ରାଜଧାନୀରେ ଚାଞ୍ଚଲ୍ୟ: ରାତିରେ ଭୋଜି କଲେ, ସକାଳୁ ଝୁଲନ୍ତା ଅବସ୍ଥାରେ ମିଳିଲେ ମହିଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଗତ ରାତିରେ ପଡ଼ୋଶୀଙ୍କ ସହ ଭୋଜି କରି ଖୁସି ମନରେ ଘରକୁ ଫେରିଥିବା ମହିଳାଙ୍କ ଝୁଲନ୍ତା ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି। ଏପରି ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଧୀନ ଭାଗବତ ସନ୍ଧାନରେ ଘଟିଛି। ମୃତ ମହିଳା ହେଲେ ପ୍ରଜ୍ଞା  ପାରମିତା ଧଳ। ପ୍ରଜ୍ଞା ୬ ବର୍ଷ ତଳେ ବିବାହ କରି ଭାଗବତ ସନ୍ଧାନ ଅଞ୍ଚଳରେ ରହୁଥିଲେ।  ଉଭୟ ସ୍ୱାମୀସ୍ତ୍ରୀ ଗତକାଲି ରାତିରେ […]

lady-bbsr

lady-bbsr

Niharika Rout
  • Published: Thursday, 25 August 2022
  • Updated: 25 August 2022, 02:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଗତ ରାତିରେ ପଡ଼ୋଶୀଙ୍କ ସହ ଭୋଜି କରି ଖୁସି ମନରେ ଘରକୁ ଫେରିଥିବା ମହିଳାଙ୍କ ଝୁଲନ୍ତା ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି। ଏପରି ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଧୀନ ଭାଗବତ ସନ୍ଧାନରେ ଘଟିଛି। ମୃତ ମହିଳା ହେଲେ ପ୍ରଜ୍ଞା  ପାରମିତା ଧଳ।

ପ୍ରଜ୍ଞା ୬ ବର୍ଷ ତଳେ ବିବାହ କରି ଭାଗବତ ସନ୍ଧାନ ଅଞ୍ଚଳରେ ରହୁଥିଲେ।  ଉଭୟ ସ୍ୱାମୀସ୍ତ୍ରୀ ଗତକାଲି ରାତିରେ ପଡ଼ୋଶୀଙ୍କ ଘରେ ଭୋଜିଭାତ କରିଥିଲେ। ଏହାପରେ ଖୁସିମନରେ ସେଠାରୁ ଫେରିଥିଲେ। ହେଲେ ଆଜି ସକାଳୁ ପ୍ରଜ୍ଞାଙ୍କ ମୃତଦେହ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଉଭୟ ପତିପତ୍ନୀଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା ନା ଅନ୍ୟ କିଛି ସମସ୍ୟା ଥିଲା ତାହାର ଖୋଳତାଡ଼ କରୁଛି ପୁଲିସ୍‌। ଏପରିକି ଗତରାତିରେ ଭୋଜିରେ କ’ଣ ଘଟିଥିଲା କି, ହଠାତ୍‌ କାହିଁକି  ଏପରି ଚରମ ପଦକ୍ଷେପ ନେଲେ ମହିଳା ସେ ନେଇ ବି ଖୋଳତାଡ଼ କରୁଛି ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story