ଓଟିପି ଦେଇନାହାନ୍ତି କି କ୍ଲିକ୍‌ କରିନାହାନ୍ତି, ୭୧ ହଜାର ଟଙ୍କା ଗାଏବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାହାକୁ ଓଟିପି ଦେଇନାହାନ୍ତି କି କୌଣସି ଲିଙ୍କରେ କ୍ଲିକ କରିରି ନାହାନ୍ତି। ଏହା ପରେ ମଧ୍ୟ ଆଖି ପିଛୁଳାକେ ଆକାଉଣ୍ଟ ଖାଲି କରିଦେଉଛନ୍ତି ସାଇବର ଠକ। ୭୧ ହଜାର ଟଙ୍କା ଠକେଇର ଶିକାର ହେଲେ ଭୁବନେଶ୍ୱରର ମନୋଜ ବାଡ଼ତ୍ୟା। ନଭେମ୍ବର ୧୧ ଭୋର ୩ଟାରୁ ୪ଟା ଭିତରେ ମନୋଜଙ୍କ ୨ଟି ବ୍ୟାଙ୍କ କ୍ରେଡିଟ୍‌ କାର୍ଡରୁ ହୋଇଛି ୭୧ ହଜାର ଟଙ୍କାର ଏକାଧିକ ବେନାମୀ ସପିଂ। ଏସମସ୍ତ ଟ୍ରାଞ୍ଜାକ୍ସନ ଆମାଜନ ପେ’ ଇଣ୍ଡିଆ ସହିତ […]

cyber

cyber

Manoranjan Sial
  • Published: Wednesday, 06 January 2021
  • Updated: 06 January 2021, 08:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାହାକୁ ଓଟିପି ଦେଇନାହାନ୍ତି କି କୌଣସି ଲିଙ୍କରେ କ୍ଲିକ କରିରି ନାହାନ୍ତି। ଏହା ପରେ ମଧ୍ୟ ଆଖି ପିଛୁଳାକେ ଆକାଉଣ୍ଟ ଖାଲି କରିଦେଉଛନ୍ତି ସାଇବର ଠକ। ୭୧ ହଜାର ଟଙ୍କା ଠକେଇର ଶିକାର ହେଲେ ଭୁବନେଶ୍ୱରର ମନୋଜ ବାଡ଼ତ୍ୟା। ନଭେମ୍ବର ୧୧ ଭୋର ୩ଟାରୁ ୪ଟା ଭିତରେ ମନୋଜଙ୍କ ୨ଟି ବ୍ୟାଙ୍କ କ୍ରେଡିଟ୍‌ କାର୍ଡରୁ ହୋଇଛି ୭୧ ହଜାର ଟଙ୍କାର ଏକାଧିକ ବେନାମୀ ସପିଂ। ଏସମସ୍ତ ଟ୍ରାଞ୍ଜାକ୍ସନ ଆମାଜନ ପେ’ ଇଣ୍ଡିଆ ସହିତ ହୋଇଥିବା ଜଣାପଡ଼ିଛି। ମନୋଜଙ୍କ କହିବା ଅନୁସାରେ ପୂର୍ବରୁ ଆମାଜନରୁ ସପିଂ କରିବା ପାଇଁ କ୍ରେଡିଟ୍‌ କାର୍ଡ ବ୍ୟବହାର କରିଥିବାରୁ, ସେତେବେଳେ କିଛି ଗଡ଼ବଡ଼ ହୋଇଥିବା ସେ ଆଶଙ୍କା କରୁଛନ୍ତି।

ସାଇବର ଠକ୍‌ଙ୍କ ଜାଲରେ କେବଳ ମନୋଜ ପଡ଼ି ନାହାନ୍ତି। ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର ରାମଚନ୍ଦ୍ର ପୃଷ୍ଟି ମଧ୍ୟ ଠକାମିରେ ଶିକାର ହୋଇଛନ୍ତି। ସାଢ଼େ ୪ ହଜାର ଟଙ୍କାର ଗୁଗୁଲ ପେ’ ରିଓ୍ୱାର୍ଡ୍ ପାଇବା ପାଇଁ ଲିଙ୍କରେ କ୍ଲିକ୍‌ କରିବାକୁ କହି, ୩ଟି ବ୍ୟାଙ୍କ ଆକାଉଣ୍ଟରୁ ୫୨ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ କହୁଛି, ଗତବର୍ଷ ଦେଶରେ କୋଲକତାରୁ ସର୍ବାଧିକ ୧୫ କୋଟି ଟଙ୍କା ସାଇବର ଠକେଇ ହୋଇଥିବା ବେଳେ, ଓଡିଶାରେ ୬୨ ଲକ୍ଷରୁ ଅଧିକ ଟଙ୍କା ଗାଏବ ହୋଇଛି। ଏଭଳି ଅପରାଧ ରୋକିବାକୁ ମନ୍ତ୍ରାଳୟ ପକ୍ଷରୁ ସାଇବର ସେଫ୍‌ ପୋର୍ଟାଲ୍‌ ତିଆରି କରାଯାଇ, ସେଥିରେ ଦେଶର ସବୁ ବ୍ୟାଙ୍କ, ଫୋନ ସେବା ପ୍ରଦାନକାରୀ ସଂସ୍ଥା ଓ ସୁରକ୍ଷା ସଂସ୍ଥାକୁ ଯୋଡ଼ାଯାଇଛି। ଏହା ଦ୍ୱାରା ଠକେଇ ଲିଙ୍କର ୨୫ ହଜାର ମୋବାଇଲ୍ ନମ୍ବର ବ୍ୟାନ କରାଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story