ନିଆଁରେ ପୋଡ଼ି ମହିଳାଙ୍କୁ ହତ୍ୟା ଅଭିଯୋଗ

କଟକ (ଓଡ଼ିଶା ରିପୋର୍ଟର): କଟକ ମାଲଗୋଦାମ ଥାନା ମଠସାହିରେ ଘଟିଛି ଏକ ଦୁଃଖଦ ଘଟଣା। ନିଆଁରେ ପୋଡ଼ି ହୋଇ ସନ୍ଦେହଜନକ ଭାବେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ରୀନା ପ୍ରଧାନ। ତାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ସେହି ବଖରାରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ପୋଡ଼ି ଯାଇଛି। ପୁଲିସ୍ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ମୃତ ମହିଳାଙ୍କ ସ୍ୱାମୀ ଓ ନଣଦଙ୍କୁ […]

fire

fire

Niharika Rout
  • Published: Wednesday, 05 May 2021
  • Updated: 05 May 2021, 10:40 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ମାଲଗୋଦାମ ଥାନା ମଠସାହିରେ ଘଟିଛି ଏକ ଦୁଃଖଦ ଘଟଣା। ନିଆଁରେ ପୋଡ଼ି ହୋଇ ସନ୍ଦେହଜନକ ଭାବେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୃତ ମହିଳାଙ୍କ ନାଁ ରୀନା ପ୍ରଧାନ। ତାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ସେହି ବଖରାରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ପୋଡ଼ି ଯାଇଛି।

ପୁଲିସ୍ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ମୃତ ମହିଳାଙ୍କ ସ୍ୱାମୀ ଓ ନଣଦଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରୀନାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ପୋଡ଼ି ମାରି ଦେଇଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ରୀନାଙ୍କୁ ତିନି ବର୍ଷ ହେଲା ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ ଓ ଏବେ ପୋଡ଼ି ମାରି ଦେଇଛନ୍ତି ବୋଲି ତାଙ୍କ ମା’ ସବିତା ବେହେରା ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story