ସ୍ତ୍ରୀ ବୁଝିପାରିଲାନି ସ୍ୱାମୀର ସାଂଘାତିକ ଷଡ଼ଯନ୍ତ୍ର, ଦୁଷ୍କର୍ମର ଶିକାର ହେଲା

ଉମରକୋଟ (କାର୍ତ୍ତିକ ମଲ୍ଲିକ): ସ୍ତ୍ରୀଙ୍କୁ ଦୁଷ୍କର୍ମ କରି ମାରି ଦେବାକୁ ସାଙ୍ଗମାନଙ୍କ ହାତକୁ ଟେକି ଦେଇଥିଲା ସ୍ୱାମୀ। ମହିଳା ଜଣଙ୍କ ସ୍ୱାମୀ ବିଛାଇ ଥିବା ଜାଲରେ ଫସି ଦୁଷ୍କର୍ମର ଶିକାର ହୋଇଥିବା ବେଳେ କୌଣସି ମତେ ନିଜ ଜୀବନ ବଞ୍ଚାଇ ଚାଲି ଆସିଥିଲେ। ଏମିତି ଏକ ଅଭିଯୋଗ ଆସିବା ପରେ ପୁଲିସ୍ ଘଟଣାର ତଦନ୍ତ କରି ଉକ୍ତ ମହିଳାଙ୍କ ସ୍ୱାମୀ ଓ ତାଙ୍କର ଜଣେ ସାଙ୍ଗକୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ଘଟଣାଟି […]

Stop Rape

Stop Rape

Jitendra Garnayak
  • Published: Sunday, 26 December 2021
  • Updated: 26 December 2021, 12:13 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ସ୍ତ୍ରୀଙ୍କୁ ଦୁଷ୍କର୍ମ କରି ମାରି ଦେବାକୁ ସାଙ୍ଗମାନଙ୍କ ହାତକୁ ଟେକି ଦେଇଥିଲା ସ୍ୱାମୀ। ମହିଳା ଜଣଙ୍କ ସ୍ୱାମୀ ବିଛାଇ ଥିବା ଜାଲରେ ଫସି ଦୁଷ୍କର୍ମର ଶିକାର ହୋଇଥିବା ବେଳେ କୌଣସି ମତେ ନିଜ ଜୀବନ ବଞ୍ଚାଇ ଚାଲି ଆସିଥିଲେ। ଏମିତି ଏକ ଅଭିଯୋଗ ଆସିବା ପରେ ପୁଲିସ୍ ଘଟଣାର ତଦନ୍ତ କରି ଉକ୍ତ ମହିଳାଙ୍କ ସ୍ୱାମୀ ଓ ତାଙ୍କର ଜଣେ ସାଙ୍ଗକୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳରେ।

ପୀଡ଼ିତା ଜଣଙ୍କ ୩ ବର୍ଷ ତଳେ ରାଇଘର ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ମାତ୍ର ୩ ମାସ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେଣୁ ମହିଳା ଜଣଙ୍କ ସ୍ୱାମୀ ଘର ଛାଡ଼ି ନିଜ ବାପ ଘରେ ରହୁଥିଲେ। କିନ୍ତୁ କିଛି ଦିନ ତାଙ୍କ ସ୍ୱାମୀ ତାଙ୍କୁ ଫୋନ୍ କରିଥିଲେ ଓ ଭଙ୍ଗା ସଂସାରକୁ ପୁଣି ଗଢ଼ିବା ପାଇଁ କହିଥିଲେ। ହାଇଦ୍ରାବାଦ ଯାଇ ସେମାନେ ନୂଆ ଜୀବନ ଆରମ୍ଭ କରିବେ ବୋଲି ସ୍ୱାମୀ ତାଙ୍କୁ ଫୋନ୍ କରି କହିଥିଲେ।

ଏହା ପରେ ଗତ ୨୦ ତାରିଖରେ ଅଭିଯୁକ୍ତ ସ୍ୱାମୀ ଯୋଜନାବଦ୍ଧ ଭାବେ ତାଙ୍କ ସ୍ତ୍ରୀଙ୍କୁ ବାଇକ୍‌ରେ ବସାଇ ଆଣିଥିଲେ। ତାଙ୍କ ସାଙ୍ଗରେ ତାଙ୍କର ଦୁଇ ଜଣ ସାଙ୍ଗ ମଧ୍ୟ ଥିଲେ। ହଳଦୀ ଘାଟି ନିକଟରେ ସେ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରି ମାରି ଦେବାକୁ ତାଙ୍କ ସାଙ୍ଗମାନଙ୍କୁ କହିଥିଲେ। ମହିଳା ଜଣଙ୍କ ସ୍ୱାମୀଙ୍କ ସାଙ୍ଗମାନଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ରାତ୍ରିର ସୁଯୋଗ ନେଇ ସେଠାରୁ ଖସି ଆସିଥିଲେ ଏବଂ ଘଟଣା ସଂପର୍କରେ ପରିବାର ଲୋକଙ୍କୁ କହିଥିଲେ। ତା’ପରେ ସେମାନେ କୁନ୍ଦେଇ ଥାନାର ଦ୍ୱାରସ୍ଥ ହୋଇଥିଲେ।

ଘଟଣାର ତଦନ୍ତ କରି ଶନିବାର କୁନ୍ଦେଇ ପୁଲିସ୍ ପୀଡ଼ିତାଙ୍କ ସ୍ୱାମୀ ଓ ତାଙ୍କର ଜଣେ ସାଙ୍ଗକୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଥିବା କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ ସେଠୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story