ଶୌଚ ପାଇଁ ଡଙ୍ଗା ଯାତ୍ରା!

କୋଣାର୍କ (ସଞ୍ଜୟ ପତି): ଶୌଚ ପାଇଁ ଡଙ୍ଗା ଯାତ୍ରା! ଏପରି ଭୟଙ୍କର ଚିତ୍ର ଆସିଛି ପୁରୀ ଜିଲ୍ଲାରୁ। ଗାଁର ମହିଳା, ଯୁବତୀ, କିଶୋରୀ, ବୃଦ୍ଧ ଓ ବୃଦ୍ଧାମାନେ ଶୌଚ ପାଇଁ ସକାଳେ ଏବଂ ଅନ୍ଧ୍ୟାରେ ଡଙ୍ଗାରେ ଯିବା ଆସିବା କରୁଛନ୍ତି। ଡଙ୍ଗାରେ ଯାତ୍ରା ବିପଦପୂର୍ଣ୍ଣ ଥିବା ସତ୍ତ୍ୱେ ଏପରି କରିବାକୁ ପଡ଼ୁଛି ବୋଲି ମହିଳାମାନେ କହିଛନ୍ତି। ଧନୁଆ ଓ କୁଶଭଦ୍ରା ନଦୀରେ ପ୍ରବାହିତ ହେଉଛି ବନ୍ୟା ପାଣି। ଯେଉଁଥିପାଇଁ ଗୋପ ବ୍ଲକର ଗଣେଶ୍ୱରପୁର ଶିଶୋ, ଗୋଲା ସାହି, […]

Puri

Puri

Manoranjan Sial
  • Published: Tuesday, 23 August 2022
  • Updated: 23 August 2022, 09:45 PM IST

କୋଣାର୍କ (ସଞ୍ଜୟ ପତି): ଶୌଚ ପାଇଁ ଡଙ୍ଗା ଯାତ୍ରା! ଏପରି ଭୟଙ୍କର ଚିତ୍ର ଆସିଛି ପୁରୀ ଜିଲ୍ଲାରୁ। ଗାଁର ମହିଳା, ଯୁବତୀ, କିଶୋରୀ, ବୃଦ୍ଧ ଓ ବୃଦ୍ଧାମାନେ ଶୌଚ ପାଇଁ ସକାଳେ ଏବଂ ଅନ୍ଧ୍ୟାରେ ଡଙ୍ଗାରେ ଯିବା ଆସିବା କରୁଛନ୍ତି। ଡଙ୍ଗାରେ ଯାତ୍ରା ବିପଦପୂର୍ଣ୍ଣ ଥିବା ସତ୍ତ୍ୱେ ଏପରି କରିବାକୁ ପଡ଼ୁଛି ବୋଲି ମହିଳାମାନେ କହିଛନ୍ତି।

ଧନୁଆ ଓ କୁଶଭଦ୍ରା ନଦୀରେ ପ୍ରବାହିତ ହେଉଛି ବନ୍ୟା ପାଣି। ଯେଉଁଥିପାଇଁ ଗୋପ ବ୍ଲକର ଗଣେଶ୍ୱରପୁର ଶିଶୋ, ଗୋଲା ସାହି, ଦାମୋଦରପୁର, ସାନ ଡ଼ିହି ଆଦି ଗାଁର ଜଳମଗ୍ନ ହୋଇଛି। ଘର ଭିତରେ ପାଣି, ଘର ବାହାରେ ପାଣି। ଯେଉଁଠି ଦେଖିବେ ଖାଲି ବନ୍ୟା ପାଣି ଛଡ଼ା, ଅନ୍ୟ କିଛି ଦେଖିବାକୁ ମିଳିବ ନାହିଁ। ଏପରି ସ୍ଥିତିରେ ପୁରୁଷମାନେ ଯେଉଁଠି ପାରିବେ ହୁଏତ ଶୌଚ ହୋଇପାରିବେ। ହେଲେ ମହିଳା, ଝିଅ, ବୋହୂ, ବୃଦ୍ଧା ଓ ବୃଦ୍ଧମାନେ କେମିତି ଏବଂ କେଉଁଠି ଶୌଚ ଯିବେ?

ତେଣୁ ଶିଶୋ, ଗୋଲା ସାହି, ଦାମୋଦରପୁର, ସାନ ଡ଼ିହି ଆଦି ଗାଁର ମହିଳା, ଝିଅ, ବୋହୂ, ବୃଦ୍ଧା ଓ ବୃଦ୍ଧମାନେ ଶୌଚ ହେବା ପାଇଁ ଡଙ୍ଗାରେ ଆସୁଛନ୍ତି। ସକାଳେ ଓ ସନ୍ଧ୍ୟା ବେଳେ ଏମାନେ ଡକାଡକି ହୋଇ ଡଙ୍ଗାରେ ଢ଼ିପ ସ୍ଥାନକୁ ଆସୁଛନ୍ତି। ସେଠାରେ ଶୌଚ ସାରି ପୁଣି ଘରକୁ ଫେରୁଛନ୍ତି। ବନ୍ୟା ପରଠାରୁ ପ୍ରତିଦିନ ଗାଁର ମହିଳା, ଝିଅ, ବୋହୂ, ବୃଦ୍ଧା ଓ ବୃଦ୍ଧମାନେ ଏମିତି ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି। ଏଭଳି ଦୃଶ୍ୟ ଆମ ସଭ୍ୟ ସମାଜର ବିଧି ବ୍ୟବସ୍ଥାକୁ ପଦାରେ ପକେଇଛି।

ଗାଁର ସୁକାନ୍ତି ମୁଦୁଲି, “ବନ୍ୟା ପାଣିରେ ସବୁ ଶୌଚାଳୟ ବୁଡ଼ି ଯାଇଛି। ଗାଁରେ ଅସୁବିଧା ଥିବାରୁ ଡଙ୍ଗାରେ ଆସୁଛି। ବାହାରେ ଝାଡା ବସି ଯାଉଛି। ଦିନକୁ ଦୁଇ ଥର ଆସିବାକୁ ପଡ଼ୁଛି। ଡ଼ର ଲାଗୁଥିଲେ ମଧ୍ୟ କଣ କରିବୁ? ଆମକୁ ଆସିବାକୁ ପଡ଼ୁଛି। କାରଣ ବନ୍ୟାରେ ଆମ ଶୌଚାଳୟ ବୁଡ଼ି ଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story