କେନ୍ଦ୍ର ସହଯୋଗରେ ହଜାରେ ଏକ ଜମିରେ ହେବ ବୃହତ୍ ଔଷଧ ପାର୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ ପ୍ରାୟ ହଜାରେ ଏକର ଜମିରେ ଏକ ବୃହତ୍ ଔଷଧ ପାର୍କ ନିର୍ମାଣ ହେବ। ଏହି ପାର୍କରେ ସାଧାରଣ ଭିତ୍ତିଭୂମିର ବିକାଶ ପାଇଁ ପ୍ରାୟ ୧୫୦୦କୋଟି ଟଙ୍କା ଖର୍ଚ୍ଚ ହେବ। ଗୋପାଳପୁରସ୍ଥିତ ଟାଟା ସ୍ୱତନ୍ତ୍ର ଏସଇଜେଡଠାରେ ଏକ ହଜାର ଏକର ଜମିରେ ଏହି ପାର୍କ ପ୍ରତିଷ୍ଠା କରାଯିବ। ଆଜି ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଚଳିତମାସ ୨୫ତାରିଖ ମଧ୍ୟରେ ଏହି ପାର୍କ ନିର୍ମାଣ ପାଇଁ ବିସ୍ତୃତ ପ୍ରକଳ୍ପ […]

medicinal

medicinal

Manoranjan Sial
  • Published: Friday, 04 September 2020
  • Updated: 04 September 2020, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ ପ୍ରାୟ ହଜାରେ ଏକର ଜମିରେ ଏକ ବୃହତ୍ ଔଷଧ ପାର୍କ ନିର୍ମାଣ ହେବ। ଏହି ପାର୍କରେ ସାଧାରଣ ଭିତ୍ତିଭୂମିର ବିକାଶ ପାଇଁ ପ୍ରାୟ ୧୫୦୦କୋଟି ଟଙ୍କା ଖର୍ଚ୍ଚ ହେବ। ଗୋପାଳପୁରସ୍ଥିତ ଟାଟା ସ୍ୱତନ୍ତ୍ର ଏସଇଜେଡଠାରେ ଏକ ହଜାର ଏକର ଜମିରେ ଏହି ପାର୍କ ପ୍ରତିଷ୍ଠା କରାଯିବ। ଆଜି ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଚଳିତମାସ ୨୫ତାରିଖ ମଧ୍ୟରେ ଏହି ପାର୍କ ନିର୍ମାଣ ପାଇଁ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବକୁ ଚୂଡ଼ାନ୍ତ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯିବ।

ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ ବୃହତ୍ ଔଷଧ ପାର୍କ ପ୍ରତିଷ୍ଠା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟରେ ବୃହତ୍ ଔଷଧ ପାର୍କର ବ୍ୟାପକ ସମ୍ଭାବନାକୁ ବିଚାର କରି ଏଥିପାଇଁ ଆସନ୍ତା ୧୫ଦିନ ମଧ୍ୟରେ ଏକ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ(ଡିପିଆର) ଚୂଡ଼ାନ୍ତ କରିବା ନିମନ୍ତେ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ଗୋପାଳପୁରସ୍ଥିତ ଟାଟା ସ୍ପେଶାଲ ଏସଇଜେଡଠାରେ ଏହି ପାର୍କ ପ୍ରତିଷ୍ଠା ନିମନ୍ତେ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି। ପାର୍କ ପାଇଁ ଆବଶ୍ୟକ ଏକହଜାର ଜମି ଟାଟା ଏସଏଇଜେଡରେ ଉପଲବ୍ଧ ଅଛି। ଏହି ସ୍ଥାନ ମଧ୍ୟ ବନ୍ଦର, ରେଳବାଇ ଓ ଜାତୀୟ ରାଜପଥ ସହ ସଂଯୁକ୍ତ ଥିବାବେଳେ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରଠୁ ୨ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହି ସ୍ଥାନରେ ପହଂଚି ହେବ ବୋଲି ବୈଠକରେ ସୂଚନା ଦିଆଯାଇଛି।

ଏହି ପାର୍କରେ ସାଧାରଣ ଭିତ୍ତିଭୂମିର ବିକାଶ ନିମନ୍ତେ ପ୍ରାୟ ୧୫୦୦କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି। ଏଥିନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥିକ ସହଯୋଗ ଯୋଗାଇ ଦେବେ ବୋଲି ବୈଠକରେ ଆଲୋଚନା ହୋଇଥିଲା। ପାର୍କର ରୂପାୟନ ନିମନ୍ତେ ଇଡକୋ ଓ ଟାଟା ଏସଇଜେଡ ମଧ୍ୟରେ ଏକ ସ୍ୱତନ୍ତ୍ର ପ୍ରକଳ୍ପ ବାହକ(ଏସପିଭି) ଗଠନ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଏଥିରେ ଇଡକୋ ପ୍ରମୁଖ ଅଂଶୀଦାର ରହିବେ। ଏହି ପାର୍କ ମାଧ୍ୟମରେ ୫ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆସନ୍ତା ୨୫ତାରିଖ ମଧ୍ୟରେ ପ୍ରକଳ୍ପ ପ୍ରସ୍ତାବ ଚୂଡ଼ାନ୍ତ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଇବା ପାଇଁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ପ୍ରକଳ୍ପ ସହ ଜଡ଼ିତ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story