ବାଲୁଖଣ୍ଡ ଅଭୟାରଣ୍ୟରେ ଡ୍ରୋନ୍ କ୍ୟାମେରା ଖୋଜିବ ହରିଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଫୋନି ମାଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ପୁରୀର ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣମାନଙ୍କୁ ଖୋଜିବା ଲାଗି ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବ। ଡ୍ରୋନ କ୍ୟାମେରା ମାଧ୍ୟମରେ ଅଭୟାରଣ୍ୟର କୋର୍ ଏରିଆରେ ହରିଣଙ୍କୁ ଖୋଜାଯିବ ବୋଲି ମୁଖ୍ୟ ବନ୍ୟ ପ୍ରାଣୀ ଓ୍ୱାର୍ଡେନ ଅଜୟ ମହାପାତ୍ର କହିଛନ୍ତି । ଗତ ମେ ୩ ତାରିଖରେ ଆସିଥିବା ସାମୁଦ୍ରିକ ଝଡ଼ ଫୋନି ପୁରୀରେ ଲ୍ୟାଣ୍ଡଫଲ୍ କରିବା ପରେ ବାଲୁଖଣ୍ଡ ଅଭୟାରଣ୍ୟ ବେଶୀମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା । ଅଭୟାରଣ୍ୟରେ ବିରଳ ଚିତ୍ରା ହରିଣ ସହ […]

568

568

Tapas Behera
  • Published: Tuesday, 14 May 2019
  • Updated: 14 May 2019, 05:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଫୋନି ମାଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ପୁରୀର ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣମାନଙ୍କୁ ଖୋଜିବା ଲାଗି ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବ। ଡ୍ରୋନ କ୍ୟାମେରା ମାଧ୍ୟମରେ ଅଭୟାରଣ୍ୟର କୋର୍ ଏରିଆରେ ହରିଣଙ୍କୁ ଖୋଜାଯିବ ବୋଲି ମୁଖ୍ୟ ବନ୍ୟ ପ୍ରାଣୀ ଓ୍ୱାର୍ଡେନ ଅଜୟ ମହାପାତ୍ର କହିଛନ୍ତି ।

ଗତ ମେ ୩ ତାରିଖରେ ଆସିଥିବା ସାମୁଦ୍ରିକ ଝଡ଼ ଫୋନି ପୁରୀରେ ଲ୍ୟାଣ୍ଡଫଲ୍ କରିବା ପରେ ବାଲୁଖଣ୍ଡ ଅଭୟାରଣ୍ୟ ବେଶୀମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା । ଅଭୟାରଣ୍ୟରେ ବିରଳ ଚିତ୍ରା ହରିଣ ସହ ୪୦୦୦ରୁ ଅଧିକ ହରିଣ ବାସ କରୁଥିଲେ।

ବାତ୍ୟା ପରେ ଅଭୟାରଣ୍ୟରେ ହରିଣ ଦେଖାଯାଉନଥିଲା। ମୁଖ୍ୟ ବନ୍ୟ ପ୍ରାଣୀ ଓ୍ୱାର୍ଡେନ ଅଜୟ ମହାପାତ୍ର କହିଛନ୍ତି କିଛି ହରିଣ ମରିଥିବା ଆଶଙ୍କା କରାଯାଉଛି। ତେଣୁ ଆମେ ଡ୍ରୋନ୍‌ ମାଧ୍ୟମରେ ଫଟୋ ନେବା ପାଇଁ ଉଦ୍ୟମ କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story