ଘର ଭାଙ୍ଗି ପଶିଲା, ବୃଦ୍ଧାଙ୍କୁ ଦଳି ଦେଲା

ପାଟଣାଗଡ଼ (ବଂଶୀଧର ସେଠ): ଘରେ ଶୋଇଥିବାବେଳେ ବୃଦ୍ଧାଙ୍କୁ ଦଳି ମାରିଦେଲା ହାତୀ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ହନୁପଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ବୃଦ୍ଧା ହେଲେ ବେଲମତି ବରାହ। ହାତୀଟି ବେଲମତିଙ୍କ ଘର ମଧ୍ୟ ଭାଙ୍ଗିଦେଇଛି। ହାତୀକୁ କାବୁ କରିବାକୁ ଖପ୍ରାଖୋଲ ବନ ବିଭାଗ ଖୋଜାଖୋଜି ଜାରି ରଖିଛି।

house

Jitendra Garnayak
  • Published: Saturday, 11 April 2020
  • , Updated: 11 April 2020, 12:38 PM IST

Related story