ଲିଭିନି ଅଳତା, ଜଳିଲା ଜୁଈ!

ଭଦ୍ରକ (ପାର୍ଥ ସାରଥୀ ନାୟକ): ଦୁହିତା ଦୁଇ କୋଳକୁ ହିତା! ଦୁଇ ପରିବାରର ସମ୍ପର୍କ ସେତୁ ହେବାକୁ ଯାଇଥିଲେ ପ୍ରଜ୍ଞାସିନି। ହେଲେ ସମ୍ପର୍କର ସେତୁ ବାନ୍ଧୁ ବାନ୍ଧୁ ଲିଭିଲା ଜୀବନ ଦୀପ। ଆଉ ଜଳିଲା ଜୁଈ। ଆଜି ଏପରି ହୃଦୟବିଦାରକ ଘଟଣା ଭଦ୍ରକରେ ଘଟିଛି। ବାଥ୍‌ରୁମ୍‌ରେ ପଡ଼ିଯାଇ ପ୍ରଜ୍ଞାସିନି ଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର […]

pragysini

pragysini

Manoranjan Sial
  • Published: Tuesday, 11 May 2021
  • Updated: 11 May 2021, 05:22 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଦୁହିତା ଦୁଇ କୋଳକୁ ହିତା! ଦୁଇ ପରିବାରର ସମ୍ପର୍କ ସେତୁ ହେବାକୁ ଯାଇଥିଲେ ପ୍ରଜ୍ଞାସିନି। ହେଲେ ସମ୍ପର୍କର ସେତୁ ବାନ୍ଧୁ ବାନ୍ଧୁ ଲିଭିଲା ଜୀବନ ଦୀପ। ଆଉ ଜଳିଲା ଜୁଈ। ଆଜି ଏପରି ହୃଦୟବିଦାରକ ଘଟଣା ଭଦ୍ରକରେ ଘଟିଛି। ବାଥ୍‌ରୁମ୍‌ରେ ପଡ଼ିଯାଇ ପ୍ରଜ୍ଞାସିନି ଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

[caption id="attachment_642447" align="aligncenter" width="650"]pragyasini ପ୍ରଜ୍ଞାସିନି(ଫଇଲ ଫଟୋ)[/caption]

ପୂରା ଘଟଣାଟି ଏମିତି। ପୀରହାଟ ମାଲପୁର ଗାଁର ସୁଧା ରଞ୍ଜନ ମହାନ୍ତିଙ୍କ ଝିଅ ପ୍ରଜ୍ଞାସିନି ମହାନ୍ତି ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ। ତାଙ୍କୁ ପ୍ରେମ କରୁଥିଲେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଂରା ଗାଁର ଖଗେଶ୍ୱର ଜେନା। ଉଭୟ ଏକାଠୀ ପାଠ ପଢ଼ୁଥିଲା ବେଳେ ପରସ୍ପରର ପ୍ରେମରେ ପଡିଥିଲେ। କିନ୍ତୁ ପ୍ରଜ୍ଞାସିନିଙ୍କ ପ୍ରେମକୁ ସ୍ୱୀକୃତି ମିଳିନଥିଲା। ବୁଝାସୁଝା ପରେ ରୀତିନୀତିରେ ବିବାହ ହୋଇଥିଲା।

ବିବାହ ପରେ ଖଗେଶ୍ୱର ଓ ପ୍ରଜ୍ଞାସିନି ଭଦ୍ରକ ସହର ସାହାପୁରରେ ଏକ ଭଡା ଘରେ ରହୁଥିଲେ। ରବିବାର ପ୍ରଜ୍ଞାସିନି ବାଥ୍‌ରୁମ୍‌ରେ ହଠାତ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ଖଗେଶ୍ୱର। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

marriage

ପ୍ରଜ୍ଞାସିନିଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ବାପ ଘର ଲୋକ ମେଡିକାଲ୍‌ରେ ପହଞ୍ଚିଥିଲେ। ଝିଅକୁ ଶାଶୁ ଓ ସ୍ୱାମୀ ମିଶି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଖଗେଶ୍ୱର ବେକାର ଥିବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହେଉଥିବା ପ୍ରଜ୍ଞାସିନିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story