ବଢ଼ିଆ ବାଜୁଛି ମାଟିରେ ତିଆରି ଶଙ୍ଖ

ବାଲେଶ୍ୱର (ରଣଜିତ୍‌ ପାକଳ): ଶଙ୍ଖ କହିଲେ ଆମେ ସମୁଦ୍ର ଶଙ୍ଖକୁ ହିଁ ବୁଝିଥାଉ। ଏହାକୁ ବାହାଘର, ବ୍ରତଘର ଓ ଠାକୁର ପୂଜାରେ ବ୍ୟବହାର ମଧ୍ୟ କରିଥାଉ। ହେଲେ ମାଟିରେ ତିଆରି ଶଙ୍ଖ ବିଷୟରେ ଆପଣ ଜାଣିଛନ୍ତି କି ? ଏହି ଶଙ୍ଖକୁ ଆପଣ ବଜାଇ ମଧ୍ୟ ପାରିବେ। ଏପରିକି ଏହି ମାଟି ତିଆରି ଶଙ୍ଖ ଭଲ ବାଜିବା ସହିତ ସମୁଦ୍ର ଶଙ୍ଖ ପରି ମଜଭୁତ୍। ଏହି ଶଙ୍ଖକୁ ବାଲେଶ୍ୱର ରେମୁଣା ଅଞ୍ଚଳର ଜଣେ ମହିଳା ତିଆରି କରୁଛନ୍ତି। […]

ss2

ss2

Puspanjali Panda
  • Published: Friday, 26 July 2019
  • Updated: 26 July 2019, 07:09 PM IST

Sports

Latest News

ବାଲେଶ୍ୱର (ରଣଜିତ୍‌ ପାକଳ): ଶଙ୍ଖ କହିଲେ ଆମେ ସମୁଦ୍ର ଶଙ୍ଖକୁ ହିଁ ବୁଝିଥାଉ। ଏହାକୁ ବାହାଘର, ବ୍ରତଘର ଓ ଠାକୁର ପୂଜାରେ ବ୍ୟବହାର ମଧ୍ୟ କରିଥାଉ। ହେଲେ ମାଟିରେ ତିଆରି ଶଙ୍ଖ ବିଷୟରେ ଆପଣ ଜାଣିଛନ୍ତି କି ?

ଏହି ଶଙ୍ଖକୁ ଆପଣ ବଜାଇ ମଧ୍ୟ ପାରିବେ। ଏପରିକି ଏହି ମାଟି ତିଆରି ଶଙ୍ଖ ଭଲ ବାଜିବା ସହିତ ସମୁଦ୍ର ଶଙ୍ଖ ପରି ମଜଭୁତ୍। ଏହି ଶଙ୍ଖକୁ ବାଲେଶ୍ୱର ରେମୁଣା ଅଞ୍ଚଳର ଜଣେ ମହିଳା ତିଆରି କରୁଛନ୍ତି। ମହିଳାଙ୍କର ନାମ ହେଉଛି ଉର୍ମିଳା ଦେହୁରୀ।

ମାଟି ଶଙ୍ଖ ତିଆରି କରିବା ଉର୍ମିଳାଙ୍କର ବେଉସା। ନିଜର ଜ୍ଞାନ କୌଶଳରେ ଏହି ଶଙ୍ଖକୁ ତିଆରି କରି ଉର୍ମିଳା ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ଶଙ୍ଖକୁ ତିଆରି କରିବା ପାଇଁ ଉର୍ମିଳା ପ୍ରଥମେ ନଦୀକୂଳରୁ ମାଟି ଆଣି ଭଲ ଭାବେ ଚକଟିଥାନ୍ତି। ମାଟିକୁ ଚକଟିବା ପରେ ସେ ଏଥିରୁ ଶଙ୍ଖ ତିଆରି କରିଥାନ୍ତି। ତିଆରି ସରିବା ପରେ ଏକ ଛୋଟ ବାଉଁଶ ପାତିଆ ସାହାଯ୍ୟରେ ପିଟି ପିଟି ଶଙ୍ଖକୁ ସାଇଜ କରିଥାନ୍ତି। ସାଇଜ କରିବା ପରେ ଏହାକୁ ଚିକ୍କଣ କରି ଶୁଖାଇଥାନ୍ତି ଏବଂ ଶୁଖିଯିବା ପରେ ଏହାକୁ ବଜାଇ ଦେଖିସାରିବା ପରେ ଏହା ଉପରେ ଧଳା ରଙ୍ଗ ବୋଳିଥାନ୍ତି।

ଉର୍ମିଳାଙ୍କର ଏହି ଶଙ୍ଖ ଗ୍ରାହକମାନେ ବେଶ୍‌ ପସନ୍ଦ କରନ୍ତି। ସେଥିପାଇଁ ତିଆରି ହେବା ସଙ୍ଗେ ସଙ୍ଗେ ମାଟି ଶଙ୍ଖ ବିକ୍ରି ହୋଇଯାଇଥାଏ। ଏହାକୁ ସେ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି।
ତେବେ ଉର୍ମିଳାଙ୍କର କହିବା ଅନୁଯାୟୀ ଏହି ମାଟିର ଶଙ୍ଖକୁ ଆହୁରି ଉନ୍ନତ ମାନର କରିହେବ। କିନ୍ତୁ ଏଥିପାଇଁ ଆବଶ୍ୟକ ଜିନିଷ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଉନ୍ନତ ଭାବରେ ତିଆରି କରିପାରିଲେ ଏହି ଶଙ୍ଖକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପହଞ୍ଚାଯାଇପାରିବ।

କିନ୍ତୁ ଉର୍ମିଳାଙ୍କ ଯୋଜନା ପାଇଁ ଅର୍ଥ ସାଜିଛି ବାଧକ। ଶଙ୍ଖ ବିକ୍ରି କରି ଯେତିକି ରୋଜଗାର ହେଉଛି ସେଥିରେ ସେଥିରେ ତାଙ୍କ ପରିବାରର ଭରଣ ପୋଷଣ ହେଉଛି କହିଲେ ଚଳେ। ତେଣୁ ସମ୍ୱଳ ଅଭାବରୁ ଉର୍ମିଳାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରୁନାହିଁ। ମାଟି ଶଙ୍ଖ ପାଇଁ ସେ ଗାଁଠାରୁ ସହର ପର୍ଯ୍ୟନ୍ତ ଅନେକ ପ୍ରଶଂସା ପାଉଥିଲେ ମଧ୍ୟ ସରକାରଙ୍କଠାରୁ କୌଣସି ସାହାଯ୍ୟ ପାଉନାହାନ୍ତି।
ତେଣୁ ରାଜ୍ୟ ସରକାରଙ୍କ କଳାକାର ଯୋଜନାରେ ତାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story