ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

କଟକ: କଟକ ସେଲଟର ଛକ ବଙ୍ଗାଳିସାହିରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ  ନାଁ ନୀଳିମା ସାହା।  ଆଜି ଭୋରରୁ ଏହି ହତ୍ୟାକାଣ୍ଡ ହୋଇଥିବା  ଜଣାପଡ଼ିଛି। ଘଟଣାସ୍ଥଳରେ ବିଡ଼ାନସୀ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଏହି ଘଟଣାରେ ମୃତ ଯୁବତୀଙ୍କ  ଭଉଣୀ ଏବଂ ଭିଣୋଇଙ୍କୁ ପୋଲିସ ଅଟକ ରଖିଛି । ଜମିଜିମା ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

murder

murder

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 12:39 PM IST

Sports

Latest News

କଟକ: କଟକ ସେଲଟର ଛକ ବଙ୍ଗାଳିସାହିରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ  ନାଁ ନୀଳିମା ସାହା।  ଆଜି ଭୋରରୁ ଏହି ହତ୍ୟାକାଣ୍ଡ ହୋଇଥିବା  ଜଣାପଡ଼ିଛି।

ଘଟଣାସ୍ଥଳରେ ବିଡ଼ାନସୀ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଏହି ଘଟଣାରେ ମୃତ ଯୁବତୀଙ୍କ  ଭଉଣୀ ଏବଂ ଭିଣୋଇଙ୍କୁ ପୋଲିସ ଅଟକ ରଖିଛି । ଜମିଜିମା ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos