ମହିଳାଙ୍କୁ ଦଳିଦେଲା ହାତୀ

ଝାରସୁଗୁଡ଼ା (ଭାଗୀରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଭୋଇମୁଣ୍ଡାରେ ହାତୀ ଆତଙ୍କ ଦେଖାଯାଇଛି। ଆଜି ଭୋରରେ ଜଣେ ମହିଳାଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଭାରତୀ ଖଡ଼ିଆ (୩୩)। ଆଜି ଭୋରରେ ଗୋଟିଏ ହାତୀ ଗାଁକୁ ପଶି ଆସିଥିଲା। ଭାରତୀ ଘରୁ ବାହାରିବା କ୍ଷଣି ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେଠାରେ ହିଁ ହାତୀ ତାଙ୍କୁ ଦଳି ଦେଇଥିଲା। ପୁଲିସ୍‌ ଓ ବନ ବିଭାଗ ଘଟଣାର ତଦନ୍ତ କରୁଛନ୍ତି।

death-123

death-123

Jyoshna Pradhan
  • Published: Monday, 24 December 2018
  • Updated: 24 December 2018, 11:25 AM IST

Sports

Latest News

ଝାରସୁଗୁଡ଼ା (ଭାଗୀରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଭୋଇମୁଣ୍ଡାରେ ହାତୀ ଆତଙ୍କ ଦେଖାଯାଇଛି।

ଆଜି ଭୋରରେ ଜଣେ ମହିଳାଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଭାରତୀ ଖଡ଼ିଆ (୩୩)।

ଆଜି ଭୋରରେ ଗୋଟିଏ ହାତୀ ଗାଁକୁ ପଶି ଆସିଥିଲା। ଭାରତୀ ଘରୁ ବାହାରିବା କ୍ଷଣି ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେଠାରେ ହିଁ ହାତୀ ତାଙ୍କୁ ଦଳି ଦେଇଥିଲା। ପୁଲିସ୍‌ ଓ ବନ ବିଭାଗ ଘଟଣାର ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story