କାହିଁକି ଏତେ କଟକଣା, ସ୍ପଷ୍ଟ କଲେ ସରକାର: ପଞ୍ଚମ ସପ୍ତାହରେ ‘କରୋନା’ ଗତି ତୀବ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ଗତ ଏକ ସପ୍ତାହ ଧରି ନେଇଥିବା ବିଭିନ୍ନ ପ୍ରକାରର ପଦକ୍ଷେପ ଓ ଓ କଟକଣା ସମ୍ପର୍କରେ ଆଜି ସ୍ପଷ୍ଟ ମତ ରଖିଛନ୍ତି। କରୋନା ଭାଇରସ୍ ରାଜ୍ୟରେ ସେଭଳି ବ୍ୟାପି ନଥିଲେ ମଧ୍ୟ କେଉଁ କାରଣ ପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ଏଭଳି କଟକଣା ଜାରି କରିଛନ୍ତି ସେ ସମ୍ପର୍କରେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ଏ […]

Why-the-cutoff,-the-government-clarified

Manoranjan Sial
  • Published: Thursday, 19 March 2020
  • Updated: 19 March 2020, 09:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ଗତ ଏକ ସପ୍ତାହ ଧରି ନେଇଥିବା ବିଭିନ୍ନ ପ୍ରକାରର ପଦକ୍ଷେପ ଓ ଓ କଟକଣା ସମ୍ପର୍କରେ ଆଜି ସ୍ପଷ୍ଟ ମତ ରଖିଛନ୍ତି। କରୋନା ଭାଇରସ୍ ରାଜ୍ୟରେ ସେଭଳି ବ୍ୟାପି ନଥିଲେ ମଧ୍ୟ କେଉଁ କାରଣ ପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ଏଭଳି କଟକଣା ଜାରି କରିଛନ୍ତି ସେ ସମ୍ପର୍କରେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି।

ଏ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ କହିଛନ୍ତି ଯେ, କରୋନା ସଂକ୍ରମଣ ରୋକିବା ପାଇଁ ଆଜି ସରକାରୀ ଅଫିସଗୁଡ଼ିକରେ କେତେକ କଟକଣା ଜାରି ହୋଇଛି। ପୂର୍ବରୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ସମେତ ବିଭିନ୍ନ କ୍ଷେତ୍ରରେ ସବୁପ୍ରକାରର କଟକଣା ଜାରି ହୋଇଛି। ଏହାପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇରାନ ଓ ଇଟାଲୀରେ କରୋନା ଭାଇରସ ଯେଉଁଭଳି ଭାବେ ବ୍ୟାପିଛି, ତାକୁ ଦୃଷ୍ଟିରେ ରଖି ଭାରତ ତଥା ଓଡ଼ିଶାରେ ତା’ର ପ୍ରସାରକୁ ରୋକିବା ବୋଲି ସେ କହିଛନ୍ତି।
ଇରାନ ଓ ଇଟାଲୀରେ କରୋନା ଭାଇରସର ପ୍ରସାର ଚତୁର୍ଥ ଓ ପଞ୍ଚମ ସପ୍ତାହରେ ଅଧିକ ତୀବ୍ରତର ରହିଛି। ଏବେ ଭାରତରେ କରେନା ଭାଇରସ ପ୍ରବେଶ କରିବା ଚତୁର୍ଥ ସପ୍ତାହରେ ପହଞ୍ôଚଛି। ତେଣୁ ଏହାର ପ୍ରସାରକୁ ରୋକିବା ନିମନ୍ତେ ସବୁପ୍ରକାରର ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରୁଛନ୍ତି। କରୋନା ଭାଇରସ୍ ସମ୍ପୂର୍ଣ୍ଣ ନୂଆ ହୋଇଥିବାରୁ ଏହା କବଳରେ କିଏ କେମିତି ସଂକ୍ରମିତ ହେବ ତାହା କେହି ଜାଣନ୍ତି ନାହିଁ।

ଶ୍ରୀ ସିଂ କରେନା ସଂକ୍ରମଣକୁ ନେଇ ଇରାନ ଓ ଇଟାଲୀର ତୁଳନାତ୍ମକ ତଥ୍ୟ ଦେଇ କହିଥିଲେ ଯେ, ଇଟାଲୀରେ ଦ୍ୱିତୀୟ ସପ୍ତାହରେ କରୋନା ସଂକ୍ରମଣ ସଂଖ୍ୟା ୧୮୨ ଥିବାବେଳେ ତୃତୀୟ ସପ୍ତାହରେ ୧୦୩୬, ଚତୁର୍ଥ ସପ୍ତାହରେ ୬୩୦୨ ଓ ପଞ୍ଚମ ସପ୍ତାହରେ ସଂକ୍ରମଣ ସଂଖ୍ୟା ୨୧୧୮୭କୁ ଛୁଇଁଥିଲା। ସେହିପରି ଇରାନରେ ଦ୍ୱିତୀୟ ସପ୍ତାହରେ ୪୩, ତୃତୀୟ ସପ୍ତାହରେ ୨୪୬, ଚତୁର୍ଥ ସପ୍ତାହରେ ୪୭୪୭ ଓ ପଞ୍ଚମ ସପ୍ତାହରେ ଏହା ୧୨୭୨୦କୁ ଛୁଇଁଛି। ଏହି କାରଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଓ ‘କରୋନା’ ଭାଇରସର ପ୍ରସାରକୁ ରୋକିବା ପାଇଁ ରାଜ୍ୟ ସରକାର ସବୁପ୍ରକାରର କଟକଣା ଓ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ସିଂ ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story