ବିନା ପରୀକ୍ଷାରେ କରୋନାକ୍ରାନ୍ତଙ୍କୁ କୁହାଯାଉଛି ରିପୋର୍ଟ ନେଗେଟିଭ୍!

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସେବାରେ ସ୍ୱଚ୍ଛତା ରହୁନଥିବା ଅଭିଯୋଗ ହୋଇଛି। ଏମିତିକି ବିନା ପରୀକ୍ଷାରେ କରୋନା ରିପୋର୍ଟ ନେଗେଟିଭ୍ ବୋଲି ଡାକ୍ତରମାନେ ଆକ୍ରାନ୍ତଙ୍କୁ କହୁଥିବା ସୂଚନା ରହିଛି। ଯାହାକୁ ନେଇ ଆକ୍ରାନ୍ତଙ୍କ ପରିବାର ଲୋକେ ମଧ୍ୟ ଭୟଭୀତ। ରାଜ୍ୟରେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବଢ଼ୁଥିବା ବେଳେ ଏଭଳି ଅଭିଯୋଗ ସରକାରଙ୍କ କରୋନା ଚିକିତ୍ସା ଉପରେ ପ୍ରଶ୍ନ ଉଠାଇଛି। ବାଲେଶ୍ୱରର ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ସରକାରୀ ହସ୍ପିଟାଲରେ ତାଙ୍କର ସିଟି ସ୍କାନ […]

corona-1585819629950

corona-1585819629950

Subhransu Sekhar
  • Published: Saturday, 18 July 2020
  • Updated: 18 July 2020, 01:44 PM IST

Sports

Latest News

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସେବାରେ ସ୍ୱଚ୍ଛତା ରହୁନଥିବା ଅଭିଯୋଗ ହୋଇଛି। ଏମିତିକି ବିନା ପରୀକ୍ଷାରେ କରୋନା ରିପୋର୍ଟ ନେଗେଟିଭ୍ ବୋଲି ଡାକ୍ତରମାନେ ଆକ୍ରାନ୍ତଙ୍କୁ କହୁଥିବା ସୂଚନା ରହିଛି। ଯାହାକୁ ନେଇ ଆକ୍ରାନ୍ତଙ୍କ ପରିବାର ଲୋକେ ମଧ୍ୟ ଭୟଭୀତ। ରାଜ୍ୟରେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବଢ଼ୁଥିବା ବେଳେ ଏଭଳି ଅଭିଯୋଗ ସରକାରଙ୍କ କରୋନା ଚିକିତ୍ସା ଉପରେ ପ୍ରଶ୍ନ ଉଠାଇଛି।

ବାଲେଶ୍ୱରର ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ସରକାରୀ ହସ୍ପିଟାଲରେ ତାଙ୍କର ସିଟି ସ୍କାନ କରାଇଥିଲେ। ସେ କୌଣସି ମସ୍ତିଷ୍କ ରୋଗରେ ଆକ୍ରାନ୍ତ ଥିବା ଡାକ୍ତର ଜଣଙ୍କ କହିଥିଲେ। ତେବେ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ଯିବାକୁ ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ଏହାପରେ ରୋଗୀ ଜଣଙ୍କ ସମ୍ ହସ୍ପିଟାଲକୁ ଆସିଥିଲେ। ସେଠାରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ହେଲେ ବେଡ୍ ନଥିବାରୁ ସେ ଅନ୍ୟ କୋଭିଡ ହସ୍ପିଟାଲକୁ ଯିବାକୁ କହିଥିଲେ। ଏହାପରେ ଆକ୍ରାନ୍ତ ଜଣଙ୍କ କିମ୍ସ କୋଭିଡ ହସ୍ପିଟାଲରେ ଏବେ ଚିକିତ୍ସାଧୀନ ରହିଛନ୍ତି।

କରୋନା ପାଇଁ ପରିବାର ଲୋକଙ୍କୁ ଯିବାକୁ ବାରଣ ରହିଛି। ସଂପୃକ୍ତ ଆକ୍ରାନ୍ତଙ୍କ ବ୍ରେନ ସମସ୍ୟାରେ ସାମାନ୍ୟ ସୁଧାର ଆସିଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ହେଲେ ସେ ସୁସ୍ଥ ବୋଲି କହିହେବନି। ତଥାପି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିବା ଆକ୍ରାନ୍ତଙ୍କ ପରିବାର ଲୋକେ କହିଛନ୍ତି।

ମାତ୍ର ୧୦ ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଆକ୍ରାନ୍ତଙ୍କୁ ଡିସଚାର୍ଜ କରିହେବ ବୋଲି ଡାକ୍ତର ଜଣଙ୍କ କହିଥିବା ଆକ୍ରାନ୍ତଙ୍କ ସଂପର୍କୀୟ କହିଛନ୍ତି। ହେଲେ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ରିପୋର୍ଟ ଦେଇନଥିବା ଜଣାପଡ଼ିଛି। ଯାହାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆରୋଗ୍ୟ ହାର ବଢ଼ାଇ ବାହାବାହା ନେବାକୁ ଏବଂ ବେଡ୍ ଅଭାବ ଥିବା କହି ଆକ୍ରାନ୍ତଙ୍କୁ ବିନା ପରୀକ୍ଷାରେ ଡିସଚାର୍ଜ କରାଯିବା କରୋନା ଚିକିତ୍ସା ବ୍ୟବସ୍ଥା ପ୍ରତି ସନ୍ଦେହ ସୃଷ୍ଟି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story