ଟ୍ରକ୍‌ରେ ପିଟିହେଲା ସ୍କୁଟି, ଚାଲିଗଲା ମହିଳାଙ୍କ ଜୀବନ

ସୋର (ନିରଞ୍ଜନ ବେହେରା): ସ୍କୁଟିରେ ଘରକୁ ଫେରୁଥିଲେ। ଅଧା ରାସ୍ତାରେ ଟ୍ରକ୍‌ରେ ପିଟି ହେଲେ। ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି। ସିମୁଳିଆ ଗାଁର ପ୍ରମିଳା ବେହେରା, ତପସ୍ୱିନୀ ଶଙ୍ଖୁଆ ଓ ତାଙ୍କ ଛୁଆକୁ ଧରି ସ୍କୁଟିରେ ଆଜି ଅନନ୍ତପୁର ଯାଇଥିଲେ। ସେଠାରୁ କାମ ସାରି ଘରକୁ ଫେରୁଥିଲେ। ତେବେ […]

Soro

Soro

Manoranjan Sial
  • Published: Thursday, 06 October 2022
  • Updated: 06 October 2022, 06:45 PM IST

Sports

Latest News

ସୋର (ନିରଞ୍ଜନ ବେହେରା): ସ୍କୁଟିରେ ଘରକୁ ଫେରୁଥିଲେ। ଅଧା ରାସ୍ତାରେ ଟ୍ରକ୍‌ରେ ପିଟି ହେଲେ। ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି।

ସିମୁଳିଆ ଗାଁର ପ୍ରମିଳା ବେହେରା, ତପସ୍ୱିନୀ ଶଙ୍ଖୁଆ ଓ ତାଙ୍କ ଛୁଆକୁ ଧରି ସ୍କୁଟିରେ ଆଜି ଅନନ୍ତପୁର ଯାଇଥିଲେ। ସେଠାରୁ କାମ ସାରି ଘରକୁ ଫେରୁଥିଲେ। ତେବେ ଅଇଁରି ଛକରେ ସମ୍ମୁଖରୁ ଆସୁଥିବା ଟ୍ରକ୍‌ରେ ପିଟି ହୋଇଯାଇ ଥିଲେ। ପ୍ରମିଳା ବେହେରାଙ୍କ ଉପରେ ମାଡ଼ି ଯାଇଥିଲା ଟ୍ରକ୍‌। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତପସ୍ୱିନୀ ଓ ଛୁଆ ଛିଟିକି ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଥିଲେ। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ୍‌। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ସେପଟେ ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଚମ୍ପଟ ମାରିଛି। ପୁଲିସ୍‌ ଟ୍ରକ୍‌ ଜବତ କରି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story