୪୨୦ ସ୍ୱାମୀର ଚାଲ୍‌ ବୁଝିପାରିଲାନି ସ୍ତ୍ରୀ!

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପ୍ରେମ କରି ବାହା ହୋଇଥିଲା। ହେଲେ ଶରଳ ବିଶ୍ୱାସୀ ପତ୍ନୀ ବୁଝି ପାରିନଥିଲେ ୪୨୦ ସ୍ୱାମୀର ଚାଲ୍‌। ବାହାଘରର ୨ ମାସ ପରେ ପତ୍ନୀକୁ ଛାଡ଼ି ପଳାଇଗଲା। ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛି ପତ୍ନୀ। ଆଜି ଏପରି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ। ପୂରା ଘଟଣାଟି ଏମିତି। ୨୦୧୬ ମସିହାରୁ ସୁବର୍ଣ୍ଣପୁର ଜିଲ୍ଲା ମାଲିପଡାର ଜ୍ଞାନରଂଜନ ମହାନ୍ତି ବେହେରାମାଲ ଗାଁର ଝରଣା ମେହେରଙ୍କୁ ପ୍ରେମ କରୁଥିଲେ। ମାର୍ଚ୍ଚ ୯ ତାରିଖରେ […]

Sonepur

Sonepur

Manoranjan Sial
  • Published: Wednesday, 16 June 2021
  • Updated: 16 June 2021, 07:08 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପ୍ରେମ କରି ବାହା ହୋଇଥିଲା। ହେଲେ ଶରଳ ବିଶ୍ୱାସୀ ପତ୍ନୀ ବୁଝି ପାରିନଥିଲେ ୪୨୦ ସ୍ୱାମୀର ଚାଲ୍‌। ବାହାଘରର ୨ ମାସ ପରେ ପତ୍ନୀକୁ ଛାଡ଼ି ପଳାଇଗଲା। ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛି ପତ୍ନୀ। ଆଜି ଏପରି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ।

ପୂରା ଘଟଣାଟି ଏମିତି। ୨୦୧୬ ମସିହାରୁ ସୁବର୍ଣ୍ଣପୁର ଜିଲ୍ଲା ମାଲିପଡାର ଜ୍ଞାନରଂଜନ ମହାନ୍ତି ବେହେରାମାଲ ଗାଁର ଝରଣା ମେହେରଙ୍କୁ ପ୍ରେମ କରୁଥିଲେ। ମାର୍ଚ୍ଚ ୯ ତାରିଖରେ ସମ୍ୱଲପୁର ମ୍ୟାରେଜ୍‌ ଅଫିସରଙ୍କ ସାମ୍ନାରେ ଉଭୟଙ୍କ ବିବାହ ହୋଇଥିଲା। ବାହାଘର ପରେ ସେମାନେ ବଲାଙ୍ଗିରେ ଘର ଭଡ଼ା ନେଇ ରହି ଆସୁଥିଲେ।

ବାହାଘର ପରେ ସ୍ୱାମୀ-ସ୍ତ୍ରୀ ସାଙ୍ଗରେ ରହୁଥିଲେ। କିଛି ଦିନର ଦାମ୍ପତ୍ୟ ଜୀବନ ବିତାଇବା ପରେ ହଠାତ୍‌ ଫେରାର ହୋଇଯାଇଥିଲେ ସ୍ୱାମୀ ଜ୍ଞାନ ରଞ୍ଜନ। ଫେରିବା ବାଟକୁ ଚାହିଁ ରହିଥିବା ସ୍ତ୍ରୀ। ହେଲେ ଘରୁ ଯାଇଥିବା ସ୍ୱାମୀ ଆଉ ଫେରିଲେନାହିଁ। ଖୋଜାଖୋଜି ପରେ ସ୍ୱାମୀଙ୍କୁ ନପାଇ ଶାଶୁ ଘରେ ଯାଇଥିଲେ ଝରଣା। ହେଲେ ଶାଶୁଘର ଲୋକେ ତାଙ୍କୁ ଗ୍ରହଣ କରିନଥିଲେ। ମାଡ଼ ମାରି ବାହାର କରିଦେଇଥିବା ଝରଣା ଅଭିଯୋଗ କରିଛନ୍ତି। ଏଥିରେ ତାଙ୍କ ସ୍ୱାମୀ ଜ୍ଞାନଙ୍କ ହାତ ଥିବା ଝରଣା ଅଭିଯୋଗ କରିଛନ୍ତି।

ଏନେଇ ଝରଣା ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story