ଶ୍ରମିକ ଟ୍ରେନରେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଭିଟାମାଟିକୁ ଫେରୁଥିବା ବେଳେ ଟ୍ରେନରେ ଚାଲିଗଲା ପ୍ରବାସୀ ମହିଳା ଶ୍ରମିକଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ବିଶାଖାପାଟଣାରୁ ବଲାଙ୍ଗିର ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ। ଆଜି ସକାଳେ ବଲାଙ୍ଗିରରେ ଟ୍ରେନଟି ପହଞ୍ଚିବା ପରେ ସେଥିରେ ଆସୁଥିବା ଜଣେ ମହିଳା ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ଜଣା ପଡ଼ିଥିଲା। ମୃତ ମହିଳା ଜଣକ ହେଲେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଜଡ଼ା ଗାଁର ରାଧା କରା। ତାଙ୍କର ଛୋଟ ପୁଅଟିଏ ଅଛି। ତାଙ୍କ […]

Deadbody

Deadbody

Niharika Rout
  • Published: Sunday, 24 May 2020
  • Updated: 24 May 2020, 08:41 AM IST

Sports

Latest News

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଭିଟାମାଟିକୁ ଫେରୁଥିବା ବେଳେ ଟ୍ରେନରେ ଚାଲିଗଲା ପ୍ରବାସୀ ମହିଳା ଶ୍ରମିକଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ବିଶାଖାପାଟଣାରୁ ବଲାଙ୍ଗିର ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ।

ଆଜି ସକାଳେ ବଲାଙ୍ଗିରରେ ଟ୍ରେନଟି ପହଞ୍ଚିବା ପରେ ସେଥିରେ ଆସୁଥିବା ଜଣେ ମହିଳା ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ଜଣା ପଡ଼ିଥିଲା। ମୃତ ମହିଳା ଜଣକ ହେଲେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଜଡ଼ା ଗାଁର ରାଧା କରା। ତାଙ୍କର ଛୋଟ ପୁଅଟିଏ ଅଛି।

ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ଛାତିରେ ଯନ୍ତ୍ରଣା ହୋଇ ତାଙ୍କର ଜୀବନ ଚାଲି ଯାଇଥିବା ତାଙ୍କ ସଂପର୍କୀୟ ସୂଚନା ଦେଇଛନ୍ତି। ବଲାଙ୍ଗିର ପୁଲିସ୍‌ ଶବକୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story