ବେକ କାଟି ମହିଳାଙ୍କୁ ହତ୍ୟା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ପଧାନପାଲି ଗାଁ ଅଇଁଲା ଆଟରେ ଆଜି ସକାଳେ ଜଣେ ମହିଳାଙ୍କ ମୃତଦେହ ଦେଖିବାକୁ ମଳିଛି। କେହି ଦୁର୍ବୃତ୍ତ ମହିଳାଙ୍କ ବେକ କାଟି ହତ୍ୟା କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଖବର ଲେଖାଯିବା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ।

murder

Rakesh Mallick
  • Published: Thursday, 30 November 2017
  • , Updated: 30 November 2017, 11:08 AM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ପଧାନପାଲି ଗାଁ ଅଇଁଲା ଆଟରେ ଆଜି ସକାଳେ ଜଣେ ମହିଳାଙ୍କ ମୃତଦେହ ଦେଖିବାକୁ ମଳିଛି। କେହି ଦୁର୍ବୃତ୍ତ ମହିଳାଙ୍କ ବେକ କାଟି ହତ୍ୟା କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଖବର ଲେଖାଯିବା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ।

Related story