ଏପଟେ ଶ୍ମଶାନରେ ଜଳୁଛି ସ୍ୱାମୀଙ୍କ ଜୁଈ, ସେପଟେ ପ୍ରେମିକଙ୍କ ସହ ପଳାଇଲେ ସ୍ତ୍ରୀ

ଆଳି (ବନମାଳୀ ସାହୁ): ଶ୍ମଶାନରେ ଜଳୁଛି ସ୍ୱାମୀଙ୍କ ଜୁଈ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ବାପାଙ୍କୁ ହରାଇ ଛାତି ଫଟାଇ କାନ୍ଦୁ ଥିଲେ ପୁଅ ଝିଅ। ହେଲେ ସେହି ଦାଣ୍ଡରେ ପିଲାଛୁଆଙ୍କ ସହିତ ସମ୍ପର୍କ ଛିନ୍ନ କରି ପ୍ରେମିକଙ୍କ ହାତ ଧରି ପଳାଇଗଲେ ସ୍ତ୍ରୀ! ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଘଟିଛି। ରାଜକନିକା ଥାନା ଭାମଣ୍ଡା ଗାଁର ରଙ୍ଗାଧର ଦାଶ ହେଉଛନ୍ତି […]

Kendrapara

Kendrapara

Manoranjan Sial
  • Published: Tuesday, 23 August 2022
  • Updated: 23 August 2022, 09:27 PM IST

Sports

Latest News

ଆଳି (ବନମାଳୀ ସାହୁ): ଶ୍ମଶାନରେ ଜଳୁଛି ସ୍ୱାମୀଙ୍କ ଜୁଈ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ବାପାଙ୍କୁ ହରାଇ ଛାତି ଫଟାଇ କାନ୍ଦୁ ଥିଲେ ପୁଅ ଝିଅ। ହେଲେ ସେହି ଦାଣ୍ଡରେ ପିଲାଛୁଆଙ୍କ ସହିତ ସମ୍ପର୍କ ଛିନ୍ନ କରି ପ୍ରେମିକଙ୍କ ହାତ ଧରି ପଳାଇଗଲେ ସ୍ତ୍ରୀ! ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଘଟିଛି।

ରାଜକନିକା ଥାନା ଭାମଣ୍ଡା ଗାଁର ରଙ୍ଗାଧର ଦାଶ ହେଉଛନ୍ତି ଜଣେ ପୂଜକ। ପୂଜା ପୂଜିରୁ ଯାହା ଉପାର୍ଜନ କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ପରିବାର କହିଲେ ପତ୍ନୀ ଜସ୍‌ମିନ୍‌(ଛଦ୍ମନାମ) ଓ ୪ ପୁଅଝିଅ। ସ୍ୱାମୀ ଓ ପିଲା ଛୁଆଙ୍କୁ ନେଇ ଘର ସଂସାର କରିଥିବା ଜସ୍‌ମିନ୍‌ କିନ୍ତୁ ସେହି ଗାଁର ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ରଙ୍ଗାଧରଙ୍କ ଅନୁପସ୍ଥିତିରେ ଜସ୍‌ମିନ୍‌ଙ୍କୁ ଦେଖା କରିବାକୁ ସେ ଘରକୁ ଯାଆସ କରୁଥିଲେ। ମାଆଙ୍କ ଅନୈତିକ ସମ୍ପର୍କକୁ ପୁଅ ଓ ଝିଅମାନେ ଜାଣିବା ପରେ ପ୍ରତିବାଦ କରିଥିଲେ। ଜସ୍‌ମିନ୍‌ ଓ ତାଙ୍କ ପ୍ରେମିକ ମିଶି ସେମାନଙ୍କୁ ମାଡ଼ ମାରିବା ସହ ବାପା ରଙ୍ଗାଧରଙ୍କୁ ମାରିଦେବା ପାଇଁ ଧମକ ଦେଇ ଆସୁଥିଲେ। ଯେଉଁଥିପାଇଁ ସବୁ ଜାଣି ପିଲାମାନେ ଚୁପ୍‌ ରହୁଥିଲେ।

ହେଲେ ଦିନକୁ ଦିନ ପିଲାଙ୍କ ନୀରବତା ଉପରେ ଜସ୍‌ମିନ୍‌ ଓ ତାଙ୍କ ପ୍ରେମିକଙ୍କ ସନ୍ଦେହ ବଢ଼ି ଥିଲା। ତେଣୁ ରଙ୍ଗାଧରଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ସବୁଦିନ ପରି ଗତ ୧୭ ତାରିଖରେ ରଙ୍ଗାଧର ମନ୍ଦିରକୁ ପୂଜା କରିବାକୁ ବାହାରି ଥିଲେ। ଘରୁ ବାହାରିଲା ବେଳେ ପତ୍ନୀ ଜସ୍‌ମିନ୍‌ ତାଙ୍କ ସହ ଝଗଡ଼ା କରିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତା’ର କିଛି ସମୟ ପରେ ରଙ୍ଗାଧରଙ୍କ ପତ୍ତା ମିଳିନଥିଲା। ପରିବାର ଲୋକେ ଚାରିଆଡେ ଖୋଜିଥିଲେ ମଧ୍ୟ ପାଇନଥିଲେ। ଶେଷରେ ରଙ୍ଗାଧରଙ୍କ ଭାଇ ଗଙ୍ଗାଧର ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ରଙ୍ଗାଧର ନିଖୋଜ ହେବାର ୫ଦିନ ପରେ ଗାଁ ନିକଟସ୍ଥ ସିମିଳିମାହାରା ଜୋର ନିକଟରୁ କ୍ଷତାକ୍ତ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ପୁଲିସ୍‌ ଶବ ବ୍ୟବଚ୍ଛେଦ ପରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ଗାଁ ଶ୍ମଶାନରେ ସଜଡ଼ା ଯାଇଥିଲା ଜୁଈ। ଆଉ ଜୁଈରେ ଶୋଇଥିଲା ରଙ୍ଗାଧରଙ୍କ ମରଶରୀର। ଶ୍ମଶାନରେ ଜୁଈ ଜଳିବା ପୂର୍ବରୁ ପ୍ରେମିକଙ୍କ ହାତ ଧରି ଗାଁ ଦାଣ୍ଡରେ ଚାଲି ଚାଲି ପଳାଇଗଲେ ଜସ୍‌ମିନ୍‌। ପ୍ରେମିକଙ୍କ ସହ ଯିବା ବେଳର ଦୃଶ୍ୟ ଗାଁ ଲୋକେ ଭିଡିଓ ଉତ୍ତୋଳନ କରିଥିଲେ। ସେହି ସମୟରେ ଗାଁ ଲୋକେ ନାନା କଥା କହି ଗାଳି ମଧ୍ୟ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓଟି ମୋବାଇଲ୍‌କୁ ମୋବାଇଲ ଘୂରି ବୁଲୁଛି। ମାଆ ଅନୈତିକ ପ୍ରେମ ସମ୍ପର୍କ ସମ୍ପର୍କ ରଖିଥିବା ପିଲାମାନେ କହିଛନ୍ତି। ମାଆ ଓ ତାଙ୍କ ପ୍ରେମିକ ମିଶି ବାପାଙ୍କୁ ମରିଦେଇଥିବା ପିଲାମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story