ବିଷ୍ଣୁଙ୍କ ଦମ୍ଭୋକ୍ତି: ‘ଦାମ ବାବୁଙ୍କର ଆଉ କ’ଣ ଅଛି ଯେ ସେ ଟକ୍କର ଦେବେ?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ଦମୋଦର ରାଉତ ବହିଷ୍କୃତ ହେବା ପରେ ପାରାଦୀପ ବିଧାନସଭା ଆସନ ଉପରେ ଆଖି ପକାଇଛନ୍ତି ବିଷ୍ଣୁ ଦାସ। ସେ କହିଛନ୍ତି,“ପାରାଦୀପରେ ଯଥେଷ୍ଟ ସଂଖ୍ୟକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ। ଯଦି ପାରାଦୀପରେ ମୋତେ ପ୍ରାର୍ଥୀ କରନ୍ତି, ତାହାହେଲେ ମୁଁ ମଧ୍ୟ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି।” ପାରାଦୀପରେ ଦାମ ବାବୁ ଟକ୍କର ଦେବା କଥା ସାମ୍ବାଦିକମାନେ ପଚାରିବାରୁ ସେ କହିଛନ୍ତି,“ଦାମ ବାବୁଙ୍କର ଆଉ କ’ଣ ଅଛି ଯେ […]

bishnu

bishnu

Jitendra Garnayak
  • Published: Wednesday, 19 September 2018
  • Updated: 19 September 2018, 09:42 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ଦମୋଦର ରାଉତ ବହିଷ୍କୃତ ହେବା ପରେ ପାରାଦୀପ ବିଧାନସଭା ଆସନ ଉପରେ ଆଖି ପକାଇଛନ୍ତି ବିଷ୍ଣୁ ଦାସ।

ସେ କହିଛନ୍ତି,“ପାରାଦୀପରେ ଯଥେଷ୍ଟ ସଂଖ୍ୟକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ। ଯଦି ପାରାଦୀପରେ ମୋତେ ପ୍ରାର୍ଥୀ କରନ୍ତି, ତାହାହେଲେ ମୁଁ ମଧ୍ୟ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି।”

ପାରାଦୀପରେ ଦାମ ବାବୁ ଟକ୍କର ଦେବା କଥା ସାମ୍ବାଦିକମାନେ ପଚାରିବାରୁ ସେ କହିଛନ୍ତି,“ଦାମ ବାବୁଙ୍କର ଆଉ କ’ଣ ଅଛି ଯେ ସେ ଟକ୍କର ଦେବେ? ସେ ଦଳରେ ନାହାନ୍ତି ଓ କିମ୍ବା ଦଳୀୟ କର୍ମୀ ତାଙ୍କ ସାଙ୍ଗରେ ନାହାନ୍ତି। ସେ ଆଉ କ’ଣ ଟକ୍କରକୁ ଆସିବେ?”

ବିଷ୍ଣୁ କହିଛନ୍ତି,“ଯଦି ଦଳ ମୋତେ ଟିକେଟ ଦିଏ ,ତାହାହେଲେ ଦାମ ବାବୁ ପାରାଦୀପରେ ମୋ ସମକକ୍ଷ ସଂଗ୍ରାମରେ ଆସିପାରିବେ ନାହିଁ। ଦାମ ଏକୁଟିଆ, ଆମ ପାଖରେ ଦଳ ଓ ସଂଗଠନ ଅଛି। ଜିଲ୍ଲାର ଅନେକ କର୍ମୀଙ୍କୁ ଦାମ ଡରାଇ ରଖିଥିଲେ। ଏବେ ସେମାନେ ସ୍ୱେଚ୍ଛାକୃତ ଭାବେ ଆସି ଦଳକୁ ଆଗେଇ ନେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story