କ ସୁନାବେଶ ସମୟରେ ନୀତି ବିଳମ୍ବ ଘଟିଥିଲା । ପୁଷ୍ୟାଭିଷେକ ଦିନ ରତ୍ନସିଂହାସନ ଉପରେ ଅଧିକ ୩ ଜଣ ସିଂହାରୀ ସେବାୟତ ଥିବାରୁ ଭଣ୍ଡାର ମେକାପ ମହାପ୍ରଭୁଙ୍କ ଅଳଙ୍କାର ହସ୍ତାନ୍ତର କରିବାକୁ ଅରାଜି ହୋଇଥିଲେ ବୋଲି ଜଣାପଡ଼ିଛି । ଏହି କାରଣରୁ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା ଏବଂ ସୁନାବେଶ ଡେରି ହୋଇଥିଲା ।

ଭକ୍ତମାନେ ସେହି ଦୁର୍ଲଭ ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ।  ମହାପ୍ରସାଦ ମିଳିବାରେ ମଧ୍ୟ ସମସ୍ୟା ହୋଇଥିଲା  । ଏସବୁ ନେଇ ସିଂହାରୀ ନିଯୋଗ ସହିତ ଜିଲ୍ଲାପାଳ ଆଲୋଚନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story