ଏଜି ଛକରେ ପତ୍ନୀ ଓ ଝିଅଙ୍କ ହଙ୍ଗାମା, ଟ୍ରାଫିକ୍ ଥାନାରେ ପହଞ୍ଚିଲେ ପୋଲିସ୍ ଏଡିଜି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଏଜି ଛକରେ ଟ୍ରାଫିକ ନିୟମ ଭଙ୍ଗକୁ ନେଇ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ ଓ ଅତିରିକ୍ତ ପୁଲିସ୍ ଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀ-ଝିଅଙ୍କ ମଧ୍ୟରେ ବିବାଦକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା। ଖବର ଅନୁସାରେ ଆଜି ଅପରାହ୍ନ ପ୍ରାୟ ୫ଟା ୧୫ମିନିଟ୍ ସମୟରେ ଏଜି ଛକ ନିକଟରେ ପୁଲିସ ଏଡିଜି ଶ୍ରୀ ଆଚାର୍ଯ୍ୟଙ୍କ ପତ୍ନୀ ବବିତା ଆଚାର୍ଯ୍ୟ ଓ ଝିଅ ଏକ କାର ଯୋଗେ ଯାଉଥିବାବେଳେ ଟ୍ରାଫିକ ନିୟମକୁ ଭାଙ୍ଗି ଆଗକୁ ମାଡ଼ି […]

kku

kku

Ordigital Desk
  • Published: Thursday, 02 August 2018
  • Updated: 03 August 2018, 08:44 AM IST

Sports

Latest News

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଏଜି ଛକରେ ଟ୍ରାଫିକ ନିୟମ ଭଙ୍ଗକୁ ନେଇ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ ଓ ଅତିରିକ୍ତ ପୁଲିସ୍ ଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀ-ଝିଅଙ୍କ ମଧ୍ୟରେ ବିବାଦକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା।

ଖବର ଅନୁସାରେ ଆଜି ଅପରାହ୍ନ ପ୍ରାୟ ୫ଟା ୧୫ମିନିଟ୍ ସମୟରେ ଏଜି ଛକ ନିକଟରେ ପୁଲିସ ଏଡିଜି ଶ୍ରୀ ଆଚାର୍ଯ୍ୟଙ୍କ ପତ୍ନୀ ବବିତା ଆଚାର୍ଯ୍ୟ ଓ ଝିଅ ଏକ କାର ଯୋଗେ ଯାଉଥିବାବେଳେ ଟ୍ରାଫିକ ନିୟମକୁ ଭାଙ୍ଗି ଆଗକୁ ମାଡ଼ି ଯାଇଥିଲେ। ଯାହାକୁ ନେଇ ସେଠାରେ କାର୍ଯ୍ୟରତ ଟ୍ରାଫିକ ପୁଲିସ୍ କନେଷ୍ଟବଳ ତାଙ୍କୁ ଅଟକାଇଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବାପରେ ଏଡିଜିଙ୍କ ପତ୍ନୀ ଓ ଝିଅ ଗାଡ଼ିରୁ ଓହ୍ଲାଇ ଏଜି ଛକରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଧମକ ଦେଇଥିଲେ।

ଏଡିଜିଙ୍କ ପତ୍ନୀ ଓ ଝିଅଙ୍କ ସହ ଟ୍ରାଫିକ ପୁଲିସର ବଚସା ହେବାରୁ ସେଠାରେ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। ତେବେ ସେହି ସମୟରେ ମୁଖ୍ୟମନ୍ତ୍ରୀ ସଚିବାଳୟ ଆସିବା ପାଇଁ ଟ୍ରାଫିକ୍ କ୍ଲିଅର କରାଯାଉଥିବା ବେଳେ ଏଡିଜିଙ୍କ ପତ୍ନୀଙ୍କ ଏଭଳି ଧମକ ପୁଲିସକୁ ଅଡ଼ୁଆରେ ପକାଇଥିଲା।

ବାଧ୍ୟ ହୋଇ ଏଡିଜିଙ୍କ ପତ୍ନୀ ଓ ଝିଅଙ୍କୁ ନିକଟସ୍ଥ ଟ୍ରାଫିକ୍ ଥାନାକୁ ନେଇ ବସାଇ ଦିଅଯାଇ ଥିଲା। ଏହି ଖବର ପାଇ ନିଜେ ଏଡିଜି ଶ୍ରୀ ଆଚାର୍ଯ୍ୟ ଟ୍ରାଫିକ୍ ଥାନାରେ ପହଞ୍ଚିବା  ପରେ ମଧ୍ୟ ମାମଲା ଶାନ୍ତ ପଡ଼ିନଥିଲା। ତେବେ ଏ ସଂପର୍କରେ ସଂପୃକ୍ତ ମହିଳା ଟ୍ରାଫିକ୍ କନେଷ୍ଟବଳ ପୁଷ୍ପଲତା ଭୋଇ କହିଛନ୍ତି, ମୁଁ ମୋ କର୍ତ୍ତବ୍ୟ କରିଛି। ପୋଲିସ୍ ନିକଟରେ ସବୁକଥା କହି ସାରିଛି।

https://www.youtube.com/watch?v=End_qYz7gN4&t=10s

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story