ଭାଇ ସହ ମିଶି ସ୍ୱାମୀଙ୍କୁ ହାଣିଦେଲେ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): କ୍ରୋଧର ବଶବର୍ତ୍ତୀ ହୋଇ ମଣିଷ ନିଜ ହିତାହିତ ଜ୍ଞାନ ଭୁଲି ଯାଏ । ଏପରିକି ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିଦେବାକୁ ବି ପଛାଏ ନାହିଁ। ଏପରି ଏକ ଜଘନ୍ୟ କାଣ୍ଡ ଗତକାଲି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପଟାଧାର ଗାଁରେ ଘଟିଛି। ସ୍ୱାମୀସ୍ତ୍ରୀ ବିବାଦର କରୁଣ ପରିଣତି ସ୍ୱରୂପ ସ୍ତ୍ରୀ ନିଜ ଭାଇ ସହ ମିଶି ସ୍ୱାମୀକୁ ନୃଶଂସ ଭାବେ ହାଣି ହତ୍ୟା କରିଛି। ମୃତକ ହେଲେ ପଟାଧାର […]

murder

murder

Niharika Rout
  • Published: Thursday, 21 November 2019
  • Updated: 21 November 2019, 02:36 PM IST

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): କ୍ରୋଧର ବଶବର୍ତ୍ତୀ ହୋଇ ମଣିଷ ନିଜ ହିତାହିତ ଜ୍ଞାନ ଭୁଲି ଯାଏ । ଏପରିକି ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିଦେବାକୁ ବି ପଛାଏ ନାହିଁ। ଏପରି ଏକ ଜଘନ୍ୟ କାଣ୍ଡ ଗତକାଲି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପଟାଧାର ଗାଁରେ ଘଟିଛି। ସ୍ୱାମୀସ୍ତ୍ରୀ ବିବାଦର କରୁଣ ପରିଣତି ସ୍ୱରୂପ ସ୍ତ୍ରୀ ନିଜ ଭାଇ ସହ ମିଶି ସ୍ୱାମୀକୁ ନୃଶଂସ ଭାବେ ହାଣି ହତ୍ୟା କରିଛି। ମୃତକ ହେଲେ ପଟାଧାର ଗାଁର ଟୁଲୁ ପ୍ରଧାନ।

ଟୁଲୁ ପ୍ରାୟ ୮ ବର୍ଷ ପୂର୍ବେ ନିଜ ଗାଁର ବବି ପ୍ରଧାନଙ୍କୁ ବିବାହ କରିଥିଲେ। ଉଭୟଙ୍କର ୬ ବର୍ଷର ଏକ ଝିଅ ଅଛି। ଟୁଲୁ ଭୁବନେଶ୍ୱରରରେ ଅଟୋ ଚଳାଉଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅ ଗାଁରେ ରହୁଥିଲେ। ହେଲେ ପ୍ରାୟ ୧୫ ଦିନ ପୂର୍ବେ କୌଣସି ଘରୋଇ କଳହକୁ କେନ୍ଦ୍ର କରି ବବି ନିଜ ଝିଅକୁ ଧରି ବାପ ଘରକୁ ପଳାଇଥିଲେ। ଗତକାଲି ପ୍ରଥମାଷ୍ଠମୀ ଥିବାରୁ ସେ ସ୍ୱାମୀଙ୍କୁ ଫୋନ କରି ଘରକୁ ଯିବା ପାଇଁ କହିଥିଲେ।

ଟୁଲୁ ଝିଅ ପାଇଁ ନୂଆ ଡ୍ରେସ ଓ ମିଠା ଧରି ଶ୍ୱଶୁର ଘରେ ସନ୍ଧ୍ୟାରେ ପହଞ୍ଚିଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ପୁଣି ଥରେ ବଚସା ଆରମ୍ଭ ହୋଇଗଲା।  ଉତ୍ତ୍ୟକ୍ତ ବବି ନିଜ ଭାଇ ଜିତୁ ବଢ଼େଇଙ୍କ ସହ ମିଶି ସ୍ୱାମୀଙ୍କୁ ନୃଶଂସ ଭାବେ ଏକ କଟୁରୀରେ ହତ୍ୟା କରିଥିଲେ। ଏହାପରେ ଭାଇଭଉଣୀ ଭଞ୍ଜନଗର ଥାନାରେ ଆତ୍ମସମର୍ପଣ କରିଛନ୍ତି।

ପୁଲିସ୍‌  ଘଟଣାସ୍ଥଳରୁ ଛିଣ୍ଡା ପାପୁଲି ସହ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ପୁଲିସ୍‌ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story