ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ୍‌ କ୍ୟାମ୍ପସରେ ଜମୁଛି ମଦର ଆସର

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ୍‌ କ୍ୟାମ୍ପସରେ ପଡ଼ିଛି କାଠ ଟେବୁଲ। ଆଉ ତା’ ଉପରେ ଥୁଆ ଯାଇଛି ଦେଶୀ ବିଦେଶୀ ବ୍ରାଣ୍ଡର ମଦ ବୋତଲ। ଆଜି ଏପରି ଚିତ୍ର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରୁ। ମଦ ବୋତଲ ଓ ସିଗାରେଟ୍‌ ଖୋଳକୁ ଦେଖିଲେ ଲାଗୁଛି ଏଠି ଜମୁଥିବ ମଦୁଆଙ୍କ ଆସର! ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ ଗୋଟିଏ କ୍ୟାମ୍ପସରେ ରହିଛି। ଆଜି ସକାଳେ ଅଫିସ୍‌ ପରିସରରେ ଦେଖିବାକୁ ମିଳିଥିଲା […]

Sonepur

Sonepur

Manoranjan Sial
  • Published: Monday, 05 September 2022
  • Updated: 05 September 2022, 08:10 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ୍‌ କ୍ୟାମ୍ପସରେ ପଡ଼ିଛି କାଠ ଟେବୁଲ। ଆଉ ତା’ ଉପରେ ଥୁଆ ଯାଇଛି ଦେଶୀ ବିଦେଶୀ ବ୍ରାଣ୍ଡର ମଦ ବୋତଲ। ଆଜି ଏପରି ଚିତ୍ର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରୁ। ମଦ ବୋତଲ ଓ ସିଗାରେଟ୍‌ ଖୋଳକୁ ଦେଖିଲେ ଲାଗୁଛି ଏଠି ଜମୁଥିବ ମଦୁଆଙ୍କ ଆସର!

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ ଗୋଟିଏ କ୍ୟାମ୍ପସରେ ରହିଛି। ଆଜି ସକାଳେ ଅଫିସ୍‌ ପରିସରରେ ଦେଖିବାକୁ ମିଳିଥିଲା ଅଜବ ଦୃଶ୍ୟ। ଅଫିସର ମୁଖ୍ୟ ଫାଟକ ସମ୍ମୁଖରେ ପଡ଼ିଥିଲା କାଠ ଟେବୁଲ ଓ ପ୍ଲାଷ୍ଟିକ୍‌ ଚେୟାର। ଆଉ ଟେବୁଲ ଉପରେ ଥୁଆ ହୋଇଥିଲା ଦେଶୀ ଓ ବିଦେଶୀ ମଦ ବୋତଲ। ଟେବୁଲ୍‌ ତଳେ ପଡ଼ିଥିଲା ଖାଲି ସିଗାରେଟ ଖୋଳ ଓ ଅନ୍ୟ ପାଉଚ। ଏଥିରୁ ଜଣାପଡ଼ୁଛି, ରାତିରେ ଏଠାରେ ଜମିଥିଲା ମଦର ଆସର!

ସବୁଠାରୁ ମଜାଦାର କଥା ହେଉଛି ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସର ପ୍ରବେଶ ପଥ ଗୋଟିଏ। ଦୁଇ ଅଫିସର ଦୁଇ ଜଣ କର୍ମଚାରୀଙ୍କ ପାଖରେ ରହୁଛି ଗେଟ୍‌ର ଚାବି। ଏହାର ଅର୍ଥ ଶନିବାର ସେମାନେ ଅଫିସ୍‌ ଛାଡ଼ିବା ପୂର୍ବରୁ ତାଲା ନିଶ୍ଚିତ ପକାଇଥିବେ। ଏହା ସତ୍ତ୍ୱେ ଅଫିସ୍‌ କ୍ୟାମ୍ପସ ଭିତରେ କେମିତି ଜମିଲା ମଦର ଆସର? ଅଫିସ୍‌ ଫାଟକ ତାଲା ଖୋଲିଲା କିଏ? କେମିତି ଅସାମାଜିକ ବ୍ୟକ୍ତିମାନେ ଅଫିସ୍‌ କ୍ୟାମ୍ପସ ଭିତରେ ପଶି ମଦ ପିଇଲେ? ଏଥିରେ ଅଫିସର କୌଣସି କର୍ମଚାରୀଙ୍କ ହାତ ନାହିଁ ତ? ଖୋଦ୍ ଅଫିସ୍ କର୍ମଚାରୀ ମଦର ଆସର ଜମାଇ ନଥିଲେ?  ଏପରି ନାନା ପ୍ରଶ୍ନ ସାଧାରଣରେ ଏବେ ଉଙ୍କି ମାରୁଛି। ହେଲେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story