ମା’ ଓ ଝିଅଙ୍କ ସନ୍ଦେହଜନକ ମୃତ୍ୟୁ

ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଛତରାଆମ୍ବ ଗାଁରେ ମା’ ଓ ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଉଭୟଙ୍କୁ ନିକଟସ୍ଥ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରଯାଇଥିବା ବେଳେ ରାତିରେ ୯ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ମା’ର ମୃତ୍ୟୁ ଘଟିଛି। ସ୍ୱାମୀ ସହ ଗଣ୍ଡଗୋଳ କାରଣରୁ ସ୍ତ୍ରୀ ଜେମା ସିଂହ ନିଜେ ଏବଂ ନିଜ ୯ ମାସର ଶିଶୁକନ୍ୟାକୁ ନିକଟସ୍ଥ ଜଙ୍ଗଲକୁ ନେଇ […]

dead

Rakesh Mallick
  • Published: Tuesday, 04 April 2017
  • , Updated: 04 April 2017, 12:50 PM IST

ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଛତରାଆମ୍ବ ଗାଁରେ ମା’ ଓ ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଉଭୟଙ୍କୁ ନିକଟସ୍ଥ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରଯାଇଥିବା ବେଳେ ରାତିରେ ୯ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ମା’ର ମୃତ୍ୟୁ ଘଟିଛି।

ସ୍ୱାମୀ ସହ ଗଣ୍ଡଗୋଳ କାରଣରୁ ସ୍ତ୍ରୀ ଜେମା ସିଂହ ନିଜେ ଏବଂ ନିଜ ୯ ମାସର ଶିଶୁକନ୍ୟାକୁ ନିକଟସ୍ଥ ଜଙ୍ଗଲକୁ ନେଇ ବିଷ ପିଆଇ ଦେଇଥିବା କୁହାଯାଉଛି।

 

Related story