ମାଗଣାରେ ଟିକା ଯୋଗାଇ ଦେବେ କି ଓଡ଼ିଶା ସରକାର ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମ୍ପାନୀମାନଙ୍କ ପକ୍ଷରୁ କୋଭିଡ୍ ଟିକା ଦର ଧାର୍ଯ୍ୟ ହେବା ପରେ ମେ’ ୧ରୁ ଟିକାକରଣ ଲାଗି ପ୍ରସ୍ତୁତ ହେଉଛି ଓଡ଼ିଶା। ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷ ବୟସ୍କ ଟିକା ନେବେ। ଏଥିଲାଗି ଅନ୍‌ଲାଇନ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଅଧିକାଂଶ ରାଜ୍ୟ ଭଳି ଓଡ଼ିଶା ସରକାର ବି ମାଗଣାରେ ଟିକା ଯୋଗାଇ ଦେବେ କି? ଏ ନେଇ କଣ ହେବ ମାନଦଣ୍ଡ? ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁଯାୟୀ ଏହି […]

covid-vaccine

covid-vaccine

Tapas Behera
  • Published: Sunday, 25 April 2021
  • Updated: 25 April 2021, 06:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମ୍ପାନୀମାନଙ୍କ ପକ୍ଷରୁ କୋଭିଡ୍ ଟିକା ଦର ଧାର୍ଯ୍ୟ ହେବା ପରେ ମେ’ ୧ରୁ ଟିକାକରଣ ଲାଗି ପ୍ରସ୍ତୁତ ହେଉଛି ଓଡ଼ିଶା। ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷ ବୟସ୍କ ଟିକା ନେବେ। ଏଥିଲାଗି ଅନ୍‌ଲାଇନ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଅଧିକାଂଶ ରାଜ୍ୟ ଭଳି ଓଡ଼ିଶା ସରକାର ବି ମାଗଣାରେ ଟିକା ଯୋଗାଇ ଦେବେ କି? ଏ ନେଇ କଣ ହେବ ମାନଦଣ୍ଡ? ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁଯାୟୀ ଏହି ବୟସ ବର୍ଗରେ ଆସୁଥିବା ପ୍ରାୟ ୨ କୋଟି ଯୁବକଯୁବତୀଙ୍କ ଟିକାକରଣ ପାଇଁ ପାଖାପାଖି ୧୬ ଶହ କୋଟି ଖର୍ଚ୍ଚ ହେବ।  ଏପଟେ ଟିକା ଦର ସମାନ ହେବା ଉଚିତ ବୋଲି କହିଛନ୍ତି ଘରୋଇ ହସ୍ପିଟାଲ ସଂଘର ସଂପାଦକ ଇନ୍ଦ୍ରମଣି ଜେନା । ସରକାରୀ ଦର ଘରୋଇ ଦର ଅପେକ୍ଷା କମ ଅଛି। ତେଣୁ ଲୋକମାନେ ଚାହିଁବେ ବିଳମ୍ବ ହେଉ ପଛେ ସରକାରୀ ହସ୍ପିଟାଲରେ ଟିକା ନେବେ ।

ସେପଟେ ଟିକା ଦାମକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଟିକା ଦର ଚିନ୍ତାଜନକ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ।  କୋଭାସିଲ୍ଡଠାରୁ କୋଭାକ୍ସିନ୍ ଦାମ୍ କମ୍ ହେବ ବୋଲି ଆଶା ଥିଲା । ହେଲେ ଦାମ କିନ୍ତୁ ଅଧିକା ରହିଥିବା କହିଛନ୍ତି ଅମର।  ରାଜ୍ୟ ଉପରେ ଏହା ଅଧିକ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି।  ରାଜ୍ୟମାନେ ଭ୍ୟାକ୍ସିନ୍ କିଣିବାରେ ଏତେ ଟଙ୍କା ଖର୍ଚ୍ଚ କଲେ ଅନ୍ୟ ଭିତ୍ତିଭୂମି କିଭଳି ସଜାଡ଼ିବେ ବୋଲି ପ୍ରଶ୍ନ କରିଛନ୍ତି ।

ସେପଟେ ଏହି ପ୍ରସଙ୍ଗରେ ବିଜେପି  ପ୍ରତିକ୍ରୟା ରଖି ସାଂସଦଙ୍କ ବୟାନକୁ ସମାଲୋଚନା କରିଛି।  ରାଜ୍ୟ ବିଜେପି  ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆଜି ପର୍ଯ୍ୟନ୍ତ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ସରକାର। ଏହା ସହ ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ଟିକାକୁ ମାଗଣା କରନ୍ତୁ ବୋଲି କହିଛନ୍ତି ପୃଥ୍ୱୀରାଜ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story