ବିଲରେ କାମ କରୁଥିବା ବେଳେ ମାରିଲା ବଜ୍ର

କେନ୍ଦୁଝର(ପ୍ରଣୟ କୁମାର ପାଣି): ମାଆ ଓ ଝିଅ ବିଲରେ କାମ କରୁଥିଲେ। ହଠାତ୍‌ ମାରିଲା ବଜ୍ର। ଘଟଣାସ୍ଥଳରେ ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଆହତ ହୋଇଛି। ଆଜି ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଘଟିଛି। ପାଟଣା ଥାନା ତାଳପଦା ଗାଁର ମାଳତୀ ତନ୍ତି ଓ ତାଙ୍କ ଝିଅ ସବିତା ପାତ୍ର ଆଜି ବିଲକୁ କାମ କରିବାକୁ ଯାଉଥିଲେ। ବିଲରେ କାମ କରୁଥିବା ବେଳେ ହଠାତ୍‌ ବର୍ଷିଥିଲା ବର୍ଷା। ପରେ […]

Lightning

Lightning

Manoranjan Sial
  • Published: Tuesday, 28 September 2021
  • Updated: 28 September 2021, 10:33 PM IST

Sports

Latest News

କେନ୍ଦୁଝର(ପ୍ରଣୟ କୁମାର ପାଣି): ମାଆ ଓ ଝିଅ ବିଲରେ କାମ କରୁଥିଲେ। ହଠାତ୍‌ ମାରିଲା ବଜ୍ର। ଘଟଣାସ୍ଥଳରେ ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଆହତ ହୋଇଛି। ଆଜି ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଘଟିଛି।

ପାଟଣା ଥାନା ତାଳପଦା ଗାଁର ମାଳତୀ ତନ୍ତି ଓ ତାଙ୍କ ଝିଅ ସବିତା ପାତ୍ର ଆଜି ବିଲକୁ କାମ କରିବାକୁ ଯାଉଥିଲେ। ବିଲରେ କାମ କରୁଥିବା ବେଳେ ହଠାତ୍‌ ବର୍ଷିଥିଲା ବର୍ଷା। ପରେ ବଜ୍ରପାତ ହୋଇଥିଲା। ଫଳରେ ବିଲରେ କାମ କରୁଥିବା ବେଳେ ମାଳତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ସବିତା ଚେତାହରାଇ ପଡ଼ିଥିଲେ। ପାଖରେ ବିଲରେ କାମ କରୁଥିବା ଚାଷୀମାନେ ସବିତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story