ସ୍ୱାମୀର ମୃତଦେହ ଦେଖି ହାତ କାଟିଦେଲେ ସ୍ତ୍ରୀ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଆଖି ଆଗରେ ସ୍ୱାମୀଙ୍କ ମୃତଦେହ ଦେଖି ଆତ୍ମହତ୍ୟା ଉଦ୍ୟମ କଲେ ସ୍ତ୍ରୀ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ହୃଦୟ ବିଦାରକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। ସୋନପୁର ବ୍ଲକ ରୁଗୁଡ଼ିପାଲି ଗାଁର ତ୍ରିଲୋଚନ ରଣା ଓ ତାଙ୍କ ପତ୍ନୀ ମନୋରମା ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ କାମ କରନ୍ତି। ସେଠାରେ କାମ କରୁଥିବା ବେଳେ ଗତ ସପ୍ତାହରେ ତ୍ରିଲୋଚନ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ […]

Suicide

Suicide

Manoranjan Sial
  • Published: Friday, 16 April 2021
  • Updated: 16 April 2021, 08:51 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଆଖି ଆଗରେ ସ୍ୱାମୀଙ୍କ ମୃତଦେହ ଦେଖି ଆତ୍ମହତ୍ୟା ଉଦ୍ୟମ କଲେ ସ୍ତ୍ରୀ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ହୃଦୟ ବିଦାରକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି।

ସୋନପୁର ବ୍ଲକ ରୁଗୁଡ଼ିପାଲି ଗାଁର ତ୍ରିଲୋଚନ ରଣା ଓ ତାଙ୍କ ପତ୍ନୀ ମନୋରମା ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ କାମ କରନ୍ତି। ସେଠାରେ କାମ କରୁଥିବା ବେଳେ ଗତ ସପ୍ତାହରେ ତ୍ରିଲୋଚନ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ସ୍ୱାମୀ-ସ୍ତ୍ରୀ ଗାଁକୁ ଫେରିଆସି ସଙ୍ଗରୋଧରେ ରହିଥିଲେ। ମାତ୍ର ତ୍ରିଲୋଚନଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟିନଥିଲା।

ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ିଥିବା ଦେଖି ଦୁଇ ଦିନ ତଳେ ତ୍ରିଲୋଚନଙ୍କୁ ତାଙ୍କ ପତ୍ନୀ ନାଇକେନପାଲି ଡାକ୍ତରଖାନରେ ଡାକ୍ତରଙ୍କୁ ଦେଖାଇଥିଲେ। ସେଠାରେ ତାଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। କରୋନା ରିପୋର୍ଟ ଆସିବା ପୂର୍ବରୁ ଅର୍ଥାତ ଆଜି ଅପରାହ୍ନରେ ତ୍ରିଲୋଚନଙ୍କ ମୃତ୍ୟୁ ଘଟିଥିଲା। ଆଖି ଆଗରେ ସ୍ୱାମୀଙ୍କ ମୃତଦେହ ଦେଖି ଧର୍ଯ୍ୟ ହରା ହୋଇଥିଲେ ପତ୍ନୀ ମନୋରମା। ମାନସିକ ଭାରସାମ୍ୟ ହରାଇ ନିଜ ହାତର ଭେନ୍ କାଟି ଦେଇଥିଲେ।

ମନୋରମାକୁ ମେଡ଼ିକାଲ୍‌ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ନିର୍ଦ୍ଧାରିତ ସମୟରେ ଆମ୍ୱୁଲାନ୍ସ ଗାଁରେ ପହଞ୍ଚିଥିଲା। ଏପରିକି ଗୁରୁତର ହୋଇଥିବା ମନୋରମାଙ୍କୁ ଷ୍ଟ୍ରେଚରରେ ଶୁଆଇ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ନେଉଥିଲେ। ସେହି ସମୟରେ ମନୋରମାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଆମ୍ୱୁଲାନ୍ସ କର୍ମଚାରୀମାନେ ଶୁଣିବାକୁ ପାଇଥିଲେ। ଏହା ପରେ ଆମ୍ୱୁଲାନ୍ସ କର୍ମଚାରୀମାନେ ମନୋରମାକୁ ମେଡିକାଲ୍‌ ନେବାକୁ ମନା କରିଦେଥିଲେ।

ଏହା ପରେ ଅନ୍ୟ ଏକ ଗାଡ଼ି ଡକାଇ ଥିଲେ ୧୦୮ ଆମ୍ୱୁଲାନ୍ସ କର୍ମଚାରୀ। ମନୋରମାକୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story