ଜାଳେଣୀ ସଂଗ୍ରହ କରିବାକୁ ଯାଇ ଶିକାର ହେଲେ ମହିଳା!

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଜାଳେଣୀ ସଂଗ୍ରହ କରିବାକୁ ଯାଇ ଶିକାର ହେଲେ ମହିଳା! ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଏନେଇ ମୃତ ମହିଳାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ପୂରା ଘଟଣାଟି ଏମିତି। ଗତ ୧୭ ତାରିଖରେ ଜଙ୍ଗଲକୁ ଜାଳେଣୀ ସଂଗ୍ରହ ପାଇଁ ଜରଡା ଥାନା ବୁରାତାଲ ପଞ୍ଚାୟତ କୁସମାଳ ଗ୍ରାମ ମମତି ଭୂୟାଁ ଯାଇଥିଲେ। ଜାଳେଣୀ ସଂଗ୍ରହ କରୁଥିବା ବେଳେ ତାଙ୍କ ବେକ ତଳେ ବାଜିଥିଲା ଗୁଳି। ଜଣେ […]

gun

gun

Manoranjan Sial
  • Published: Monday, 19 April 2021
  • Updated: 19 April 2021, 05:39 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଜାଳେଣୀ ସଂଗ୍ରହ କରିବାକୁ ଯାଇ ଶିକାର ହେଲେ ମହିଳା! ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଏନେଇ ମୃତ ମହିଳାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତନାଘନା ଆରମ୍ଭ କରିଛି।

ପୂରା ଘଟଣାଟି ଏମିତି। ଗତ ୧୭ ତାରିଖରେ ଜଙ୍ଗଲକୁ ଜାଳେଣୀ ସଂଗ୍ରହ ପାଇଁ ଜରଡା ଥାନା ବୁରାତାଲ ପଞ୍ଚାୟତ କୁସମାଳ ଗ୍ରାମ ମମତି ଭୂୟାଁ ଯାଇଥିଲେ। ଜାଳେଣୀ ସଂଗ୍ରହ କରୁଥିବା ବେଳେ ତାଙ୍କ ବେକ ତଳେ ବାଜିଥିଲା ଗୁଳି। ଜଣେ ଶିକାରୀ ଜଗନ୍ନାଥ ଶିକାର ଉଦ୍ଦେଶ୍ୟରେ ଚଳାଇଥିବା ବନ୍ଧୁକର ଗୁଳି ତାଙ୍କ(ମମତି) ବେକ ତଳେ ବାଜିଥିଲା। ମମତିଙ୍କ ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିଥିଲେ ଜଗନ୍ନାଥ। ପରେ ତାଙ୍କୁ ନିଜ ଘରକୁ ନେଇ ଆସିଥିଲେ।

ମମତିଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଘରେ ରଖି ଦେଶୀ ଚିକିତ୍ସା କରୁଥିଲେ ଜଗନ୍ନାଥ। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ଘଟିନଥିଲା। ସେପଟେ ମମତି ଘରକୁ ନଫେରିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ି ଯାଇଥିଲା। ପରେ ପରିବାର ଲୋକେ ମମତିଙ୍କୁ ଖୋଜି ଖୋଜି ଶିକାରୀଙ୍କ ଘରୁ ଆହତ ଅବସ୍ଥାରେ ପାଇଥିଲେ। ସେଠାରୁ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଏନେଇ ମମତିଙ୍କ ପିତା ଦୁର୍ଲଭ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଶିକାରୀ ଜଗନ୍ନାଥଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story