ଭତ୍ତା ପାଇଁ ଭିନ୍ନକ୍ଷମ ସ୍ୱାମୀଙ୍କୁ ୧୮ କିମି ବୋହିଲେ ସ୍ତ୍ରୀ

କେନ୍ଦୁଝର(ପ୍ରଣୟ ପାଣି ) ଭିନ୍ନକ୍ଷମ ଭତ୍ତା କରାଇବାକୁ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ୧୮ କିଲୋମିଟର ନେଇ ଚାଲି ଚାଲି ଆସିଲେ ସ୍ତ୍ରୀ । ଏକ ଟ୍ରାଇସାଇକେଲରେ ସ୍ୱାମୀଙ୍କୁ ବସାଇ ଠେଲି ଠେଲି ନେଇ ଆସିଛନ୍ତି ତାଙ୍କ ପତ୍ନୀ।  କେନ୍ଦୁଝର ଚମ୍ପୁଆ ବ୍ଲକ ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ବଡ଼ନଈ ଗାଁରେ ରହୁଥିବା ଦିବ୍ୟାଙ୍ଗ ଡୁଲୁଙ୍ଗ ଚାତମ୍ବାଙ୍କୁ ତାଙ୍କ ସ୍ତ୍ରୀ ସୂର୍ଯ୍ୟ ଚାତମ୍ବା ଏକ ଟ୍ରାଇସାଇକେଲରେ ବସାଇ ବ୍ଲକ କାର୍ଯ୍ୟାଳୟକୁ ନେଇ ଆସିଥିଲେ । ଅନ୍ୟ ଜଣେ […]

790

790

Tapas Behera
  • Published: Tuesday, 13 October 2020
  • Updated: 13 October 2020, 03:50 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି ) ଭିନ୍ନକ୍ଷମ ଭତ୍ତା କରାଇବାକୁ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ୧୮ କିଲୋମିଟର ନେଇ ଚାଲି ଚାଲି ଆସିଲେ ସ୍ତ୍ରୀ । ଏକ ଟ୍ରାଇସାଇକେଲରେ ସ୍ୱାମୀଙ୍କୁ ବସାଇ ଠେଲି ଠେଲି ନେଇ ଆସିଛନ୍ତି ତାଙ୍କ ପତ୍ନୀ।  କେନ୍ଦୁଝର ଚମ୍ପୁଆ ବ୍ଲକ ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ବଡ଼ନଈ ଗାଁରେ ରହୁଥିବା ଦିବ୍ୟାଙ୍ଗ ଡୁଲୁଙ୍ଗ ଚାତମ୍ବାଙ୍କୁ ତାଙ୍କ ସ୍ତ୍ରୀ ସୂର୍ଯ୍ୟ ଚାତମ୍ବା ଏକ ଟ୍ରାଇସାଇକେଲରେ ବସାଇ ବ୍ଲକ କାର୍ଯ୍ୟାଳୟକୁ ନେଇ ଆସିଥିଲେ ।

ଅନ୍ୟ ଜଣେ ଦିବ୍ୟାଙ୍ଗଙ୍କଠାରୁ ଏହି ଟ୍ରାଇସାଇକେଲ ମାଗି ସ୍ୱାମୀଙ୍କୁ ଏଥିରେ ସେ ଆଣିଥିବା କହିଛନ୍ତି । ଦୀର୍ଘ ୫ ଘଣ୍ଟାକାଳ ଚାଲି ଶେଷରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଚାତମ୍ବା  ସ୍ୱାମୀଙ୍କୁ ଦିବ୍ୟାଙ୍ଗ ଭତ୍ତା କରାଇଦେବାକୁ ପଞ୍ଚାୟତ କାଯର୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ସେ ବ୍ଲକ କାର୍ଯ୍ୟାଳୟକୁ ଏଭଳି ଆସିଥିଲେ।  ଲକ୍‌ଡାଉନ ପୂର୍ବରୁ ଏକ ଦୁର୍ଘଟଣାରେ ସ୍ୱାମୀ ଦିବ୍ୟାଙ୍ଗ ହେବା ପରେ ଭତ୍ତା ଟଙ୍କା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ସ୍ତ୍ରୀ ଶେଷରେ ବ୍ଲକ କାର୍ଯ୍ୟାଳୟ ଆସିଥିବା କହିଛନ୍ତି । ଘଟଣା ଜାଣିବା ପରେ ଦିବ୍ୟାଙ୍ଗ ଡୁଲୁଙ୍ଗଙ୍କୁ ତାଙ୍କ ଘରେ ଭତ୍ତା ଯୋଗାଇଦେବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story