ଟାର୍ଗେଟରେ ପୁଅ ଥିଲା, ମା’ ଦେହରେ ବାଜିଲା ଗୁଳି

ରାଉରକେଲା(ପୱନ ତୀୱାରୀ): ଗୁଳିମାଡ଼ରେ ମହିଳା ଗୁରୁତର। ପୁଅକୁ ଟାର୍ଗେଟ କରିଥିଲେ। ମା’ ଦେହରେ ବାଜିଲା। ରାଉରକେଲା ସହରରେ ବ୍ରହ୍ମାଣୀ ତରଙ୍ଗ ଥାନା ଅନ୍ତର୍ଗତ ସିଂଟୋଲାରେ ଗୁଳି ମାଡ ଘଟିଛି  I ପ୍ରକାଶ ପ୍ରସାଦ ନାମକ ସୁନା ବେପାରୀ ରାଉରକେଲାରୁ ସିଂଟୋଲା ତଥା ନିଜ ଘଣକୁ ଫେରୁଥିବା ସମୟରେ ହୋଇଛି ଗୁଳି ମାଡ଼ l ଗୁଳିଟି ପ୍ରକାଶଙ୍କ ମା’ଙ୍କ ପିଠି ରେ ବାଜିଛି l ଏକ ବାଇକ୍ ରେ ତିନି ଜଣ ଯୁବକ ଆସି ଗୁଳି ମାଡ଼ କଟିଥିବା […]

690-1

690-1

Tapas Behera
  • Published: Monday, 14 December 2020
  • Updated: 14 December 2020, 09:39 PM IST

Sports

Latest News

ରାଉରକେଲା(ପୱନ ତୀୱାରୀ): ଗୁଳିମାଡ଼ରେ ମହିଳା ଗୁରୁତର। ପୁଅକୁ ଟାର୍ଗେଟ କରିଥିଲେ। ମା’ ଦେହରେ ବାଜିଲା। ରାଉରକେଲା ସହରରେ ବ୍ରହ୍ମାଣୀ ତରଙ୍ଗ ଥାନା ଅନ୍ତର୍ଗତ ସିଂଟୋଲାରେ ଗୁଳି ମାଡ ଘଟିଛି  I ପ୍ରକାଶ ପ୍ରସାଦ ନାମକ ସୁନା ବେପାରୀ ରାଉରକେଲାରୁ ସିଂଟୋଲା ତଥା ନିଜ ଘଣକୁ ଫେରୁଥିବା ସମୟରେ ହୋଇଛି ଗୁଳି ମାଡ଼ l ଗୁଳିଟି ପ୍ରକାଶଙ୍କ ମା’ଙ୍କ ପିଠି ରେ ବାଜିଛି l ଏକ ବାଇକ୍ ରେ ତିନି ଜଣ ଯୁବକ ଆସି ଗୁଳି ମାଡ଼ କଟିଥିବା ପ୍ରକାଶ ପ୍ରସାଦ କହିଛନ୍ତି l ତେବେ ଆଜି ସନ୍ଧ୍ୟାରେ  ଏହି ଘଟଣା ଟି ଘଟିଛି I ବ୍ରାହ୍ମଣୀ ତରଂଗ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l ଗୁଳିମାଡ଼ର କାରଣ ଜଣାପଡ଼ି ନାହିଁ। ତେବେ ପ୍ରକାଶ ଯେହେତୁ ଜଣେ ସୁନା ବ୍ୟବସାୟୀ ତେଣୁ ବ୍ୟବସାୟିକ ଶତ୍ରୁତା କିମ୍ବା ଲୁଟ୍‌ ଉଦ୍ଦେଶ୍ୟରେ ଗୁଳି ମାଡ଼ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos