ମାତିଛନ୍ତି ହାତୀପଲ

ବାରିପଦା(ଓଡ଼ିଶା ରିପୋର୍ଟର) ମୟୂରଭଞ୍ଜ କରଞ୍ଜିଆରେ ମାତିଛନ୍ତି ହାତୀ ପଲ। ଝାଡ଼ଖଣ୍ଡରୁ ଆସିଥିବା ୨୪ ଟିକିଆ ହାତୀ ପଲ ଉତ୍ପାତ ଚଳାଇଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ହାତୀ ପଲ ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଅର୍ଜୁନବିଲା ଗାଁରେ ହାତୀପଲ ଗୋଟିଏ ଘର ଭାଙ୍ଗିବା ସହ ଘାଗୀ ଗାଁରେ ଦୁଇଟି ଘର ଭାଙ୍ଗିଛନ୍ତି ହାତୀ ପଲ। ଏଥିସହ ଧାନ ଓ ପନିପରିବା ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ […]

elephant

elephant

Tapas Behera
  • Published: Monday, 14 December 2020
  • Updated: 14 December 2020, 04:41 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର) ମୟୂରଭଞ୍ଜ କରଞ୍ଜିଆରେ ମାତିଛନ୍ତି ହାତୀ ପଲ। ଝାଡ଼ଖଣ୍ଡରୁ ଆସିଥିବା ୨୪ ଟିକିଆ ହାତୀ ପଲ ଉତ୍ପାତ ଚଳାଇଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ହାତୀ ପଲ ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଅର୍ଜୁନବିଲା ଗାଁରେ ହାତୀପଲ ଗୋଟିଏ ଘର ଭାଙ୍ଗିବା ସହ ଘାଗୀ ଗାଁରେ ଦୁଇଟି ଘର ଭାଙ୍ଗିଛନ୍ତି ହାତୀ ପଲ। ଏଥିସହ ଧାନ ଓ ପନିପରିବା ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବନ ବିଭାଗ ତୁରନ୍ତ ହାତୀ ଘଉଡ଼ାଇବା ପାଇଁ ଲୋକେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story