ଏସ୍‌ଡିଜେଏମ୍‌ କୋର୍ଟ ପେସ୍କାର ସ୍ୱାମୀଙ୍କ ଘର ସାମ୍ନାରେ ଓକିଲ ସ୍ତ୍ରୀଙ୍କ ଧାରଣା

କାମାକ୍ଷାନଗର (ବିଦ୍ୟାଧର ବରାଳ): କୋର୍ଟ ପେସ୍କାର ସ୍ୱାମୀଙ୍କ ଘର ସାମ୍ନାରେ ଓକିଲ ସ୍ତ୍ରୀଙ୍କ ଧାରଣା। ତାହା ପୁଣି ସ୍ତ୍ରୀର ଅଧିକାରୀ ପାଇଁ। ଦୀର୍ଘ ୪ ବର୍ଷ ଧରି ପେସ୍କାର ସ୍ୱାମୀ ନିଜ ଓକିଲ ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରୁ। ପୂରା ଘଟଣାଟି ଏମିତି। କାମାକ୍ଷାନଗର ସହରର ବିଶିଷ୍ଟ ବ୍ୟବସାୟୀ ମୁରଲୀଧର ମୋହତାଙ୍କ ପୁଅ ହେଉଛନ୍ତି ଆନନ୍ଦ କୁମାର ମୋହତା। ସେ କାମାକ୍ଷାନଗର ଏସ୍‌ଡିଜେଏମ୍‌ […]

Kamakhyanagar

Kamakhyanagar

Manoranjan Sial
  • Published: Tuesday, 04 May 2021
  • Updated: 04 May 2021, 05:43 PM IST

Sports

Latest News

କାମାକ୍ଷାନଗର (ବିଦ୍ୟାଧର ବରାଳ): କୋର୍ଟ ପେସ୍କାର ସ୍ୱାମୀଙ୍କ ଘର ସାମ୍ନାରେ ଓକିଲ ସ୍ତ୍ରୀଙ୍କ ଧାରଣା। ତାହା ପୁଣି ସ୍ତ୍ରୀର ଅଧିକାରୀ ପାଇଁ। ଦୀର୍ଘ ୪ ବର୍ଷ ଧରି ପେସ୍କାର ସ୍ୱାମୀ ନିଜ ଓକିଲ ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରୁ।

ପୂରା ଘଟଣାଟି ଏମିତି। କାମାକ୍ଷାନଗର ସହରର ବିଶିଷ୍ଟ ବ୍ୟବସାୟୀ ମୁରଲୀଧର ମୋହତାଙ୍କ ପୁଅ ହେଉଛନ୍ତି ଆନନ୍ଦ କୁମାର ମୋହତା। ସେ କାମାକ୍ଷାନଗର ଏସ୍‌ଡିଜେଏମ୍‌ କୋର୍ଟରେ ପେସ୍କାର ଅଛନ୍ତି। ୨୦୧୭ ମସିହା ଡିସେମ୍ବରରେ ସେ ରାଜସ୍ଥାନ ଆଜମିର ଅଞ୍ଚଳର ଲତା ରାଠୀଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ଲତା ପେଶାରେ ଜଣେ ଆଇନ୍‌ଜୀବୀ ହୋଇଥିଲେ ମଧ୍ୟ ବିବାହ ପରେ ଶାଶୂ ଘରେ ରହୁଥିଲେ।

[caption id="attachment_640752" align="aligncenter" width="650"]Kamakhyanagar ଉଭୟ ସ୍ୱାମୀ-ସ୍ତ୍ରୀ(ଫାଇଲ ଫଟୋ)[/caption]

ବିବାହ ପରେ ଉଭୟଙ୍କ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ତେବେ ଶୁଖର ସଂସାରରେ ଉଠିଲା ଅଶାନ୍ତିର ଝଡ। ବିବାହର ୫ ମାସ ପରେ ଲତା ଉପରେ ଆରମ୍ଭ ହେଲା ନିର୍ଯାତନା। ସ୍ୱାମୀ ଆନନ୍ଦ ମୋହତା, ଶାଶୂ ଓ ଶ୍ୱଶୁର ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଲତାଙ୍କୁ ହରାଇବାକୁ ପଡ଼ିଲା ନିଜ ଗର୍ଭରେ ପଢ଼ୁଥିବା ଶିଶୁକୁ। ସ୍ୱାମୀଙ୍କ ଦାୟିତ୍ୱ ହୀନତା ଓ ନିର୍ଯାତନା ପାଇଁ ଗର୍ଭରେ ଥିବା ଶିଶୁଟି ନଷ୍ଟ ହୋଇଥିବା ଲତା ଅଭିଯୋଗ କରିଛନ୍ତି। ଯାହାକୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବିବାଦ ଥାନାକୁ ଯାଇଥିଲା।

ତେବେ ନିର୍ଯାତନା ଅସହ୍ୟ ହେବାରୁ ଲତା ୨୦୧୯ ମସିହା ଆଜ୍‌ମିର ଫେରିଗଲେ। ହେଲେ ସେଠାରେ ବେଶୀ ଦିନ ରହିପାରିଲେ ନାହିଁ। ୧୦ ଦିନ ତଳେ ସେ ପୁଣି ଥରେ ଶାଶୂ ଘରକୁ ଫେରିଥିଲେ। ହେଲେ ଶାଶୂ ଘର ଲୋକେ ଘର ଭିତରେ ପଶାଇ ଦେଲେ ନାହିଁ। ଗୋଟିଏ ଦିନ ଅଖିଆ ପିଆ ଘର ସାମ୍ନାରେ ବସିଲେ। ହେଲେ ଶାଶୂ ଘର ଲୋକେ ବୋହୂ ଲତାକୁ ଗ୍ରହଣ କଲେନାହିଁ। ଶେଷରେ ଲତା ଯାଜପୁରରେ ରହୁଥିବା ମାଉସୀଙ୍କ ଘରକୁ ଚାଲି ଯାଇଥିଲେ। ଆଉ ସେଠାରେ ବେଶୀ ଦିନ ରହିପାରିଲେ ନାହିଁ।

ସୋମବାର ଲତା ପୁଣି ଥରେ ଶାଶୂ ଘରକୁ ଯାଇଥିଲେ। ମାତ୍ର ଘର ଭିତରକୁ ପଶାଇ ଦେଲେନି ଶାଶୂ ଘର ଲୋକେ। ତେଣୁ ଲତା ଘର ସାମ୍ନାରେ ଧାରଣାରେ ବସିଥିଲା। ଏହି ଖବର ପ୍ରକାଶ ପାଇବା ପରେ ମାରୱାଡି ସଂଘ ପକ୍ଷରୁ ମାମଲା ସମାଧାନ ପାଇଁ ବ୍ୟବସ୍ଥା କରାଯାଉଛି। ଆଜି କାମାକ୍ଷାନଗର ଥାନା ଭିତରେ ଉଭୟ ପକ୍ଷ ଓକିଲଙ୍କୁ ନେଇ ଏକ ବୈଠକ ଚାଲିଛି। ଲତା ଶାଶୂ ଘରେ ରିବାକୁ କହୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story